23/11/2021
#ଗମୁ_ପଞ୍ଚାୟତର_ଏ_ଝୁନାରାଣୀ_ସେଠୀ_ଭଉଣୀ,
#ପ୍ରାର୍ଥୀ_ନହୋଇବା_ଭୟେ_ବିଶ୍ବରଙ୍ଗମଞ୍ଚେ_ଯାଇ_ଫୁଣି।
#ନିଜର ଜନସମର୍ଥନ ହରାଇ ବସିଥିବା ତତକାଳୀନ #ସ୍ବାଧୀନ ସଂଗଠନର ସରପଞ୍ଚ #ବିଧାନସଭା ନିର୍ବାଚନ ରେ ପରାଜିତ ଭାଜପାପ୍ରାର୍ଥୀ ଙ୍କ ସମର୍ଥକ ନିଜର ସ୍ବାର୍ଥସାଧନ ନିମନ୍ତେ ବିଜୁ ଜନତା ଦଳରେ ମାନନୀୟା ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ଦଳରେ ମିଶିଥିଲେ, କିନ୍ତୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ତରଫରୁ ପ୍ରାର୍ଥୀ ନହୋଇପାରନ୍ତି ଭାବି #ବିଶ୍ବ_ରଙ୍ଗମଞ୍ଚରେ ହାଜିର ହେଲେ।
#ବିଚାର_କରୁଛି_ବରୀ,