12/04/2022
ଆଜି ଅନ୍ୟାସିପୂର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ମାନନୀୟା ସରପଞ୍ଚ ଶ୍ରୀମତୀ ସସ୍ମିତା କୁଣ୍ଡୁ ମହୋଦୟା ଙ୍କ ସଭାପତିତ୍ବ ରେ ଏକ ସ୍ବୟଂସହାୟକ ଗୋଷ୍ଠୀ ସମୂହଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ କରାଯାଇଥିଲା। ଏହି କର୍ମଶାଳା ରେ ରାଜ୍ୟ ସରକରଙ୍କ ମହିଳା ମାନଙ୍କ ଅଗ୍ରଗତି, ଯୋଜନା ର ସଫଳ ରୂପାୟନ ଉପରେ ଆଲୋକପାତ କରାଯାଇଥିଲା।
ଉକ୍ତ କର୍ମଶାଳାରେ ଆନ୍ଯସିପୁର ପଞ୍ଚାୟତ ର ସମିତି ସଭ୍ୟ ରମେଶ ସାହୁ ମହୋଦୟ ମଧ୍ୟ ଅଂଶଗ୍ରହଣ କରି ନିଜ ବିଚାର ଉପସ୍ଥାପନ କରିଥିଲେ।