01/12/2021
#ମାନନୀୟା ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସଙ୍କ #ଦୃଢ_ନେତୃତ୍ବ ଓ #ନିରନ୍ତର_ସେବା କୁ ସମ୍ମାନ ଜଣାଇ #ଅଲିପୁର ଗ୍ରାମ ପଞ୍ଚାୟତର ବହୁ କର୍ମୀ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ମାନନୀୟା ବିଧାୟିକା ଙ୍କ ବାସଭବନ ସନ୍ନିକଟ ମା' ଧ୍ୟାନଧ୍ୟାୟୀ ପୀଠରେ ବିଜୁ ଜନତା ଦଳରେ ଯୋଗଦାନ ଦେଲେ।
ଏହି ମିଶ୍ରଣ ପର୍ବରେ #ଶ୍ରୀକାନ୍ତ_ବେଉରିଆ, #ରାଜେଶ_ବେଉରିଆ ସମେତ ପ୍ରମୂଖ ଶତାଧିକ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ ଦେଇଛନ୍ତି ।
.