BJD Mandari G.P. Bari Assembly Constituency

BJD Mandari G.P. Bari Assembly Constituency Official page of BJD Mandari G.P. of Bari Assembly Constituency Under Supervision of BJD ITWing, Bari

12/01/2024
12/01/2024
12/01/2024
22/06/2022

ଦେଶର ରାଷ୍ଟ୍ରପତି ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଏହା ସମଗ୍ର ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣାର ଉତ୍ସ ।

Address

Mandari
Bari

Alerts

Be the first to know and let us send you an email when BJD Mandari G.P. Bari Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Mandari G.P. Bari Assembly Constituency:

Share

Official page of BJD Mandari G.P. of Bari Assembly Constituency

ବରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, କରୋନା ମହାମାରୀ ର ସଫଳ ପ୍ରତିରୋଧ, ଜନସାଧାରଣରେ ଆଜି ବିଶ୍ବାସଭାଜନ ହୋଇପାରିଛି, ଏହି ପରିପ୍ରେକ୍ଷୀରେ ଆମ ସୁଃଖ ଦୁଃଖ ର ସାଥି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପରାମର୍ଶ ଅନୁଯାୟୀ ବରୀ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ପଞ୍ଚାୟତ କୁ ସୋସିଆଲ୍ ମିଡିଆରେ ଯୋଡିବାର ଏକ ଅନନ୍ୟ ପ୍ରୟାସ ।

ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ର ସବିଶେଷ ତଥ୍ୟ ସହ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତଥା ସରକାର ଙ୍କ ଦ୍ଵାରା ହେଉଥିବା ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ.

ଆସନ୍ତୁ, ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଧାୟିକା ଙ୍କ ସହ ସହଯୋଗ କରି ତାଙ୍କ ହାତମୁଠାକୁ ଟାଣ କରିବା ।

ଜୟ ବିଜେଡି ।