BJD Balibil G.P. Bari Assembly Constituency

BJD Balibil G.P. Bari Assembly Constituency Official page of BJD Balibil G.P. of Bari Assembly Constituency Under Supervision of BJD ITWing, Bar

Bari shining....
30/05/2022

Bari shining....

 #ଅଶ୍ରୁଳ_ଶ୍ରଦ୍ଧାଞ୍ଜଳୀ  #ଯୁବ_ଉଦୀୟମାନ_କାହ୍ନୁ। ୍ମାର_ସଦଗତି_ପାଇଁ_ପ୍ରାର୍ଥନା            #ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଆମ ପଞ୍ଚାୟତ ର...
19/12/2021

#ଅଶ୍ରୁଳ_ଶ୍ରଦ୍ଧାଞ୍ଜଳୀ
#ଯୁବ_ଉଦୀୟମାନ_କାହ୍ନୁ।
୍ମାର_ସଦଗତି_ପାଇଁ_ପ୍ରାର୍ଥନା
#ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଆମ ପଞ୍ଚାୟତ ର ଯୁବ ଉଦୀୟମାନ #କାହ୍ନୁଙ୍କର ଅକସ୍ମାତ୍ ମୃତ୍ୟୁ ଆମକୁ ଅତ୍ୟନ୍ତ ଦୁଃଖ ଓ କଷ୍ଟ ପହଞ୍ଚାଇବା, ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛୁ ତାଙ୍କର ଅମର ଆତ୍ମାର ସଦଗତି ହେବା ସହ ପରିବାର ବର୍ଗଙ୍କୁ ପରମ ପିତା ଏ ଦୁଃଖ ର ପାହାଡ କୁ ଲାଘିଂ ଯିବା ପାଇଁ ଅସୀମ ଧୈର୍ଯ୍ଯ ଦିଅନ୍ତୁ ଏହା ହିଁ ଆଜିର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।
#ଯୁବ_ବିଜେଡି_ବାଲିବିଲି
#ଛାତ୍ର_ବିଜେଡି_ବାଲିବିଲି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik  ଙ୍କ ଫୋକସରେ ଗ୍ରାମୀଣ ଭିତ୍ତିଭୂମି ବିକାଶ । ଗ୍ରାମାଞ୍ଚଳର ୯୨୩୫ଟି ପ୍ରକଳ୍ପ ମଧ୍ୟରୁ ୭...
22/09/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ଫୋକସରେ ଗ୍ରାମୀଣ ଭିତ୍ତିଭୂମି ବିକାଶ । ଗ୍ରାମାଞ୍ଚଳର ୯୨୩୫ଟି ପ୍ରକଳ୍ପ ମଧ୍ୟରୁ ୭୭୨୭ ପ୍ରକଳ୍ପର ନିର୍ମାଣ ସମ୍ପୂର୍ଣ୍ଣ ।



09/07/2021
ବିଜୁ ଛାତ୍ର ଜନତା ଦଳ ବରୀ ଏବଂ ଓଡ଼ିଶା ମୋ ପରିବାର ଯାଜପୁର ମିଳିତ ଆନୁକୂଲ୍ୟରେ ଆୟୋଜିତ "ହରା ହେ ତୋ ଭରା ହେ" କାର୍ଯ୍ୟକ୍ରମ ର ଦିତ୍ୱୀୟ ସଂସ୍କ...
06/07/2021

ବିଜୁ ଛାତ୍ର ଜନତା ଦଳ ବରୀ ଏବଂ ଓଡ଼ିଶା ମୋ ପରିବାର ଯାଜପୁର ମିଳିତ ଆନୁକୂଲ୍ୟରେ ଆୟୋଜିତ "ହରା ହେ ତୋ ଭରା ହେ" କାର୍ଯ୍ୟକ୍ରମ ର ଦିତ୍ୱୀୟ ସଂସ୍କରଣ ବାଲିବିଲି ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ଛାତ୍ର ସଭାପତି ସଦିଛ୍ଛା ସାମଲ ଙ୍କ ନେତୃତ୍ୱରେ ପୂବତନ ସରପଞ୍ଚ ସିପ୍ରା ସାମଲ ଓ ବିଜୁ ଛାତ୍ର ଜନତା ଦଳ ବରୀ ର ବହୁ ସଂଗଠକ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ

18/05/2021
27/04/2021

#ଉତ୍ସବେ_ବ୍ଯସନେ_ଶ୍ଚୈବ_ଦୁର୍ବୀକ୍ଷେ_ରାଷ୍ଟ୍ର_ବିପ୍ଳବେ,
#ରାଜଦ୍ବାରେ_ଶ୍ମଶାନେଚ_ଯ_ତିଷ୍ଠତି_ସବାନ୍ଧବଃ।

ବିଜୁ ଛାତ୍ର ଜନତା ଦଳ ବରୀ ତରଫରୁ ଆମ ସଭାପତି ସଦିଛ୍ଛା ସାମଲ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ💚💚💚❣️
06/04/2021

ବିଜୁ ଛାତ୍ର ଜନତା ଦଳ ବରୀ ତରଫରୁ ଆମ ସଭାପତି ସଦିଛ୍ଛା ସାମଲ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ💚💚💚❣️

Address

Balibil
Bari

Alerts

Be the first to know and let us send you an email when BJD Balibil G.P. Bari Assembly Constituency posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Balibil G.P. Bari Assembly Constituency:

Share

Official page of BJD Balibil G.P. of Bari Assembly Constituency

ବରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା, କରୋନା ମହାମାରୀ ର ସଫଳ ପ୍ରତିରୋଧ, ଜନସାଧାରଣରେ ଆଜି ବିଶ୍ବାସଭାଜନ ହୋଇପାରିଛି, ଏହି ପରିପ୍ରେକ୍ଷୀରେ ଆମ ସୁଃଖ ଦୁଃଖ ର ସାଥି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପରାମର୍ଶ ଅନୁଯାୟୀ ବରୀ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ପଞ୍ଚାୟତ କୁ ସୋସିଆଲ୍ ମିଡିଆରେ ଯୋଡିବାର ଏକ ଅନନ୍ୟ ପ୍ରୟାସ ।

ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ର ସବିଶେଷ ତଥ୍ୟ ସହ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତଥା ସରକାର ଙ୍କ ଦ୍ଵାରା ହେଉଥିବା ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ.

ଆସନ୍ତୁ, ବରୀ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଧାୟିକା ଙ୍କ ସହ ସହଯୋଗ କରି ତାଙ୍କ ହାତମୁଠାକୁ ଟାଣ କରିବା ।

ଜୟ ବିଜେଡି ।