26/08/2026
ମିଲାଦ୍-ଉନ୍-ନବୀର ହାର୍ଦ୍ଦିକ ଶୁଭେଚ୍ଛା 🌙✨
ପବିତ୍ର ମିଲାଦ୍-ଉନ୍-ନବୀ ଅବସରରେ ସମସ୍ତ ମୁସଲିମ ଭାଇ ଓ ଭଉଣୀମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା।
ପୟଗମ୍ବର ହଜରତ ମହମ୍ମଦଙ୍କ ଶାନ୍ତି, ପ୍ରେମ, ଦୟା, ସହନଶୀଳତା ଓ ମାନବସେବାର ବାର୍ତ୍ତା ଆମ ସମସ୍ତଙ୍କୁ ସତ୍ୟ ଓ ମାନବିକତାର ପଥରେ ଆଗେଇ ନେଉ।
ଏହି ପବିତ୍ର ଦିନ ଆମ ସମାଜରେ ଭାଇଚାରା, ସମ୍ପ୍ରୀତି, ଶାନ୍ତି ଓ ଏକତାକୁ ଆହୁରି ମଜବୁତ କରୁ।
ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
ମିଲାଦ୍-ଉନ୍-ନବୀ ମୁବାରକ! 🤲🌙