Bulu Panda Fan's Club

Bulu Panda Fan's Club Fan's Club Of Chairperson; Belpahar Municipality Council & Member Odisha Pradesh Congress Committee

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀ ଜୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶର ଆଧୁନିକୀକରଣ, ବୈଷୟିକ ...
20/08/2026

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀ ଜୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶର ଆଧୁନିକୀକରଣ, ବୈଷୟିକ ପ୍ରଗତି ଓ ଯୁବଶକ୍ତିର ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

Rahul Gandhi Priyanka Gandhi Vadra

ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା , ସ୍ୱାଧୀନତା ସଂଗ୍ରାମର ଅମର ପଥିକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟତ...
18/08/2026

ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା , ସ୍ୱାଧୀନତା ସଂଗ୍ରାମର ଅମର ପଥିକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏

ଦେଶ ପ୍ରତି ତାଙ୍କର ଅତୁଟ ନିଷ୍ଠା , ଦେଶଭକ୍ତି ଓ ସମର୍ପଣ ଯୁବପିଢ଼ି ସମେତ ସମସ୍ତ ଦେଶବାସୀଙ୍କୁ ସର୍ବଦା ରାଷ୍ଟ୍ରସେବା ପାଇଁ ପ୍ରେରଣା ଯୋଗାଉଅଛି ।

🇮🇳 ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳ଆଜି ବେଲପାହାଡ଼ ପୌରପରିଷଦ କାର୍ଯ୍ୟାଳୟ ରେ ୮୦ତମ ସ୍ୱାଧୀନତା ଦିବସ–୨୦୨୬ ଅବସରରେ ମାନ୍ୟବ...
15/08/2026

🇮🇳 ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳

ଆଜି ବେଲପାହାଡ଼ ପୌରପରିଷଦ କାର୍ଯ୍ୟାଳୟ ରେ ୮୦ତମ ସ୍ୱାଧୀନତା ଦିବସ–୨୦୨୬ ଅବସରରେ ମାନ୍ୟବର ପୌରାଧ୍ୟକ୍ଷ ଶ୍ରୀ Bulu Panda ମହୋଦୟ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ଏହି ଗୌରବମୟ ଅବସରରେ ବେଲପାହାଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବ ପ୍ରଧାନ, ସମ୍ମାନନୀୟ କାଉନସିଲର, ପୌରପରିଷଦର ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

ଆସନ୍ତୁ, ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଏକତା, ଭାଇଚାରା ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା।

🇮🇳 ଜୟ ହିନ୍ଦ୍! ବନ୍ଦେ ମାତରମ୍! 🇮🇳



#ବେଲପାହାଡ଼_ପୌରପରିଷଦ

#ଜୟହିନ୍ଦ୍

💐 ସ୍ବାଧୀନତା ର ୮୦ବର୍ଷ ତମ ସ୍ବାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଆଉ ଅଭିନନ୍ଦନ । 💐🙏।Wishing everyone a very ...
15/08/2026

💐 ସ୍ବାଧୀନତା ର ୮୦ବର୍ଷ ତମ ସ୍ବାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଆଉ ଅଭିନନ୍ଦନ । 💐🙏।

Wishing everyone a very Happy !
🇮🇳

ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ସ୍ୱାଧୀନତା ତଥା ସୁରକ୍ଷା ପାଇଁ ଅମୂଲ୍ୟ ତ୍ୟାଗ...
14/08/2026

ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଦେଶର ସ୍ୱାଧୀନତା ତଥା ସୁରକ୍ଷା ପାଇଁ ଅମୂଲ୍ୟ ତ୍ୟାଗ ସହିଥିବା ବୀର ବରପୁତ୍ର ଓ ଶହୀଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି।

ଭାରତ ମାତା କି ଜୟ🙏🏻
ଜୟ ହିନ୍ଦ୍ 🇮🇳

ଓଡ଼ିଶାର ଜନପ୍ରିୟ ନେତା , କଂଗ୍ରେସ ର ମଉଡ଼ମଣି ତଥା ଜଟଣୀ ର ପୂର୍ବତନ ବିଧାୟକ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଙ୍କୁ ଜନ୍ମ ଦିନର ଅନେକ ...
10/08/2026

ଓଡ଼ିଶାର ଜନପ୍ରିୟ ନେତା , କଂଗ୍ରେସ ର ମଉଡ଼ମଣି ତଥା ଜଟଣୀ ର ପୂର୍ବତନ ବିଧାୟକ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି 💐 I ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ କାମନା କରୁଛି I

ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଅନନ୍ତ ଶୁଭକାମନା। ଶ୍ରାବଣର ପ୍ରଥମ ସୋମବାର କେବଳ ଏକ ପର୍ବ ନୁହେଁ, ବରଂ ଭଗବାନ ଶିବଙ୍କ ପ୍ରତି ଅଟଳ ବିଶ୍ୱା...
03/08/2026

ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଅନନ୍ତ ଶୁଭକାମନା। ଶ୍ରାବଣର ପ୍ରଥମ ସୋମବାର କେବଳ ଏକ ପର୍ବ ନୁହେଁ, ବରଂ ଭଗବାନ ଶିବଙ୍କ ପ୍ରତି ଅଟଳ ବିଶ୍ୱାସ, ଭକ୍ତି ଏବଂ ସମର୍ପଣର ଏକ ପବିତ୍ର ଉତ୍ସବ।
ମୁଁ ମହାଦେବଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣମାନଙ୍କ ଜୀବନରୁ ପ୍ରତ୍ୟେକ ଦୁଃଖ, ପ୍ରତ୍ୟେକ ବାଧା ଏବଂ ପ୍ରତ୍ୟେକ ନକାରାତ୍ମକତାର ଅନ୍ତ କରନ୍ତୁ।
ଓମ୍ ନମଃ ଶିବାୟ! 🚩

ଗୁରୁ ସତ୍ୟନାରାୟଣ ବହିଦାର୍ ଙ୍କର୍ ଜନମଦିନ୍ ଉଧେଁ ଆମର୍‌ ଭାଇଚାରା, କଳା,‌ ସଂସ୍କୃତି ଆର୍‌ ପରମ୍ପରା କେ ଉବାଗର୍‌‌ କରାବାର୍‌ ଲାଗି ପାଲନ୍ ହଉ...
01/08/2026

ଗୁରୁ ସତ୍ୟନାରାୟଣ ବହିଦାର୍ ଙ୍କର୍ ଜନମଦିନ୍ ଉଧେଁ ଆମର୍‌ ଭାଇଚାରା, କଳା,‌ ସଂସ୍କୃତି ଆର୍‌ ପରମ୍ପରା କେ ଉବାଗର୍‌‌ କରାବାର୍‌ ଲାଗି ପାଲନ୍ ହଉଥିବାର୍‌‌ “ସମ୍ବଲପୁରୀ ଦିନ୍” ଥିଁ ସମ୍‌କୁ ଶୁଭେଚ୍ଛା ଜନଉଛେ।

ଜୁହାର୍‌ 🙏🏻 ଜୟ ମାଁ ସମଲେଇ 🙏🏻

Humble tributes to the former President of India, Bharat Ratna, Dr APJ Abdul Kalam, on his death anniversary 💐🙏A great s...
27/07/2026

Humble tributes to the former President of India, Bharat Ratna, Dr APJ Abdul Kalam, on his death anniversary 💐🙏

A great scientist and visionary, Dr Kalam won the hearts of millions with his humility and wisdom.

Remembering the gallant efforts and sacrifices of the Indian Armed Forces as I salute to all the brave soldiers on the o...
26/07/2026

Remembering the gallant efforts and sacrifices of the Indian Armed Forces as I salute to all the brave soldiers on the occasion of Kargil Vijay Diwas. Jai Hind 🙏

Address

Belpahar

Telephone

+919937319841

Website

Alerts

Be the first to know and let us send you an email when Bulu Panda Fan's Club posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share