10/06/2025
ଗଞ୍ଜାମ ଜିଲ୍ଲା ର ସମସ୍ତ ଯୁବ ଉଦ୍ୟୋଗୀ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ,
କଣ ଆପଣ ଆଇଟିଆଇ, ଡିପ୍ଲୋମା , କିମ୍ବା ଓ ଏସ ଡି ଏ (OSDA) ବା ବିଶ୍ଵ ଦକ୍ଷତା କେନ୍ଦ୍ର (WSC )ର କୌଣସି କୋର୍ସ କରିଛନ୍ତି କି? ଯଦି ହଁ ତେବେ ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ତରଫ ରୁ ଆପଣଙ୍କ ପାଇଁ ନାନୋ ୟୁନିକର୍ଣ୍ଣ ଯୋଜନା ଟି ଆରମ୍ଭ ହୋଇଯାଇଛି ।
1. 10 ଦିନର ବ୍ୟବସାୟିକ ତାଲିମ୍ |
2. ବ୍ୟବସାୟ ଆରମ୍ଭ କରିବା ପାଇଁ 1 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଦିଆଯିବ | ଯାହାର ସୁଧ ବହୁତ୍ କମ୍ ରହିବ।
3. ଆପଣଙ୍କ ବ୍ୟବସାୟ ସଫଳ କରିବା ପାଇଁ ମେଣ୍ଟରସିପ ଏବଂ ମାର୍ଗଦର୍ଶନ ସମର୍ଥନ ମଧ୍ୟ ଦିଆଯିବ
4.ବୟସ ସୀମା - ୧୮-୩୫ ଏବଂ ମହିଳା , PVTG, PWD, ଟ୍ରାସଜେଣ୍ଡର ଓ ଅନ୍ୟ ଗୋଷ୍ଟିର ପ୍ରାର୍ଥୀ ମାନଙ୍କ ପାଇଁ ୪୫ ରଖା ଯାଇଛି।
ଯଦି ଆପଣ ଆଗ୍ରହୀ, ଦୟାକରି ଏହି ଲିଙ୍କକୁ ବ୍ୟବହାର କରି ଫର୍ମ ପୂରଣ କରନ୍ତୁ
https://skillodisha.gov.in/nano-unicorn
ଆବେଦନ ର ଶେଷ ତାରିଖ ଗଞ୍ଜାମ ଜିଲ୍ଲା ପାଇଁ ୧୫/୦୬/୨୦୨୫
ଯୋଗାଯୋଗ -8917287057/8895436712