R Murali Mohan Fan club

R Murali Mohan Fan club always for the people

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତ ଫଟୋଗ୍ରାଫରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
19/08/2026

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତ ଫଟୋଗ୍ରାଫରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

 ାଦେବ🙏🙏🙏
17/08/2026

ାଦେବ🙏🙏🙏

ମାର୍ଥାପେଟା ସାହି ସ୍ଥିତ ଶ୍ରୀ ରାମଲିଙ୍ଗ ଚୌଡେଶ୍ୱରୀ ମନ୍ଦିରର ୪୭ତମ ବାର୍ଷିକୋତ୍ସବ ଅବସରରେ ଆୟୋଜିତ ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମା'ଙ୍କ...
16/08/2026

ମାର୍ଥାପେଟା ସାହି ସ୍ଥିତ ଶ୍ରୀ ରାମଲିଙ୍ଗ ଚୌଡେଶ୍ୱରୀ ମନ୍ଦିରର ୪୭ତମ ବାର୍ଷିକୋତ୍ସବ ଅବସରରେ ଆୟୋଜିତ ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମା'ଙ୍କ ଦିବ୍ୟ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଲି।

    🇮🇳🇮🇳    ୌରବମୟ_ଦେଶ_ଭାରତର_୮୦_ତମ__ସ୍ୱାଧୀନତା__ଦିବସ ଉପଲକ୍ଷେ ସାରା ଭାରତ ବାସୀ ଓ ବ୍ରହ୍ମପୁର ମହାନଗରର ସମସ୍ତ ଜନସାଧାରଣଙ୍କୁ ମୋର ଶୁଭ...
14/08/2026

🇮🇳🇮🇳

ୌରବମୟ_ଦେଶ_ଭାରତର_୮୦_ତମ__ସ୍ୱାଧୀନତା__ଦିବସ ଉପଲକ୍ଷେ ସାରା ଭାରତ ବାସୀ ଓ ବ୍ରହ୍ମପୁର ମହାନଗରର ସମସ୍ତ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା।ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷ ଓ ସହିଦ ଯବାନ ମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି।
ଆସନ୍ତୁ ଆମେ ଶପଥ ନେବା ଆମ ଦେଶ #ଭାରତ_ବର୍ଷ 🇮🇳 ପାଇଁ ଏକତ୍ରିତ ହେବା ଏବଂ ଦେଶର ସେବାରେ ନିଜକୁ ସମର୍ପିତ କରିବା

#ବନ୍ଦେ_ଉତ୍କଳ_ଜନନୀ 🇮🇳🇮🇳
#ଭାରତ_ମାତା_କି_ଜୟ🇮🇳🇮🇳
ିନ୍ଦ୍ 🇮🇳🇮🇳

ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଆପଣ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା
12/08/2026

ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଆପଣ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା

ବ୍ରହ୍ମପୁର ମହାନଗର ନିଗମର 27 ନମ୍ବର ୱାର୍ଡର କର୍ପୋରେଟର  #ନୀଳକଣ୍ଠ_ଭାଇଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐🎂🎂🎂🎂
10/08/2026

ବ୍ରହ୍ମପୁର ମହାନଗର ନିଗମର 27 ନମ୍ବର ୱାର୍ଡର କର୍ପୋରେଟର #ନୀଳକଣ୍ଠ_ଭାଇଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
💐💐💐🎂🎂🎂🎂

 #ରକ୍ତଦାନ_ମହତଦାନ ଡି ଏ ଭି ସ୍କୁଲ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେବା ଅବସରରେ
07/08/2026

#ରକ୍ତଦାନ_ମହତଦାନ
ଡି ଏ ଭି ସ୍କୁଲ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେବା ଅବସରରେ

 ାଦେଵ
03/08/2026

ାଦେଵ

01/08/2026

Address

Tulsi Nagar 2nd Line
Berhampur
760001

Telephone

+918280085000

Website

Alerts

Be the first to know and let us send you an email when R Murali Mohan Fan club posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share