Durga Bhai Fan Club

Durga Bhai Fan Club ମାନବ ସେବା ହିଁ ମାଧବ ସେବା ��

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।  Adv Durga Madhab Sabat
08/03/2026

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।


Adv Durga Madhab Sabat

🙏 ଓଁ ନମଃ ଶିବାୟ 🙏ପବିତ୍ର ମହା ଶିବରାତ୍ରିର ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା  ୲ ମହାଦେବଙ୍କ ଅପାର କରୁଣା ସଭିଙ୍କ ଉପରେ ରହିଥା...
15/02/2026

🙏 ଓଁ ନମଃ ଶିବାୟ 🙏
ପବିତ୍ର ମହା ଶିବରାତ୍ରିର ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ୲ ମହାଦେବଙ୍କ ଅପାର କରୁଣା ସଭିଙ୍କ ଉପରେ ରହିଥାଉ ୲

ଜୟ ଶ୍ରୀ ରାମ......🙏⭕‼️⭕🙏ଶ୍ରୀ ଶ୍ରୀ ଶ୍ରୀ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ସମସ୍ତ ଭକ୍ତଗଣଙ୍କୁ ଅନୁରୋଧ ଏହ...
23/01/2026

ଜୟ ଶ୍ରୀ ରାମ......
🙏⭕‼️⭕🙏
ଶ୍ରୀ ଶ୍ରୀ ଶ୍ରୀ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ସମସ୍ତ ଭକ୍ତଗଣଙ୍କୁ ଅନୁରୋଧ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ମହାବୀର ହନୁମାନଙ୍କ କୃପାଲାଭ କରନ୍ତୁ ,
ସ୍ଥାନ- ଲାଞ୍ଜିପଲ୍ଲୀ, ମେନ୍ ରୋଡ଼, ରେଡ଼ିକାସାହି ୲
Swarnalata Sabat
Adv Durga Madhab Sabat
Surya Kanta Choudhury

 #ବିଜୁ_ଜନତା_ଦଳ_୨୯ତମ_ପ୍ରତିଷ୍ଠା_ଦିବସ_ଅବସରରେ_ଲାଞ୍ଜିପଲ୍ଲୀ_ତାରାଦେବୀ_ଠାକୁରାଣୀଙ୍କ_ମଣ୍ଡପ_ଠାରେ_ରକ୍ତ_ଦାନ_ଶିବିରAll Odisha Bjd
27/12/2025

#ବିଜୁ_ଜନତା_ଦଳ_୨୯ତମ_ପ୍ରତିଷ୍ଠା_ଦିବସ_ଅବସରରେ_ଲାଞ୍ଜିପଲ୍ଲୀ_ତାରାଦେବୀ_ଠାକୁରାଣୀଙ୍କ_ମଣ୍ଡପ_ଠାରେ_ରକ୍ତ_ଦାନ_ଶିବିର
All Odisha Bjd

 #ଯହିଁରେ_ଆରମ୍ଭ_ତହିଁରେ_ଶେଷସ୍ବାଭିମାନୀ ଜନନାୟକ  #ଶ୍ରୀଯୁକ୍ତ_ହରିଶ୍ଚନ୍ଦ୍ର_ବକ୍ସିପାତ୍ରଙ୍କ ବିୟୋଗରେ ଆଜି 25 ବର୍ଷ ପୂରଣ ହେଲା। ଓଡିଶା ସକ...
18/11/2025

#ଯହିଁରେ_ଆରମ୍ଭ_ତହିଁରେ_ଶେଷ

ସ୍ବାଭିମାନୀ ଜନନାୟକ #ଶ୍ରୀଯୁକ୍ତ_ହରିଶ୍ଚନ୍ଦ୍ର_ବକ୍ସିପାତ୍ରଙ୍କ ବିୟୋଗରେ ଆଜି 25 ବର୍ଷ ପୂରଣ ହେଲା। ଓଡିଶା ସକାଶେ ଅହରହ ଚିନ୍ତା କରୁଥିବା ଏହି ମହତ୍ମାଙ୍କର ଜୀବନ ଛାତ୍ର ଆନ୍ଦୋଳନ ରୁ ଆରମ୍ଭ ହୋଇ ରାଜନୈତିକ ଆଦର୍ଶରେ ପରିଣତ ହୋଇଥିଲା। ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସେ ନ୍ୟାୟର ପ୍ରତୀକ ଭାବେ ପରିଚିତ ହୋଇଥିଲେ।

ଭାଷା, ସାହିତ୍ୟ, ସଂସ୍କୃତି ତଥା ଓଡିଆ ଜାତୀୟତାର ବିକାଶ ସକାଶେ ଉତ୍କଳ ସମ୍ମିଳନୀର ସଭାପତି ଭାବେ ତାଙ୍କର ବଳିଷ୍ଠ ଭୂମିକା ଚିରସ୍ମରଣୀୟ। 1956 ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଆରମ୍ଭ ହୋଇଥିବା #ଷଢ଼େଇକଳା_ଖରସୁଆଁ ଆନ୍ଦୋଳନ ତାଙ୍କର ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜାରି ରହିଥିଲା। ସତ୍ୟରେ, ଯହିଁରେ ଆରମ୍ଭ ହୋଇଥିଲା, ତହିଁରେ ଶେଷ ହୋଇଥିଲା।

ତାଙ୍କର 92ତମ ଜୟନ୍ତି ଉତ୍ସବରେ ଓଡିଶାର ରାଜ୍ୟପାଳ #ଶ୍ରୀଯୁକ୍ତ_ହରି_ବାବୁ_କମ୍ଭମପତି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସମାରୋହରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଡଭୋକେଟ #ଶ୍ରୀଯୁକ୍ତ_ଦୁଶ୍ୟନ୍ତ_ଡାଭେ ଏବଂ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ବରିଷ୍ଠ ଲେଖକ #ଶ୍ରୀଯୁକ୍ତ_ଦାଶ_ବେନହୁର। ଉତ୍ସବ ସଭାପତିତ୍ବ କରିଥିଲେ ସ୍ମୃତି କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ #ଶ୍ରୀଯୁକ୍ତ_ପ୍ରଫୁଲ୍ଲ_ଚନ୍ଦ୍ର_ଘଡ଼ାଇ।

ସ୍ମୃତି କମିଟିର ସମ୍ପାଦିକା #ଲୋପାମୁଦ୍ରା_ବକ୍ସିପାତ୍ର ଏବଂ #ଭୃଗୁ_ ବକ୍ସିପାତ୍ର ଏହି ଉତ୍ସବକୁ ସଂଗଠନ ଏବଂ ପରିଚାଳନା କରିଥିଲେ। ମହାମହିମ ରାଜ୍ୟପାଳଙ୍କ ହସ୍ତେ ଏକ ପାକ୍ଷିକ ପତ୍ରିକା #ଲୋକନୀତି ଏବଂ " #ଚିମରା_ପଡ_ନାହିଁ_ଚିହ୍ନା_ପଡ" ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଓଡିଶାର ବହୁ ମାନ୍ୟଗଣ୍ଯ ବ୍ୟକ୍ତିଙ୍କ ଉପସ୍ଥିତିମାନଙ୍କ ସାକ୍ଷୀରେ ଏହି ଗୌରବମୟ କାର୍ଯ୍ୟକ୍ରମରେ ନିଜର ଉପସ୍ଥିତିକୁ ମୁଁ ଗୌରବ ଓ ଗୌରବାନ୍ବିତ ମନେ କଲି ।

Address

Lanjipalli
Berhampur
760008

Website

Alerts

Be the first to know and let us send you an email when Durga Bhai Fan Club posts news and promotions. Your email address will not be used for any other purpose, and you can unsubscribe at any time.

Share