Ganjam District Congress Committee Official

Ganjam District Congress Committee Official Jay Congress

ଦେଶର ଶାସନ ଗାଦିରେ ବସିଥିବା ଭ୍ରଷ୍ଟ ସରକାର ଙ୍କ ଦ୍ଵାରା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ନାମକରଣ ବଦଳାଇବା ପ୍ରତିବାଦରେ ...
22/12/2025

ଦେଶର ଶାସନ ଗାଦିରେ ବସିଥିବା ଭ୍ରଷ୍ଟ ସରକାର ଙ୍କ ଦ୍ଵାରା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ନାମକରଣ ବଦଳାଇବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା (ପଶ୍ଚିମ) କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ବରେ ଭଞ୍ଜନଗର ଠାରେ ବିଶାଳ ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଗଲା।

ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସିକା ସହର ର ଟାଉନ୍ ହଲ୍ ଠାରେ ଆୟୋଜିତ ହୋଇଥିବା "ସମ୍ବିଧାନ ବଞ୍ଚାଅ ଦିବସ" କାର୍ଯ୍ୟକ୍ରମରେ ଯୋଗଦେଲ...
27/11/2025

ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସିକା ସହର ର ଟାଉନ୍ ହଲ୍ ଠାରେ ଆୟୋଜିତ ହୋଇଥିବା "ସମ୍ବିଧାନ ବଞ୍ଚାଅ ଦିବସ" କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା।

ନବ ନିଯୁକ୍ତ ଗଞ୍ଜାମ ଜିଲ୍ଲା (ପଶ୍ଚିମ) ଜିଲ୍ଲା ସଭାପତି ତଥା ମୋର ଆଦରର ବଡ଼ଭାଇ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କୁ ହ...
27/09/2025

ନବ ନିଯୁକ୍ତ ଗଞ୍ଜାମ ଜିଲ୍ଲା (ପଶ୍ଚିମ) ଜିଲ୍ଲା ସଭାପତି ତଥା ମୋର ଆଦରର ବଡ଼ଭାଇ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏 Ramesh Chandra Jena Official

Address

Bapuji Ashram, Bijipur
Berhampur
760001

Website

Alerts

Be the first to know and let us send you an email when Ganjam District Congress Committee Official posts news and promotions. Your email address will not be used for any other purpose, and you can unsubscribe at any time.

Share