Nsui bhanjanagar

Nsui bhanjanagar only Congress

15/11/2022

ଜୟ କଂଗ୍ରେସ 👍🏻

Send a message to learn more

ଲାଗୁଚି ଅଗ୍ନିପଥ ଯୋଜନା ପରେ ପୁଣି ଆମ ଦେଶର ସେବକ ଙ୍କ ଉପରେ ଗ୍ରହ ଖରାପ ପଡିବ ବୋଧେ... ସବୁ ସନ୍ଥା ତ pvt କରିଦେଲାଣି ଆଗକୁ କଣ ହଉଚି ଦେଖାଯା...
25/10/2022

ଲାଗୁଚି ଅଗ୍ନିପଥ ଯୋଜନା ପରେ ପୁଣି ଆମ ଦେଶର ସେବକ ଙ୍କ ଉପରେ ଗ୍ରହ ଖରାପ ପଡିବ ବୋଧେ... ସବୁ ସନ୍ଥା ତ pvt କରିଦେଲାଣି ଆଗକୁ କଣ ହଉଚି ଦେଖାଯାଉ.

ଷ୍ଟାଡିୟମ ରେ ପ୍ରଶଂସଙ୍କ ଦେଖେଇଲେ ରାହୁଲଜୀ ଙ୍କ ଭାରତ ଯୋଡ଼ ଯାତ୍ରା ର ବେନର...
24/10/2022

ଷ୍ଟାଡିୟମ ରେ ପ୍ରଶଂସଙ୍କ ଦେଖେଇଲେ ରାହୁଲଜୀ ଙ୍କ ଭାରତ ଯୋଡ଼ ଯାତ୍ରା ର ବେନର...

ଏହିଁ ନିରୀହ ଚାଷୀଙ୍କୁ କାଲି ଭୁବନେଶ୍ୱର ରୁ ଗିରଫ କରିଛି ପୋଲିସ , ଯାହାଙ୍କ ପାଖରେ ଏକ ଉର୍ବର ଚାଷ କିଆରିଟିଏ ଥିଲା ,ଯେଉଁଥିରୁ ଭଲ ଅମଳ ବି ହେ...
23/10/2022

ଏହିଁ ନିରୀହ ଚାଷୀଙ୍କୁ କାଲି ଭୁବନେଶ୍ୱର ରୁ ଗିରଫ କରିଛି ପୋଲିସ , ଯାହାଙ୍କ ପାଖରେ ଏକ ଉର୍ବର ଚାଷ କିଆରିଟିଏ ଥିଲା ,ଯେଉଁଥିରୁ ଭଲ ଅମଳ ବି ହେଉଥିଲା । ହେଲେ କିଛି ଅହଙ୍କାରୀ ଲୋକ ତାକୁ ସହ୍ୟ କରି ନପାରି । ବିଲରେ ଗଞ୍ଜେଇ ଚାଷ ହେଉଥିଲା ବୋଲି ମିଥ୍ୟା ଆରୋପ ଲଗାଇ ପୋଲିସ ହାତରେ ଧରାଇ ଦେଲେ ।

ଯହେତୁ ପୀଡିତା ର ଭୁଲ ସେ ଜଣେ ମୁସଲିମ.... ତେଣୁ ପୁରାଣ ଶାସ୍ତ୍ର,ଧର୍ମ ରେ ଜଡିତ ସରଳ ନିର୍ଦୋଷୀ ବଲାତ୍କାରୀ ସମାଜସେବୀ ଭାଇ ମାନଙ୍କୁ ମୋଦୀ ଙ୍...
18/10/2022

ଯହେତୁ ପୀଡିତା ର ଭୁଲ ସେ ଜଣେ ମୁସଲିମ....

ତେଣୁ ପୁରାଣ ଶାସ୍ତ୍ର,ଧର୍ମ ରେ ଜଡିତ ସରଳ ନିର୍ଦୋଷୀ ବଲାତ୍କାରୀ ସମାଜସେବୀ ଭାଇ ମାନଙ୍କୁ ମୋଦୀ ଙ୍କ ନିର୍ଦେଶ କ୍ରମେ ମାଫ କରାଗଲା....

14/10/2022

ଭାରତ ଯୋଡ ଯାତ୍ରା ରେ ଆମ ଦେଶ ର ଓରଜିନାଲ ହେରୋ ମାନଙ୍କ ସମର୍ଥନ ର କିଛି ଦୃଶ୍ୟ....

ଢାମେଣା ଙ୍କୁ ଧରି ନୂତନ ସରକାର ଗଠନ କରିପାରନ୍ତି ନାଗ......
13/10/2022

ଢାମେଣା ଙ୍କୁ ଧରି ନୂତନ ସରକାର ଗଠନ କରିପାରନ୍ତି ନାଗ......

06/10/2022

ସୋନିଆଜୀ ଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ରାହୁଲଜୀ ତାଙ୍କ ମା ଙ୍କୁ ଚାଲି ନ ଯିବାପାଇଁ କହିବାର କିଛି ଦୃଶ୍ୟ...

କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଦେଶର ଶାନ୍ତି ଏବଂ ଏକତା ପାଇଁ େ ଯୋଗ ଦେଇଛନ୍ତି!

ତାମିଲନାଡୁ,କେରଳ ପରେ ଏବେ କର୍ଣ୍ଣାଟକ ରେ ରାହୁଲ ଗାନ୍ଧୀ ଙ୍କ ପଦଯାତ୍ରା ର ଶୁଭାରମ୍ଭ...
30/09/2022

ତାମିଲନାଡୁ,କେରଳ ପରେ ଏବେ କର୍ଣ୍ଣାଟକ ରେ ରାହୁଲ ଗାନ୍ଧୀ ଙ୍କ ପଦଯାତ୍ରା ର ଶୁଭାରମ୍ଭ...

ରାହୁଲ ଗାନ୍ଧୀ ଙ୍କ ହସ ହିଁ ଯଥେଷ୍ଟ ବିଜେପି ଵାଲା ଙ୍କ ପାଗଳାମି ପାଇଁ.. 😄😄
30/09/2022

ରାହୁଲ ଗାନ୍ଧୀ ଙ୍କ ହସ ହିଁ ଯଥେଷ୍ଟ ବିଜେପି ଵାଲା ଙ୍କ ପାଗଳାମି ପାଇଁ.. 😄😄

Golden 🧡🧡🧡hart ❤
28/09/2022

Golden 🧡🧡🧡hart ❤

Address

Berhampur

Alerts

Be the first to know and let us send you an email when Nsui bhanjanagar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Nsui bhanjanagar:

Share