15/02/2024
ନିଜ ଭୟକୁ ନିଜର ଶକ୍ତି ବନେଇ ଦିଅ ତୁମେ ଜିତିଯିବ
ଯଦି ବା କେବେ ଭୟଭୀତ ହୋଇଗଲ ତାହେଲେ ନିଜ ଭୟକୁ ଶତୃର ସାମ୍ନାରେ ପ୍ରକଟ ହେବାକୁ ଦିଅ ନାହିଁ କାରଣ ସବୁ ଯୁଦ୍ଧ ଲଢ଼ିକି ଜିତାଯାଏ ନାହିଁ କିଛି ଯୁଦ୍ଧ ତ କେବଳ ଶକ୍ତିଶାଳି ଥିବାର ଅଭିନୟ କରିକି ବି ଜିତିହୁଏ ।
"ଜୟ ଜଗନ୍ନାଥ"ହର ହର ମହାଦେବ "ବନ୍ଦେ ମାତରଂ"
🙏🌷ଶୁଭ ସକାଳ🌷🙏