L Mohan Das

L Mohan Das Contact information, map and directions, contact form, opening hours, services, ratings, photos, videos and announcements from L Mohan Das, Social service, Lochapada, Berhampur.

06/11/2024

ମଣିଷର
ପ୍ରକୃତ ବନ୍ଧୁ
କିଏ??

31/10/2024

ଦିନେ ହାତ ପାଦକୁ ପଚାରିଲା ତୋତେ ସମସ୍ତେ ପ୍ରଣାମ କରୁଛନ୍ତି ହେଲେ ମୋତେ କେହିବି ପ୍ରଣାମ କରୁନାହାନ୍ତି କଣ ପାଇଁ, ପାଦ ସୁନ୍ଦର ଉତ୍ତରଟିଏ ଦେଲା ପ୍ରଣାମ ପାଇବାକୁ ହେଲେ ତଳେ ରହିବାକୁ ପଡ଼ିଥାଏ କିନ୍ତୁ ଉପରେ ନୁହେଁ

Jai sri ram
23/09/2024

Jai sri ram

ଜୀବନ ହେଉଚି ମୃତ୍ୟୁ ଠାରୁ ଧାର ଆଣିଥିବା କିଛି ସମୟ , ଏ ସମୟ କେବେ ଆଉ କେତେବେଳେ ଚାଲିଯିବତାହା କେହିଁ କହିପାରିବେ ନାହିଁ
20/09/2024

ଜୀବନ ହେଉଚି ମୃତ୍ୟୁ ଠାରୁ ଧାର ଆଣିଥିବା କିଛି ସମୟ , ଏ ସମୟ କେବେ ଆଉ କେତେବେଳେ ଚାଲିଯିବ
ତାହା କେହିଁ କହିପାରିବେ ନାହିଁ

17/09/2024

ସହନଶୀଳତା ଏକ ମୂଲ୍ୟବାନ ଗୁଣ ଅଟେ, କିନ୍ତୁ ନିଜର ଆତ୍ମସଂମାନ କୁ ହଜେଇ ଦେଇ ସହିଲେ ମୃତ୍ୟୁ ସାଙ୍ଗରେ ସମାନ ହୋଇଥାଏ !!

ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କରୁ ଦୂରକୁ ନେଇଯାଏ ତେଣୁ କୌଣସି କଥାର ସତ୍ୟା ସତ୍ୟ ନଜାଣି କାହାକୁ ସନ୍ଦେହ କରିବା ବା ଅବିଶ୍ୱାସ କରି...
11/09/2024

ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କରୁ ଦୂରକୁ ନେଇଯାଏ ତେଣୁ କୌଣସି କଥାର ସତ୍ୟା ସତ୍ୟ ନଜାଣି କାହାକୁ ସନ୍ଦେହ କରିବା ବା ଅବିଶ୍ୱାସ କରିବା ଠିକ୍ ନୁହେଁ, ନ ହେଲେ ଅତି ନିଜର ଲୋକଟିକୁ ହରେଇବାକୁ ପଡ଼ିବ !!

04/09/2024

ପ୍ରଶଂସା ଯେତେ ପାରୁଛ କର, ହେଲେ ଅପମାନ ଟିକେ ବୁଝିବିଚାରି କର, କାରଣ ଅପମାନ ଏପରି ଏକ ଋଣ ଯାହା ସମୟ ଆସିଲେ ସୁଧ ମୂଳ ସହ ଫେରି ଆସିଥାଏ !!

26/08/2024

*ସୁରବୃନ୍ଦ୍ୟ ସୁବନ୍ଦ୍ୟ ମୁକୁନ୍ଦ ହରିଂ*
*ସୁରନାଥ ଶିରୋମଣି ସର୍ବ ଗୁରୁମ୍*
*ଗିରିଧାରୀ ମୁରାରି ପୁରାରି ପରଂ*
*ଭଜ କୃଷ୍ଣ ନିଧିମ୍ ବ୍ରଜରାଜ ସୁତମ୍...*

*ପବିତ୍ର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଆପଣ ପରିବାର ର କଲ୍ୟାଣ ପାଇଁ ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ପ୍ରାର୍ଥନା*...🙏🏻🚩
ସରପଞ୍ଚ ଲୋଚାପଡା
ଏଲ ମୋହନ ଦାସ

19/08/2024

ରାସନ କାର୍ଡ ସମ୍ଭଦିତ ଗୁରୁତ୍ୱପୂର୍ଣ ସୂଚନା
========================
ବର୍ତମାନ Online ମାଧ୍ୟମରେ ନିମ୍ନଲିଖିତ ସେବା ଆରମ୍ଭ ହୋଇଅଛି
( 1 ) ନୂତନ ରାସନ କାର୍ଡ ଆବେଦନ
( 2 ) ଯାହାର ରାସନ କାର୍ଡ ଅଛି ସେଥିରେ ନୂଆଁ ଲୋକଙ୍କ ଯଥା :- ବିବାହିତ ନୂଆଁ ବୋହୂ, ଛୋଟ ପିଲା ଆଦି ମାନଙ୍କ ନାମ ସଂଯୋଗୀକରଣ ( Addition )
( 3 ) ମୃତବରଣ କରିଥିବା ବ୍ୟକ୍ତି କିମ୍ବା ବିବାହିତ ଝିଅ ର ନାମ କାଟିବା ( Delete )
( 4 ) ରାସନ କାର୍ଡ ରେ ଥିବା କୌଣସି ବ୍ୟକ୍ତିଙ୍କ ନାମ ଗୋଟିଏ କାର୍ଡ ରୁ ଅନ୍ୟ କାର୍ଡ କୁ ସ୍ଥାନlତରଣ ( Transfer ) କରିବା ଯେମିତି କି ବିବାହିତ ଝିଅ ର ନାମ ବାପ ଘର ରାସନ କାର୍ଡ ରୁ ଶାଶୁ ଘର ରାସନ କାର୍ଡ କୁ Online ମାଧ୍ୟମରେ
ସ୍ଥାନlତରଣ ( Transfer ) କରିବା
( 5 ) ସମ୍ପୂର୍ଣ ପରିବାର ଗୋଟିଏ ପଞ୍ଚାୟତ ରୁ ଅନ୍ୟ ଏକ ପଞ୍ଚାୟତ କୁ ନିଜ ରାସନ କାର୍ଡ ସ୍ଥାନାନ୍ତର ( Transfer ) କରିବା ପ୍ରକ୍ରିୟା
Online ମାଧ୍ୟମରେ ଆରମ୍ଭ ହୋଇଯାଇ ଅଛି.... ଯାହାର ଯାହା କିଛି ଅସୁବିଧା ଅଛି ଯଥାଶୀଘ୍ର Online ମାଧ୍ୟମରେ ଆବେଦନ କରନ୍ତୁ 🙏

14/08/2024

ଆପଣଙ୍କୁ ସେଇ ଲୋକମାନେ ହିଁ ବୁଡ଼େଇବାକୁ ଚେଷ୍ଟା କରିବେ ,ଯେଉଁ ଲୋକ ମାନଙ୍କୁ ଆପଣ ପହଁରା ଶିଖେଇଥିବେ !!

10/08/2024

ଜୟ ମହାକାଲ

08/08/2024

ବଙ୍ଗଳା ଦେଶି ଲୋକ ଆମ ଗାଁ କୁ ଯିଏ ଆସିବ ତାକୁ ମାଡ଼ ହେବ।
Ph 9938388426

Address

Lochapada
Berhampur
761001

Telephone

+919938388426

Website

Alerts

Be the first to know and let us send you an email when L Mohan Das posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to L Mohan Das:

Share

Category