15/08/2026
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଭବ୍ୟ ତ୍ରିରଙ୍ଗା ରାଲିରେ ଦେଶଭକ୍ତିର ଯୁବଶକ୍ତିର ଉତ୍ସାହ
ତିରଙ୍ଗାର ଗୌରବ, ଛାତ୍ରଶକ୍ତିର ଏକତା ଓ ରାଷ୍ଟ୍ର ପ୍ରତି ସମର୍ପଣର ଏକ ସୁନ୍ଦର ମୁହୂର୍ତ୍ତ। 🚩
ରାଷ୍ଟ୍ର ପ୍ରଥମ 🇮🇳
ଛାତ୍ର ହିତ ସର୍ବୋପରି 🚩
StudentPower VandeMataram 🇮🇳🚩