District Congress Committee- DCC Ganjam East

District Congress Committee- DCC Ganjam East ଗଞ୍ଜାମ(ପୂର୍ବ) ଜିଲ୍ଲା କଂଗ୍ରେସ କମିଟି
ରଶ୍ମି ରଞ୍ଜନ ପଟନାୟକ
(ସଭାପତି),
ବ୍ରହ୍ମପୁର ଲୋକସଭା ସାଂସଦ ପାର୍ଥୀ,ଓଡିଶା

ରଶ୍ମି ରଞ୍ଜନ ପଟ୍ଟନାୟକ
ବ୍ରହ୍ମପୁର ଲୋକସଭା ସାଂସଦ ପାର୍ଥୀ
ଓଡିଶା, ଗଞ୍ଜାମ

ରଙ୍ଗ ପର୍ବ ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ କାମନା।
04/03/2026

ରଙ୍ଗ ପର୍ବ ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ କାମନା।

ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳ...
22/02/2026

ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏 ।

‘ଉତ୍କଳ ପ୍ରଭା’ ଓ ‘ମନୋରମା’ ପରି ଉଚ୍ଚକୋଟିର ପତ୍ରିକା ମାଧ୍ୟମରେ ସେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ତାଙ୍କର ପ୍ରୟାସ ଅବିସ୍ମରଣୀୟ । ସାମାଜିକ ସଚେତନତା , ଶିକ୍ଷାର ପ୍ରସାର ଓ ରାଜ୍ୟର ସାଂସ୍କୃତିକ ଉନ୍ନତିରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।

ଗଞ୍ଜାମ ଜିଲ୍ଲାରେ କଂଗ୍ରେସର  ସଙ୍ଗଠନ, ନୂଆ ସଙ୍କଳ୍ପ
21/02/2026

ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ସଙ୍ଗଠନ, ନୂଆ ସଙ୍କଳ୍ପ

ଶ୍ରୀଶ୍ରୀ ବାବା ଝାଡେଶ୍ୱର ମହାଦେବଙ୍କ ପୀଠ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବୋରିଗାଁ ଗ୍ରାମରେ ଆୟୋଜିତ ୧୧ ଦିନ ବ୍ୟାପୀ ହରିହରାତ୍ମକ ବିଶ୍ୱଶାନ୍...
21/02/2026

ଶ୍ରୀଶ୍ରୀ ବାବା ଝାଡେଶ୍ୱର ମହାଦେବଙ୍କ ପୀଠ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବୋରିଗାଁ ଗ୍ରାମରେ ଆୟୋଜିତ ୧୧ ଦିନ ବ୍ୟାପୀ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞରେ ଗ୍ରାମବାସୀଙ୍କ ନିମନ୍ତ୍ରଣକ୍ରମେ ଯୋଗଦାନ କରି ବିଶ୍ୱବାସୀଙ୍କ ମଙ୍ଗଳ କାମନା ସହ ଶ୍ରୀହରିଙ୍କ କୃପାଲାଭ କରିଲି। 🙏

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି l ଆସନ୍ତୁ ଆମେ ସମସ୍ତେ ନିଜ ମାତୃଭାଷାରେ ଲେଖିବା , ପଢିବା ...
21/02/2026

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି l ଆସନ୍ତୁ ଆମେ ସମସ୍ତେ ନିଜ ମାତୃଭାଷାରେ ଲେଖିବା , ପଢିବା , କହିବା ସହ ଏହାର ଗୌରବକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସଂକଳ୍ପ ନେବା l

ମାଟ୍ରିକ୍‌ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି I ମହପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତ ପରୀକ୍ଷାର...
19/02/2026

ମାଟ୍ରିକ୍‌ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି I ମହପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ସଫଳତା ଓ ଉଜ୍ୱଳ ଭବିଷ୍ୟତ କାମନା କରୁଛି I

ସନ୍ଥ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 💐 🙏 ।ଶ୍ରୀ ରାମକୃଷ୍ଣ ପରମହଂସଙ୍...
18/02/2026

ସନ୍ଥ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 💐 🙏 ।

ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଉପଦେଶ ଓ ଆଦର୍ଶ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ଚିରସ୍ଥାୟୀ ପ୍ରେରଣାର ଉତ୍ସ ।

15/02/2026

ଜବାବ ଦିଅନ୍ତୁ #ମୋଦି_ସରକାର

ମହିମା ଧର୍ମର ଆଦିବକ୍ତା , ସନ୍ଥ କବି ଭୀମ ଭୋଇଙ୍କ ତିରୋଧାନ ଦିବସରେ  ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏 ।ଜଣେ ମହାନ ସନ୍ଥ , କବି, ସମାଜ ...
15/02/2026

ମହିମା ଧର୍ମର ଆଦିବକ୍ତା , ସନ୍ଥ କବି ଭୀମ ଭୋଇଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏 ।

ଜଣେ ମହାନ ସନ୍ଥ , କବି, ସମାଜ ସୁଧାରକ , ମାନବତା , ସମତା ଓ ତ୍ୟାଗର ମହାନ୍ ବ୍ୟକ୍ତିତ୍ଵ ଭାବରେ ସେ ସମାଜକୁ ନିଜର ଜ୍ଞାନର ଆଲୋକରେ ଆଲୋକିତ କରିଥିଲେ ।

ସମଗ୍ର ଜଗତର କଲ୍ୟାଣ ପାଇଁ ତାଙ୍କର ପ୍ରାର୍ଥନା ଆଜି ମଧ୍ୟ ଆମ ପାଇଁ ପ୍ରେରଣା ଓ ପଥପ୍ରଦର୍ଶକ ।

15/02/2026
14/02/2026

• ଯେତେବେଳେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ମୁଁ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲି। ମୁଁ ତାଙ୍କୁ କହିଥିଲି, "ଏହି ଆକ୍ରମଣ ଆମର ଭୁଲ ଥିଲା।"

ମୋଦି ମୋତେ କହିଥିଲେ, "ଏହା ବିଷୟରେ କିଛି କୁହ ନାହିଁ, ଚୁପ୍ ରୁହ।"

• CRPF ବିମାନ ଚଳାଚଳ ପାଇଁ ଅନୁରୋଧ କରିଥିଲା। ଆବେଦନ ଚାରି ମାସ ପର୍ଯ୍ୟନ୍ତ ପଡ଼ି ରହିଥିଲା, କିନ୍ତୁ ମୋଦି ସରକାର ବିମାନ ଯୋଗାଇ ନଥିଲେ।

ଫଳସ୍ୱରୂପ, CRPF କର୍ମଚାରୀମାନଙ୍କୁ ସଡ଼କ ପଥରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିଲା, ଏବଂ ଏହି ଆକ୍ରମଣ ଘଟିଥିଲା।

- ଜମ୍ମୁ ଏବଂ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ସମୟରେ ଏହି କଥାଗୁଡ଼ିକ କହିଥିଲେ।

ପୁଲୱାମା ଆତ୍ମାଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ସମସ୍ତ ବୀର ଯବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 🙏 । ସେମାନଙ୍କ ବୀରତ୍ୱ , ସାହସ ଓ ଆ...
14/02/2026

ପୁଲୱାମା ଆତ୍ମାଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ସମସ୍ତ ବୀର ଯବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 🙏 । ସେମାନଙ୍କ ବୀରତ୍ୱ , ସାହସ ଓ ଆତ୍ମବଳିଦାନର ଗାଥା ସବୁବେଳେ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

Address

Berhampur

Alerts

Be the first to know and let us send you an email when District Congress Committee- DCC Ganjam East posts news and promotions. Your email address will not be used for any other purpose, and you can unsubscribe at any time.

Share