Brahmapur Municipal Corporation

Brahmapur Municipal Corporation Hello Everyone! It's official page of BeMC Brahmapur.

ଆମ ସଫେଇ କର୍ମୀ ସଫା କରିବା ଦାୟିତ୍ୱ ନିଭାଇଛନ୍ତି, ଏବେ ଏହି ପ୍ରୟାସକୁ ସ୍ୱୀକୃତି ଦେଇ ବ୍ରହ୍ମପୁରକୁ ସ୍ୱଚ୍ଛ ସର୍ବେକ୍ଷଣରେ ଜିତାଇବା ଆପଣଙ୍କ ...
01/06/2026

ଆମ ସଫେଇ କର୍ମୀ ସଫା କରିବା ଦାୟିତ୍ୱ ନିଭାଇଛନ୍ତି, ଏବେ ଏହି ପ୍ରୟାସକୁ ସ୍ୱୀକୃତି ଦେଇ ବ୍ରହ୍ମପୁରକୁ ସ୍ୱଚ୍ଛ ସର୍ବେକ୍ଷଣରେ ଜିତାଇବା ଆପଣଙ୍କ ଦାୟିତ୍ୱ। ନିମ୍ନ ଲିଙ୍କ୍‌କୁ ଯାଇ ନିଜର ମୂଲ୍ୟବାନ ଫିଡ୍‌ବ୍ୟାକ୍ ଦିଅନ୍ତୁ ଏବଂ ସହରକୁ ନମ୍ବର-୧ କରିବାରେ ସହଯୋଗ କରନ୍ତୁ।

ସ୍ଥାନ: ଗୋପବନ୍ଧୁ ନଗର

ୱାର୍ଡ ନମ୍ବର: ୨୯

ମତାମତ ଲିଙ୍କ୍: https://cf.sbmurban.org/
District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

ଆପଣଙ୍କ ଘରର ଓଦା ଓ ଶୁଖିଲା ଅଳିଆକୁ ସବୁବେଳେ ଅଲଗା ଅଲଗା ରଖନ୍ତୁ ଏବଂ କେବଳ ସଫେଇ ଗାଡ଼ିକୁ ହିଁ ଦିଅନ୍ତୁ।ମତାମତ ଲିଙ୍କ୍: https://cf.sbmur...
30/05/2026

ଆପଣଙ୍କ ଘରର ଓଦା ଓ ଶୁଖିଲା ଅଳିଆକୁ ସବୁବେଳେ ଅଲଗା ଅଲଗା ରଖନ୍ତୁ ଏବଂ କେବଳ ସଫେଇ ଗାଡ଼ିକୁ ହିଁ ଦିଅନ୍ତୁ।

ମତାମତ ଲିଙ୍କ୍: https://cf.sbmurban.org/

District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

ଆମ ସଫେଇ କର୍ମୀ ସଫା କରିବା ଦାୟିତ୍ୱ ନିଭାଇଛନ୍ତି, ଏବେ ଏହି ପ୍ରୟାସକୁ ସ୍ୱୀକୃତି ଦେଇ ବ୍ରହ୍ମପୁରକୁ ସ୍ୱଚ୍ଛ ସର୍ବେକ୍ଷଣରେ ଜିତାଇବା ଆପଣଙ୍କ ...
29/05/2026

ଆମ ସଫେଇ କର୍ମୀ ସଫା କରିବା ଦାୟିତ୍ୱ ନିଭାଇଛନ୍ତି, ଏବେ ଏହି ପ୍ରୟାସକୁ ସ୍ୱୀକୃତି ଦେଇ ବ୍ରହ୍ମପୁରକୁ ସ୍ୱଚ୍ଛ ସର୍ବେକ୍ଷଣରେ ଜିତାଇବା ଆପଣଙ୍କ ଦାୟିତ୍ୱ। ନିମ୍ନ ଲିଙ୍କ୍‌କୁ ଯାଇ ନିଜର ମୂଲ୍ୟବାନ ଫିଡ୍‌ବ୍ୟାକ୍ ଦିଅନ୍ତୁ ଏବଂ ସହରକୁ ନମ୍ବର-୧ କରିବାରେ ସହଯୋଗ କରନ୍ତୁ।

ସ୍ଥାନ: ଆଙ୍କୁଲି ବଡ଼ ସାହି
ୱାର୍ଡ ନମ୍ବର: ୪୦

ମତାମତ ଲିଙ୍କ୍: https://cf.sbmurban.org/

District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

29/05/2026

Team Swachh Brahmapur, along with citizens, carried out a mega cleanliness drive at Haridakhandi, Ganjam, Odisha. From Swachhata Shramdaan to taking a pledge for a swachh city, every citizen stepped forward to inspire collective action for a cleaner tomorrow.
Housing & Urban Development Department, Govt. of Odisha Ministry of Housing and Urban Affairs Manohar Lal Tokhan Sahu Press Information Bureau - PIB, Government of India

ଆମ ସଫେଇ କର୍ମୀ ସଫା କରିବା ଦାୟିତ୍ୱ ନିଭାଇଛନ୍ତି, ଏବେ ଏହି ପ୍ରୟାସକୁ ସ୍ୱୀକୃତି ଦେଇ ବ୍ରହ୍ମପୁରକୁ ସ୍ୱଚ୍ଛ ସର୍ବେକ୍ଷଣରେ ଜିତାଇବା ଆପଣଙ୍କ ...
28/05/2026

ଆମ ସଫେଇ କର୍ମୀ ସଫା କରିବା ଦାୟିତ୍ୱ ନିଭାଇଛନ୍ତି, ଏବେ ଏହି ପ୍ରୟାସକୁ ସ୍ୱୀକୃତି ଦେଇ ବ୍ରହ୍ମପୁରକୁ ସ୍ୱଚ୍ଛ ସର୍ବେକ୍ଷଣରେ ଜିତାଇବା ଆପଣଙ୍କ ଦାୟିତ୍ୱ। ନିମ୍ନ ଲିଙ୍କ୍‌କୁ ଯାଇ ନିଜର ମୂଲ୍ୟବାନ ଫିଡ୍‌ବ୍ୟାକ୍ ଦିଅନ୍ତୁ ଏବଂ ସହରକୁ ନମ୍ବର-୧ କରିବାରେ ସହଯୋଗ କରନ୍ତୁ।

ସ୍ଥାନ: ହିଲ୍‌ପାଟଣା ତୃତୀୟ ଗଳି
ୱାର୍ଡ ନମ୍ବର: ୨୯

ମତାମତ ଲିଙ୍କ୍: https://cf.sbmurban.org/

District Administration, Ganjam Housing & Urban Development Department, Govt. of Odisha Swachh Bharat Mission - Urban Swachh Survekshan

ବଦଳିଯାଇଛି ଚିତ୍ର, ବଦଳିଯାଇଛି ପରିବେଶ!ହରିଡ଼ାଖଣ୍ଡି ବଡ଼ ବନ୍ଧ ନିକଟରେ ଆୟୋଜିତ ମେଗା ସଫେଇ ଅଭିଯାନର ପ୍ରକୃତ ପ୍ରଭାବ ଦେଖନ୍ତୁ ଏହି 'Before...
27/05/2026

ବଦଳିଯାଇଛି ଚିତ୍ର, ବଦଳିଯାଇଛି ପରିବେଶ!

ହରିଡ଼ାଖଣ୍ଡି ବଡ଼ ବନ୍ଧ ନିକଟରେ ଆୟୋଜିତ ମେଗା ସଫେଇ ଅଭିଯାନର ପ୍ରକୃତ ପ୍ରଭାବ ଦେଖନ୍ତୁ ଏହି 'Before-After' ଫଟୋରେ। #ଅମାଗଞ୍ଜାମସ୍ୱଚ୍ଛଗଞ୍ଜାମ- Mission Zero Plastic Visibility ଆହ୍ୱାନରେ ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ଶ୍ରମଦାନ କିଭଳି ଏକ ଅଲଗା ରୂପ ଦେଇଛି, ତାହା ସ୍ପଷ୍ଟ ବାରି ହୋଇପଡୁଛି।

ଆସନ୍ତୁ, ସହରର ପ୍ରତିଟି କୋଣକୁ ଏମିତି ହିଁ ସ୍ୱଚ୍ଛ ଓ ସୁନ୍ଦର ରଖିବା।
ମତାମତ ଲିଙ୍କ୍: https://cf.sbmurban.org/

District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

ବଦଳିଯାଇଛି ଚିତ୍ର, ବଦଳିଯାଇଛି ପରିବେଶ!ହରିଡ଼ାଖଣ୍ଡି ବଡ଼ ବନ୍ଧ ପରିସରରେ ଆୟୋଜିତ ମେଗା ସଫେଇ ଅଭିଯାନର ପ୍ରକୃତ ପ୍ରଭାବ ଦେଖନ୍ତୁ ଏହି 'Befor...
27/05/2026

ବଦଳିଯାଇଛି ଚିତ୍ର, ବଦଳିଯାଇଛି ପରିବେଶ!

ହରିଡ଼ାଖଣ୍ଡି ବଡ଼ ବନ୍ଧ ପରିସରରେ ଆୟୋଜିତ ମେଗା ସଫେଇ ଅଭିଯାନର ପ୍ରକୃତ ପ୍ରଭାବ ଦେଖନ୍ତୁ ଏହି 'Before-After' ଫଟୋରେ। #ଅମାଗଞ୍ଜାମସ୍ୱଚ୍ଛଗଞ୍ଜାମ- Mission Zero Plastic Visibility ଆହ୍ୱାନରେ ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ଶ୍ରମଦାନ କିଭଳି ଏକ ଅଲଗା ରୂପ ଦେଇଛି, ତାହା ସ୍ପଷ୍ଟ ବାରି ହୋଇପଡୁଛି।

ଆସନ୍ତୁ, ସହରର ପ୍ରତିଟି କୋଣକୁ ଏମିତି ହିଁ ସ୍ୱଚ୍ଛ ଓ ସୁନ୍ଦର ରଖିବା।
ମତାମତ ଲିଙ୍କ୍: https://cf.sbmurban.org/

District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

ବାଘ ଭାଇନା ଓ କୃଷ୍ଣ ଭାଇନାଙ୍କ ମିଳିତ ସଂକଳ୍ପ, ସ୍ୱଚ୍ଛ ବ୍ରହ୍ମପୁର ଗଢ଼ିବା ପାଇଁ ସଭିଏଁ ହେଲେ ଏକଜୁଟ୍!‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ - Miss...
27/05/2026

ବାଘ ଭାଇନା ଓ କୃଷ୍ଣ ଭାଇନାଙ୍କ ମିଳିତ ସଂକଳ୍ପ, ସ୍ୱଚ୍ଛ ବ୍ରହ୍ମପୁର ଗଢ଼ିବା ପାଇଁ ସଭିଏଁ ହେଲେ ଏକଜୁଟ୍!

‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ - Mission Zero Plastic Visibility’ ଅଭିଯାନ ଅଧୀନରେ ହରିଡ଼ାଖଣ୍ଡି ବଡ଼ ବନ୍ଧ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ରହ୍ମପୁରକୁ ସ୍ୱଚ୍ଛତାରେ ଶ୍ରେଷ୍ଠ କରିବା ପାଇଁ ପ୍ରଶାସନ ଓ ଜନସାଧାରଣ ଏକାଠି ହୋଇ ଶ୍ରମଦାନ କରିଛନ୍ତି।
ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ମାନନୀୟା ମେୟର, କମିଶନର, ସ୍ଥାନୀୟ କର୍ପୋରେଟର ବୃନ୍ଦ, ସଚେତନ ନାଗରିକମାନେ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ସଫେଇ କରିବା ସହ ସ୍ୱଚ୍ଛତା ଶପଥ ପାଠ କରିଛନ୍ତି |

District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

25/05/2026

ଲୋକନୃତ୍ୟ ଓ ଲୋକକଳା ପାଇଁ ସର୍ବବିଦିତ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛତାରେ ମଧ୍ୟ ସାରା ଦେଶରେ ଅଗ୍ରଣୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ- ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି।

କାରଣ, ସ୍ୱଚ୍ଛତା ବିନା ଆମ ‘ଗଞ୍ଜାମ Pride’ ସମ୍ପୂର୍ଣ୍ଣ ଅଧୁରା! ଆମ ଜିଲ୍ଲାର ପ୍ରତିଟି ଗାଁ ଏବେ ସ୍ୱଚ୍ଛତାର ନୂଆ ପରିଚୟ ସୃଷ୍ଟି କରୁଥିବା ବେଳେ, ଆମ ସହରଗୁଡ଼ିକୁ ମଧ୍ୟ ଶ୍ରେଷ୍ଠ ବନେଇବାର ସମୟ ଆସିଛି। ଆସନ୍ତୁ ସମସ୍ତେ ମିଶି ଆମ ଗଞ୍ଜାମର ପ୍ରତିଟି କୋଣକୁ ପ୍ଲାଷ୍ଟିକ ମୁକ୍ତ କରିବା ଏବଂ ସାରା ଭାରତବର୍ଷରେ ଜିଲ୍ଲାକୁ ଏକ ନମ୍ବର ସ୍ଥାନ ଦେବା।

ମତାମତ ଲିଙ୍କ୍: https://cf.sbmurban.org/
District Administration, Ganjam Housing & Urban Development Department, Govt. of Odisha Swachh Bharat Mission - Urban Swachh Survekshan Ministry of Housing and Urban Affairs

Address

Berhampur, Odisha
Berhampur
760002

Alerts

Be the first to know and let us send you an email when Brahmapur Municipal Corporation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Brahmapur Municipal Corporation:

Share