Bhadrak Botany Club

Bhadrak Botany Club BOTANY FOUNDATION
SAVE THE HELPLESS
/232100351

𝐁𝐇𝐀𝐃𝐑𝐀𝐊 𝐁𝐎𝐓𝐀𝐍𝐘 𝐂𝐋𝐔𝐁 𝐒𝐎𝐂𝐈𝐀𝐋 𝐒𝐄𝐑𝐕𝐈𝐂𝐄 𝐆𝐑𝐎𝐔𝐏
𝐅𝐑𝐈𝐄𝐍𝐃𝐒𝐎𝐅𝐓𝐇𝐄_𝐇𝐄𝐋𝐏𝐋𝐄𝐒𝐒
𝐆𝐎𝐕𝐓.𝐑𝐄𝐆𝐃.𝐍𝐎:𝟐𝟑𝟐𝟏𝟎𝟎𝟑𝟓𝟏
IN THIS PAGE BOTANY CLUB SHARE ALL AWERNESS AND HELPING VIDEO.
*The goal of the Bhadrak Botany Club is to help helpless animals and poor people in society
and build a healthy society.
*Botany Club means helping the needy and helping the animal.
*The foundation create plantation pogramme and helps animals. BOTANY

CLUB YOUTUBE CHANNEL:-
bhadrakbotanyclub/
BOTANY CLUB INSTAGRAM:-
https://instagram.com/bhadrakbotanyclub?utm_medium=copy_link
BOTANY CLUB TWITTER:-
https://twitter.com/ClubBotany?s=08
BOTANY CLUB HELP DESK NO:-6371300985,7853898993

ଭଦ୍ରକ ସମାଜସେବୀ ସଂଗଠନ ପରିବାର ତରଫରୁ ଭଦ୍ରକ ଐତିହାସିକ କାଳିପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା (ଏକତା ହଁ ବଳ) #...
11/10/2025

ଭଦ୍ରକ ସମାଜସେବୀ ସଂଗଠନ ପରିବାର ତରଫରୁ ଭଦ୍ରକ ଐତିହାସିକ କାଳିପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
(ଏକତା ହଁ ବଳ)
#୨୦୨୫
#ଭଦ୍ରକ
#କାଳୀପୂଜା

HAPPY MOTHER'S DAY ❤️    FOUNDATION
11/05/2025

HAPPY MOTHER'S DAY ❤️




FOUNDATION

ଆଜି ଭଦ୍ରକ ମେଡିକାଲ ରକ୍ତ ଭଣ୍ଡାର ତରଫରୁ ଏକ ରକ୍ତ ଦାନ ଶିବିର ଏବଂ ରକ୍ତ ଦାନ ସଚେତନ ପାଇଁ ଭଦ୍ରକ ସମାଜସେବୀ ଏବଂ ସାମାଜିକ ସଂଗଠନ ନେଇ ଏକ ବୈ...
29/04/2025

ଆଜି ଭଦ୍ରକ ମେଡିକାଲ ରକ୍ତ ଭଣ୍ଡାର ତରଫରୁ ଏକ ରକ୍ତ ଦାନ ଶିବିର ଏବଂ ରକ୍ତ ଦାନ ସଚେତନ ପାଇଁ ଭଦ୍ରକ ସମାଜସେବୀ ଏବଂ ସାମାଜିକ ସଂଗଠନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଭଦ୍ରକ ବିଭିନ୍ନ ସମାଜସେବୀ ଏବଂ ସାମାଜିକ ସଂଗଠନ ଯୋଗଦାନ କରିଥିଲେ। ଏହି ବୈଠକରେ ରକ୍ତ ଦାନ ଶିବିର ଅଧିକ ରୁ ଅଧିକ ହୋଇପାରିବ, ରକ୍ତ ଦାନ ସଚେତନତା ଦ୍ଵାରା ଲୋକ ମାନେ ଅଧିକ ରୁ ଅଧିକ ରକ୍ତ ଦାନ କରିପାରିବେ ଏବଂ କିପରି ରକ୍ତ ପାଇଁ କୋୖଣସି ରୋଗୀ ଅସୁବିଧା ରେ ସମୁଖୀନ ନ ହୁଅନ୍ତୁ ଏହି ପରି ବହୁତ ଆଲୋଚନା କରାଯାଇଥିଲା।


24/10/2024
ROCK DANCE SCHOOL, ଭଦ୍ରକ ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବରେ ଆମ ଭଦ୍ରକ ବୋଟାନୀ କ୍ଲବ ପରିବାରକୁ  ସମ୍ମାନିତ କରି ଆମକୁ ପ୍ରେରଣାର ଆଉଏକ ଉତ...
30/06/2024

ROCK DANCE SCHOOL, ଭଦ୍ରକ ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବରେ ଆମ ଭଦ୍ରକ ବୋଟାନୀ କ୍ଲବ ପରିବାରକୁ ସମ୍ମାନିତ କରି ଆମକୁ ପ୍ରେରଣାର ଆଉଏକ ଉତ୍ସ ଯୋଗାଇଥିବାରୁ ପ୍ରତିଷ୍ଠାତା ସାହିଦ୍ ଭାଈ ଙ୍କୁ ହୃଦୟର ଗଭୀରତମ ସ୍ଥାନରୁ ସାଧୁବାଦ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ସଭିଙ୍କର ସହଯୋଗ ଆଜୀବନ କାମନା...🙏🏻

 -❤️-2024   ❤️
31/12/2023

-❤️-2024


❤️

 ❤️  ପରିବାର ତରଫରୁ ନୂତନ ବର୍ଷ ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା 🙏 -❤️-2024   ❤️
31/12/2023

❤️ ପରିବାର ତରଫରୁ ନୂତନ ବର୍ଷ ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା 🙏
-❤️-2024


❤️

ପିଲା ମାନଙ୍କ ସହ  ଖୁସି ମୁହୂର୍ତ୍ତ 💕🙏❤️
27/11/2023

ପିଲା ମାନଙ୍କ ସହ ଖୁସି ମୁହୂର୍ତ୍ତ 💕🙏❤️

ଭଦ୍ରକ ପ୍ରସିଦ୍ଧ କାଳୀପୂଜା ଏବଂ ଆଲୋକ ର ପର୍ବ ଦୀପାବଳି ଅବସରରେ ହାର୍ଦ୍ଧିକ ଶୁଭକାମନା ଏବଂ ଶୁଭେଚ୍ଛା 🪔🪔🪔      ❤️
11/11/2023

ଭଦ୍ରକ ପ୍ରସିଦ୍ଧ କାଳୀପୂଜା ଏବଂ ଆଲୋକ ର ପର୍ବ ଦୀପାବଳି ଅବସରରେ ହାର୍ଦ୍ଧିକ ଶୁଭକାମନା ଏବଂ ଶୁଭେଚ୍ଛା 🪔🪔🪔




❤️

HAPPY GANESH CHATURTHI ❤️    🙏
18/09/2023

HAPPY GANESH CHATURTHI ❤️


🙏

06/09/2023

Address

Bhadrak, OD
Bhadrak
756100

Telephone

+916371300985

Website

Alerts

Be the first to know and let us send you an email when Bhadrak Botany Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bhadrak Botany Club:

Share

Category