BATU BHAI FAN CLUB

BATU BHAI FAN CLUB Contact information, map and directions, contact form, opening hours, services, ratings, photos, videos and announcements from BATU BHAI FAN CLUB, Social service, Bhadrak.

ସେବାକୁ ଜୀବନର ସର୍ବୋଚ୍ଚ ଆଦର୍ଶ ଭାବେ ଗ୍ରହଣ କରି ମାନବତାର ସୁରକ୍ଷା ଓ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଥିବା ସମସ୍ତ ଚିକିତ୍ସକ ଭାଇ ଓ ଭଉଣୀ...
01/07/2026

ସେବାକୁ ଜୀବନର ସର୍ବୋଚ୍ଚ ଆଦର୍ଶ ଭାବେ ଗ୍ରହଣ କରି ମାନବତାର ସୁରକ୍ଷା ଓ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଥିବା ସମସ୍ତ ଚିକିତ୍ସକ ଭାଇ ଓ ଭଉଣୀମାନଙ୍କୁ ‘ଜାତୀୟ ଚିକିତ୍ସକ ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଓଡ଼ିଶାର ଗୌରବମୟ ଗଣପର୍ବ "ରଜ" ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ପବିତ୍ର ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା। 🙏
14/06/2026

ଓଡ଼ିଶାର ଗୌରବମୟ ଗଣପର୍ବ "ରଜ" ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ

ପବିତ୍ର ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା। 🙏

କଲେଇ ଗ୍ରାମପଞ୍ଚାୟତର ଯୁବନେତା  #ତାପସ କୁମାର ରାୟ( #ତପୁ)ଙ୍କ ପିତା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ  #ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରସାଦ ରାୟ ଙ...
03/05/2026

କଲେଇ ଗ୍ରାମପଞ୍ଚାୟତର ଯୁବନେତା #ତାପସ କୁମାର ରାୟ( #ତପୁ)ଙ୍କ ପିତା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ #ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରସାଦ ରାୟ ଙ୍କ ଶ୍ରାଦ୍ଧ ବାର୍ଷିକ ରେ କଲେଇ ଗ୍ରାମପଞ୍ଚାୟତ ର ଯୁବନେତା #ସୁନୀଲ କୁମାର ଲେଙ୍କା ( #ବଟୁଭାଇ), ସମେତ ପଞ୍ଚାୟତ ର ଯୁବ ନେତୃମଣ୍ଡଳ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ 🙏

କଲେଇ ଗ୍ରାମପଞ୍ଚାୟତ  #ଚୁନିଦା( #ସର୍ଦାବର୍ତ୍ତସାହି) ଗ୍ରାମର ଅଷ୍ଟପ୍ରହର ନାମ ଯଜ୍ଞ ରେ ଯୋଗଦେଲେ କଲେଇ ଗ୍ରାମପଞ୍ଚାୟତର ଯୁବନେତା  #ସୁନୀଲ କୁ...
18/04/2026

କଲେଇ ଗ୍ରାମପଞ୍ଚାୟତ #ଚୁନିଦା( #ସର୍ଦାବର୍ତ୍ତସାହି) ଗ୍ରାମର ଅଷ୍ଟପ୍ରହର ନାମ ଯଜ୍ଞ ରେ ଯୋଗଦେଲେ କଲେଇ ଗ୍ରାମପଞ୍ଚାୟତର ଯୁବନେତା #ସୁନୀଲ କୁମାର ଲେଙ୍କା ( #ବଟୁଭାଇ)

ଆଜି କଲେଇ ଗ୍ରାମପଞ୍ଚାୟତ  #ସୁନ୍ଦରଗଢିଆ ଗ୍ରାମର  #ପିତାମ୍ବର ମହାରଣା ଙ୍କ ଅଷ୍ଟପ୍ରହର ନାମ ଯଜ୍ଞ ରେ ଯୋଗଦେଲେ ଯୁବନେତା  #ସୁନୀଲ କୁମାର ଲେଙ୍...
26/02/2026

ଆଜି କଲେଇ ଗ୍ରାମପଞ୍ଚାୟତ #ସୁନ୍ଦରଗଢିଆ ଗ୍ରାମର #ପିତାମ୍ବର ମହାରଣା ଙ୍କ ଅଷ୍ଟପ୍ରହର ନାମ ଯଜ୍ଞ ରେ ଯୋଗଦେଲେ ଯୁବନେତା #ସୁନୀଲ କୁମାର ଲେଙ୍କା ( #ବଟୁ ଭାଇ), ଯୁବ ସମାଜସେବୀ #ମହେନ୍ଦ୍ର କୁମାର ମଲିକ ( #ମୁନା ଭାଇ)🙏

ପବିତ୍ର ମହାଶିବରାତ୍ରୀ ର ଶୁଭ ଅବସରରେ କଲେଇ ଗ୍ରାମପଞ୍ଚାୟତର ବଳାଜିତପଡା ଗ୍ରାମର ମହାଦେବଙ୍କ ଚରଣେ ଶ୍ରଦ୍ଧା ଓ ସମର୍ପଣ ଭାବରେ ପୂଜାର୍ଚ୍ଚନା କ...
15/02/2026

ପବିତ୍ର ମହାଶିବରାତ୍ରୀ ର ଶୁଭ ଅବସରରେ କଲେଇ ଗ୍ରାମପଞ୍ଚାୟତର ବଳାଜିତପଡା ଗ୍ରାମର ମହାଦେବଙ୍କ ଚରଣେ ଶ୍ରଦ୍ଧା ଓ ସମର୍ପଣ ଭାବରେ ପୂଜାର୍ଚ୍ଚନା କଲେ ଯୁବନେତା #ସୁନୀଲ କୁମାର ଲେଙ୍କା( #ବଟୁଭାଇ)

ହର ହର ମହାଦେବ! 🙏

 #ଗତ କାଲି ରାତି ରେ କଲେଇ ଗ୍ରାମପଞ୍ଚାୟତର  #ଚୁନିଦା ଗ୍ରାମର  #ଅଜୟ କୁମାର ଜେନା ଙ୍କ ମାତା ଙ୍କ ଦେହାନ୍ତ ଖବର ପାଇ ଯୁବନେତା  #ସୁନୀଲ କୁମାର...
12/02/2026

#ଗତ କାଲି ରାତି ରେ କଲେଇ ଗ୍ରାମପଞ୍ଚାୟତର #ଚୁନିଦା ଗ୍ରାମର #ଅଜୟ କୁମାର ଜେନା ଙ୍କ ମାତା ଙ୍କ ଦେହାନ୍ତ ଖବର ପାଇ ଯୁବନେତା #ସୁନୀଲ କୁମାର ଲେଙ୍କା( #ବଟୁଭାଇ), ସମାଜସେବୀ #ଦୀପକ କୁମାର ନାୟକ ଶେଷ ଦର୍ଶନ କରି ପବିତ୍ର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି🙏

ଆମ ପ୍ରିୟ ନେତା  #ବଟୁଭାଇ ଙ୍କ ଜନ୍ମଦିନରେ ଅନେକ ସାରା ଅଭିନନ୍ଦନ ଆଗାମୀ ଦିନରେ ତୁମ ଚଲାପଥ କୁସୁମିତ ହଉ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି...
07/02/2026

ଆମ ପ୍ରିୟ ନେତା #ବଟୁଭାଇ ଙ୍କ ଜନ୍ମଦିନରେ ଅନେକ ସାରା ଅଭିନନ୍ଦନ ଆଗାମୀ ଦିନରେ ତୁମ ଚଲାପଥ କୁସୁମିତ ହଉ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ❤️❤️❤️💐💐💐

ଆଜି କଲେଇ ଗ୍ରାମପଞ୍ଚାୟତ ଅଣସରପୁର ଗ୍ରାମ ର ସ୍ୱର୍ଗତ  #ଶ୍ରୀମତୀ ଇଚ୍ଛାବତୀ ମଲିକ ଙ୍କ ଏକାଦଶାହ କ୍ରିୟା ରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପ...
29/01/2026

ଆଜି କଲେଇ ଗ୍ରାମପଞ୍ଚାୟତ ଅଣସରପୁର ଗ୍ରାମ ର ସ୍ୱର୍ଗତ #ଶ୍ରୀମତୀ ଇଚ୍ଛାବତୀ ମଲିକ ଙ୍କ ଏକାଦଶାହ କ୍ରିୟା ରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କଲେ ଯୁବନେତା #ସୁନୀଲ କୁମାର ଲେଙ୍କା( #ବଟୁ ଭାଇ), ଯୁବ ସମାଜସେବୀ #ମହେନ୍ଦ୍ର କୁମାର ମଲିକ ( #ମୁନା ଭାଇ)

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ କଲେଇ ଗ୍ରାମପଂଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଲେଙ୍କା ସ୍ମୃତି କମିଟି ତରଫ...
26/01/2026

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ କଲେଇ ଗ୍ରାମପଂଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଲେଙ୍କା ସ୍ମୃତି କମିଟି ତରଫ ରୁ ସମସ୍ତ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ🇮🇳🇮🇳🇮🇳🎉🎉👏🙏

Address

Bhadrak
756116

Website

Alerts

Be the first to know and let us send you an email when BATU BHAI FAN CLUB posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category