05/06/2026
ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ସାଂସଦ ଏବଂ ପୂର୍ବତନ ବିଧାୟକ ତଥା ଏବେ ର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ପିତା । ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ବିୟୋଗ, ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଆଦର୍ଶ, ସରଳତା ଓ ମାନବିକତା ସଦା ସର୍ବଦା ଆମ ହୃଦୟରେ ଅମର ରହିବ। ପରମପିତା ତାଙ୍କ ଅମର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ।
ଆପଣ ଆମ ମଧ୍ୟରେ ନଥିଲେ ମଧ୍ୟ, ଆପଣଙ୍କ ସ୍ମୃତି ଚିରଦିନ ଅମର ରହିବ। ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।