JAGO Bhadrak JAGO

JAGO Bhadrak JAGO For the development of Bhadark,, Ask Question to Our MP & MLA Health, HIgher Education...join youth

11/08/2024

Please try to ask our Honourable Education Minister For Medical College and University.

04/08/2024
04/08/2024
04/08/2024
You may be supporter of BJD & BJP & CONGRESS. That's not matter, Matter is Bhadrak need Medical college . ଭଦ୍ରକରେ ମେଡିକା...
01/11/2022

You may be supporter of BJD & BJP & CONGRESS. That's not matter,
Matter is Bhadrak need Medical college .
ଭଦ୍ରକରେ ମେଡିକାଲ କଲେଜ ନହେବା ପଛରେ ଦାୟୀ କିଏ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରୟାସ ଉପରେ ନବୀନ ବାବୁ ସହଯୋଗ କଲେ ନାହିଁ ଯାହା ପାଇଁ ଆଜି ଭଦ୍ରକରେ ମେଡିକାଲ କଲେଜ ହୋଇପାରିଲା ନାହିଁ l

୧୭/୨/୨୦୨୦ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ୬୦%ଅର୍ଥ ଦେବେ, ରାଜ୍ୟ ସରକାର କେନ୍ଦ୍ରକୁ ଭଦ୍ରକରେ ମେଡିକାଲ କଲେଜ ପାଇଁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ହେଲେ ଭଦ୍ରକକୁ ସାବତପୁଅ ଭାବି ବିଜେଡ଼ିର ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଉପରେ କୌଣସି ପଦକ୍ଷେପ ନେଲେ ନାହିଁl

ଧାମନଗରର ଦାୟିତ୍ୱ ମୋର ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ମହୋଦୟ ଏହା ଉପରେ ଜବାବ ରଖନ୍ତୁ l ଭଦ୍ରକର ବିକାଶରେ ବାଧକ ସାଜିଥିବା ବିଜୁ ଜନତା ଦଳର ସରକାର ଏବେ ଏହି ଚିଠି ଉପରେ ସ୍ପଷ୍ଟୀକରଣ ରଖନ୍ତୁ l

28/10/2022
28/10/2022
28/10/2022

Address

Bhadrak
756100

Website

Alerts

Be the first to know and let us send you an email when JAGO Bhadrak JAGO posts news and promotions. Your email address will not be used for any other purpose, and you can unsubscribe at any time.

Share

Category