Bapi Nana Fans Club

Bapi Nana Fans Club ସମୃଦ୍ଧିଶାଳୀ ଓଡ଼ିଶା ନିର୍ମାଣରେ ତା'ର ସନ୍ତାନ ମାନଙ୍କର ପ୍ରଗାଢ଼ ପ୍ରଚେଷ୍ଠାର ଆବଶ୍ୟକତା ରହିଛି।

ଆମ ମାଟି, ଆମ ଭାଷା ଓ ଆମ ସଂସ୍କୃତି ହେଉଛି ଓଡ଼ିଶାର ଅମୂଲ୍ୟ ପରିଚୟ ଓ ଗର୍ବ, ଯାହା ବୀର ଶହୀଦମାନଙ୍କ ତ୍ୟାଗ ଓ ସଂଘର୍ଷରେ ଗଢ଼ା ହୋଇଛି। ଓଡ଼ିଶ...
01/04/2026

ଆମ ମାଟି, ଆମ ଭାଷା ଓ ଆମ ସଂସ୍କୃତି ହେଉଛି ଓଡ଼ିଶାର ଅମୂଲ୍ୟ ପରିଚୟ ଓ ଗର୍ବ, ଯାହା ବୀର ଶହୀଦମାନଙ୍କ ତ୍ୟାଗ ଓ ସଂଘର୍ଷରେ ଗଢ଼ା ହୋଇଛି। ଓଡ଼ିଶା ବା ଓଡିଆ ଭାଷା ଓ ପରମ୍ପରାକୁ ସୁରକ୍ଷିତ ରଖିବା।

ଓଡ଼ିଶା ଦିବସ (ଉତ୍କଳ ଦିବସ) ଅବସରରେ ସମସ୍ତଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା। ଜୟ ଜଗନ୍ନାଥ।
ବନ୍ଦେ ଉତ୍କଳ ଜନନୀ।

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ‘ଶ୍ରୀରାମ ନବମୀ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପବିତ୍ର ଅବସରରେ ମହାପ୍ରଭୁ...
27/03/2026

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ‘ଶ୍ରୀରାମ ନବମୀ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି।

ପଖାଳ ଦିବସ ଅବସରରେ ଆସନ୍ତୁ ଆମ ଓଡ଼ିଆ ଖାଦ୍ୟ ପରମ୍ପରାକୁ ଗର୍ବର ସହିତ ସ୍ମରଣ କରି ପିଢ଼ି ପରେ ପିଢ଼ିକୁ ଏହାର ମହତ୍ତ୍ୱ ପହଞ୍ଚାଇବା।
20/03/2026

ପଖାଳ ଦିବସ ଅବସରରେ ଆସନ୍ତୁ ଆମ ଓଡ଼ିଆ ଖାଦ୍ୟ ପରମ୍ପରାକୁ ଗର୍ବର ସହିତ ସ୍ମରଣ କରି ପିଢ଼ି ପରେ ପିଢ଼ିକୁ ଏହାର ମହତ୍ତ୍ୱ ପହଞ୍ଚାଇବା।

ଆଜି  #ଆନ୍ତର୍ଜାତୀୟ  #ମହିଳା  #ଦିବସ ଅବସରରେ  #କୁସୁନଗର ଠାରେ ଆୟୋଜିତ ସଭାରେ  #ଅତିଥି ଭାବେ ଯୋଗଦାନ ଦେବା ସହ ମହିଳା ମାନେ କିପରି ସ୍ୱାବଲମ...
08/03/2026

ଆଜି #ଆନ୍ତର୍ଜାତୀୟ #ମହିଳା #ଦିବସ ଅବସରରେ #କୁସୁନଗର ଠାରେ ଆୟୋଜିତ ସଭାରେ #ଅତିଥି ଭାବେ ଯୋଗଦାନ ଦେବା ସହ ମହିଳା ମାନେ କିପରି ସ୍ୱାବଲମ୍ବୀ, ଦକ୍ଷତା , ମହିଳା ସଶକ୍ତିକରଣ ଓ ପ୍ରଗତିଶୀଳ ବିକାଶ କରିବେ ନିଜର ଉଦବୋଧନ ରଖିଥିଲି।

Loving, caring, compassionate, she is a sister, she is a mother and when she is born as a daughter, she has the patience...
08/03/2026

Loving, caring, compassionate, she is a sister, she is a mother and when she is born as a daughter, she has the patience to bear the sorrows of the whole world. Today, on this holy day, let us place flowers at her feet.

ରଙ୍ଗ, ଆନନ୍ଦ ଓ ଭାଇଚାରାର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ହୋଲି ଆପଣମାନଙ୍କ ଜୀବନରେ...
04/03/2026

ରଙ୍ଗ, ଆନନ୍ଦ ଓ ଭାଇଚାରାର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ହୋଲି ଆପଣମାନଙ୍କ ଜୀବନରେ ନୂତନ ଆଶା ଓ ଉଦ୍ଦୀପନାର ରଙ୍ଗରେ ଭରିଦେଉ ଏହାହିଁ ପ୍ରଭୁଙ୍କ ନିକଟରେ ମୋର ଗୁହାରୀ।

ପବିତ୍ର ମହାଶିବରାତ୍ରୀ (ଜାଗର) ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଭୋଳା ବାବା ମହାଦେବ ସମସ୍ତଙ୍କର ମଙ୍ଗଳ କରନ୍ତୁ ଓ ସମସ୍ତଙ୍କର ମନୋ...
15/02/2026

ପବିତ୍ର ମହାଶିବରାତ୍ରୀ (ଜାଗର) ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଭୋଳା ବାବା ମହାଦେବ ସମସ୍ତଙ୍କର ମଙ୍ଗଳ କରନ୍ତୁ ଓ ସମସ୍ତଙ୍କର ମନୋସ୍କାମନା ପୂର୍ଣ୍ଣ କରନ୍ତୁ ।
ହର ହର ମହାଦେବ। #ମହାଶିବରାତ୍ରୀ

14/02/2026

#ଜମ୍ମୁ ଓ #କାଶ୍ମୀରର #ପୁଲୱାମା #ଆତଙ୍କବାଦୀ #ଆକ୍ରମଣରେ ନିଜ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଥିବା ଆମର ବୀର ସାହସୀ #ସୈନିକମାନଙ୍କୁ #ନମନ। 🙏🙏🙏

ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଓ ବଳିଦାନ ସର୍ବଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ।

୭୭ତମ ଗଣତନ୍ତ୍ର ଦିବସର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଜିର ଦିନ ଆମକୁ ଭାରତୀୟ ଗଣତନ୍ତ୍ରର ଶକ୍ତି, ଏହାର ବିବିଧତା, ଗଣତନ୍ତ୍...
26/01/2026

୭୭ତମ ଗଣତନ୍ତ୍ର ଦିବସର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଜିର ଦିନ ଆମକୁ ଭାରତୀୟ ଗଣତନ୍ତ୍ରର ଶକ୍ତି, ଏହାର ବିବିଧତା, ଗଣତନ୍ତ୍ର ପ୍ରତି ସମ୍ମାନ ଓ ଆମ ସମ୍ବିଧାନର ଗୁରୁତ୍ୱ ପ୍ରଦର୍ଶନ କରେ।

ଆସନ୍ତୁ ଦେଶର ପ୍ରଗତି, ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ପାଇଁ ଆମେ ସମସ୍ତେ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଅନ୍ତର୍ଭୁକ୍ତ ରାଷ୍ଟ୍ର ଗଠନ କରିବାକୁ ପ୍ରତିବଦ୍ଧ ହେବା।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତ ଜନସାଧାରଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଏହି ପର୍ବ ଆପଣ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ...
14/01/2026

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତ ଜନସାଧାରଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ଏହି ପର୍ବ ଆପଣ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ଏବଂ ସମୃଦ୍ଧି ନେଇ ଆସୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଏହାହିଁ କାମନା।
ଜୟ ଜଗନ୍ନାଥ....

ଜଗତର ନାଥ  #ଶ୍ରୀ_ଜଗନ୍ନାଥଙ୍କ ଅପାର କରୁଣାରୁ  #ନବବର୍ଷ 2026 ଆପଣ ଓ ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ🙏
31/12/2025

ଜଗତର ନାଥ #ଶ୍ରୀ_ଜଗନ୍ନାଥଙ୍କ ଅପାର କରୁଣାରୁ #ନବବର୍ଷ 2026 ଆପଣ ଓ ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ🙏

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ  #ହ୍ୟୁମାନ_ସାଗରଙ୍କ ଅକାଳ ବିୟୋଗ ସମସ୍ତ ଓଡ଼ିଶା ବାସୀଙ୍କୁ ଦୁଃଖଦ ଭରି ଦେଇଛି।ତାଙ୍କ ଦେହାନ୍ତ ଓଡ଼ିଶା ସଂଗୀ...
17/11/2025

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ #ହ୍ୟୁମାନ_ସାଗରଙ୍କ ଅକାଳ ବିୟୋଗ ସମସ୍ତ ଓଡ଼ିଶା ବାସୀଙ୍କୁ ଦୁଃଖଦ ଭରି ଦେଇଛି।
ତାଙ୍କ ଦେହାନ୍ତ ଓଡ଼ିଶା ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ତାଙ୍କ ମଧୁର କଣ୍ଠର ସଂଗୀତ ଓ ଦର୍ଶକ ଓ ଶ୍ରୋତା ମାନଙ୍କ ହୃଦୟକୁ ଛୁଇଁଥିବା ଅନେକ ସଂଗୀତ ସଦାସର୍ବଦା ମନେ ରହିବ।

ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
#ଓଁ_ଶାନ୍ତି। 🙏

Address

Bhadrak
756115

Website

Alerts

Be the first to know and let us send you an email when Bapi Nana Fans Club posts news and promotions. Your email address will not be used for any other purpose, and you can unsubscribe at any time.

Share