ହରିହର ସାଂସ୍କୃତିକ ଯୁବ କଳା ସଂସଦ,ଖଲିଆପାଲି

  • Home
  • India
  • Bhawanipatna
  • ହରିହର ସାଂସ୍କୃତିକ ଯୁବ କଳା ସଂସଦ,ଖଲିଆପାଲି

ହରିହର ସାଂସ୍କୃତିକ ଯୁବ କଳା ସଂସଦ,ଖଲିଆପାଲି ଭଲ ମଣିଷ ହେବା କୁ ଚେଷ୍ଟା କରିବା ।
ସମାଜ ପାଇଁ କିଛି ସମୟ ନିହାତି ଦେବା ।

Karlamunda Block Office Nehru Yuva Kendra Sangathan - NYKS India CMO Odisha Collector Kalahandi Residence Office मां के ...
29/12/2024

Karlamunda Block Office Nehru Yuva Kendra Sangathan - NYKS India CMO Odisha Collector Kalahandi Residence Office

मां के नाम पर एक पेड़
ତା - 29.12.2024 ରିଖ ଦିନ 10 ଘଣ୍ଟା ସମୟରେ ଆମ ହରିହର ସାଂସ୍କୃତିକ ଯୁବ କଲା ସଂସଦ ତରଫରୁ ଖଲିଆପାଲି ସ୍ଥିତ ଶିବ ମନ୍ଦିର ପଡିଆ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
'ବୃକ୍ଷ ହିଁ ଜୀବନ '
ସଭିଏ ଆସନ୍ତୁ, ଗଛ ଟିଏ ଲଗାଇବା,
ପରିବେଶ କୁ ସୁରକ୍ଷିତ ରଖିବା ।।
ବୃକ୍ଷ ହିଁ ଜୀବନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଆଗାମୀ ଦିନରେ ବୃକ୍ଷ ବିନା ଜୀବ ଜଗତ ପାଇଁ ବିପଦର ସଂକେତ ଦେଉଛି l ଅନେକ ସ୍ଥାନରେ ପୂର୍ବରୁ ଲାଗିଥିବା ଗଛ ଗୁଡିକ କଟା ଯାଇ ନୂତନ ଗୃହ ଓ କଳ କାରଖାନା ନିର୍ମାଣ କରାଯାଇ l ଫଳରେ ବର୍ଷାଭାବ ଦେଖାଯିବା ସହ ଭୁ ତଳ ଜଳ ସ୍ଥର ନିମ୍ନଗାମୀ ହେଉଥିବା ପରିଲକ୍ଷିତ ହେଉଛି l
ଏହାକୁ ଦୃଷ୍ଟିରେ ରଖି ଅମା ହରିହର ସାଂସ୍କୃତିକ ଯୁବ କଳା ସଂସଦ ବୃକ୍ଷ ରୋପଣ କରିବାକୁ ଆଗେଇଛି।

03/12/2024
ହରିହର ସାଂସ୍କୃତିକ ଯୁବ କଳା ସଂସଦ, ଖଲିଆପାଲି ଦ୍ଵାରା ଖଲିଆପାଲି ସ୍ଥିତ ସ୍ଵପ୍ନେଶ୍ୱର ମନ୍ଦିର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
02/12/2024

ହରିହର ସାଂସ୍କୃତିକ ଯୁବ କଳା ସଂସଦ, ଖଲିଆପାଲି ଦ୍ଵାରା ଖଲିଆପାଲି ସ୍ଥିତ ସ୍ଵପ୍ନେଶ୍ୱର ମନ୍ଦିର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Address

Bhawanipatna

Website

Alerts

Be the first to know and let us send you an email when ହରିହର ସାଂସ୍କୃତିକ ଯୁବ କଳା ସଂସଦ,ଖଲିଆପାଲି posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category