Surya kanta parida

Surya kanta parida ସମାଜ ସେବୀ

Jay baba Bhubaneswar
24/03/2026

Jay baba Bhubaneswar

11/09/2024
କହିବାକୁ ଗଲେ ଏହା କେବଳ ଭୋଗରାଇ ନୁହଁ ଏବେ ଏହା ସତରେ ବାଲେଶ୍ୱର ଜିଲ୍ଲା ର ଗୌରବ ଭାବେ ପରିଣତ ହେଲାଣି | ତେଣୁ ଗ୍ରାମ୍ୟ ରୁ ଅଞ୍ଚଳିକ ନାମ ପରି...
11/09/2024

କହିବାକୁ ଗଲେ ଏହା କେବଳ ଭୋଗରାଇ ନୁହଁ ଏବେ ଏହା ସତରେ ବାଲେଶ୍ୱର ଜିଲ୍ଲା ର ଗୌରବ ଭାବେ ପରିଣତ ହେଲାଣି | ତେଣୁ ଗ୍ରାମ୍ୟ ରୁ ଅଞ୍ଚଳିକ ନାମ ପରିବର୍ତନ ର ବିଶେଷ ଅସୁବିଧା ନାହିଁ କିନ୍ତୁ ଏହା ଏକ ସମ୍ପୂର୍ଣ ସ୍ୱତନ୍ତ୍ର ସରକାରୀ ଶିକ୍ଷ୍ୟା ଅନୁଷ୍ଠାନ ହେଲା ପରେ ନାମ ପରିବର୍ତନ ହେଲେ ଭଲ ହେବ | ତେବେ ଅପଣଙ୍କ ମତ ଆଲୋଚନା ଯୋଗ୍ୟ | ବାକି ଭୋଗରାଇ ଯୁବ ଓ ଛାତ୍ର ସମାଜ ଙ୍କ ମତ କଣ ସେମାନେ ନିଶ୍ଚିତ ମତ ରଖିବେ |
https://www.facebook.com/share/p/wCUqFaANBzzmaPpM/?mibextid=oFDknk
ଏହି link ରେ ମତ ଜଣାନ୍ତୁ

24/12/2023

ଓଡ଼ିଆ ଭାଷାକୁ ବିଶ୍ୱବ୍ୟାପି କରିବା ଲକ୍ଷ୍ୟରେ ଐତିହ୍ୟ କ୍ୟାବିନେଟ୍ ନେଇଛି ଐତିହାସିକ ନିଷ୍ପତ୍ତି। ୨୦୨୪ ମସିହା ଫେବୃଆରୀରେ ଭୁବନେଶ୍ୱରରେ ଆୟୋଜିତ ହେବ 'ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ'। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଏଥିରେ ଯୋଗଦେବାକୁ ଥିବାବେଳେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର କରିବା ପାଇଁ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଏହାକୁ ଆୟୋଜନ କରାଯିବ।

Address

Chandaneswar
Bhograi

Website

Alerts

Be the first to know and let us send you an email when Surya kanta parida posts news and promotions. Your email address will not be used for any other purpose, and you can unsubscribe at any time.

Share

Category