CAW & CW, Bhubaneswar, Odisha

CAW & CW, Bhubaneswar, Odisha Contact information, map and directions, contact form, opening hours, services, ratings, photos, videos and announcements from CAW & CW, Bhubaneswar, Odisha, Law enforcement agency, Rasulgarh, Bhubanes.

Crime Against Women & Children Wing (CAW&CW) has been established as a separate wing under Criminal Investigation Department, Crime Branch, Odisha, with an objective to ensure the rights, safety, dignity and empowerment of women and children in the State.

05/08/2026

 #ବିଦାୟ_ସମ୍ବର୍ଦ୍ଧନା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଓଡ଼ିଶା, ଭୁବନେଶ୍ୱରରୁ ତରଫରୁ ତା ୩୧.୦୭ .୨୦୨୬ ରିଖ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପ...
01/08/2026

#ବିଦାୟ_ସମ୍ବର୍ଦ୍ଧନା
ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଓଡ଼ିଶା, ଭୁବନେଶ୍ୱରରୁ ତରଫରୁ ତା ୩୧.୦୭ .୨୦୨୬ ରିଖ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ବରିଷ୍ଟ ଆରକ୍ଷୀ ଅଧିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଆପଣଙ୍କର ଅବଶିଷ୍ଟ ଜୀବନ ସୁଖମୟ, ସମୃଦ୍ଧମୟ ହେବା ସଙ୍ଗେସଙ୍ଗେ ଆପଣଙ୍କୁ ନିରୋଗ ତଥା ଦୀର୍ଘାୟୁ ରହିବାର କାମନା କରୁଛୁ । ଏହାହିଁ ବିଶ୍ଵନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବିନମ୍ର ପ୍ରାର୍ଥନା ।

31/07/2026
 #ବିଦାୟ_ସମ୍ବର୍ଦ୍ଧନା   ମହିଳା ଓ ଶିଶୁ ଅପରାଧ ନିରାକରଣ  ଶାଖା ତରଫରୁ ତା ୩୦.୦୬.୨୦୨୬ ରିଖରେ ବ୍ୟକ୍ତିଗତ ସହାୟକ ଶ୍ରୀ କୋଦଣ୍ଡଧର ନାୟକଙ୍କୁ ...
01/07/2026

#ବିଦାୟ_ସମ୍ବର୍ଦ୍ଧନା
ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ତରଫରୁ ତା ୩୦.୦୬.୨୦୨୬ ରିଖରେ ବ୍ୟକ୍ତିଗତ ସହାୟକ ଶ୍ରୀ କୋଦଣ୍ଡଧର ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆପଣଙ୍କର ଅବସର ଜୀବନ ନିରୋଗ ଏବଂ ଶାନ୍ତିପୂର୍ଣ୍ଣ ହେଉ। ଜୀବନର ଏହି ଦ୍ୱିତୀୟ ପାଳି ଆପଣଙ୍କ ପାଇଁ ଢେର ସାରା ଖୁସି ଓ ସମୃଦ୍ଧି ନେଇ ଆସୁ।

27/05/2026

Safeguarding is a shared responsibility. Let’s build a stronger, more coordinated shield around our children. Our officers are sensitized regarding Child Protection with stakeholders from W & CD Department, School & Mass Education Department & Labour Department. .

Address

Rasulgarh
Bhubanes
751010

Opening Hours

Monday 10am - 6pm
Tuesday 10am - 6pm
Wednesday 10am - 6pm
Thursday 10am - 6pm
Friday 10am - 6pm
Saturday 10am - 6pm

Alerts

Be the first to know and let us send you an email when CAW & CW, Bhubaneswar, Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share