Soumya Ranjan Biswal

Soumya Ranjan Biswal Contact information, map and directions, contact form, opening hours, services, ratings, photos, videos and announcements from Soumya Ranjan Biswal, Political organisation, Odisha, Bhubaneswar.

ପୋଢୁଆଁ ହେବେ ବଡ଼ଠାକୁର ପ୍ରାଚୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ତଥା ମହାପ୍ରଭୁଙ୍କ ମାମୁଘର ଶ୍ରୀ ଶ୍ରୀ ମାଧବାନନ୍ଦଜୀଉଙ୍କ ପବିତ୍ର ପୀଠ ନିଆଳି ମାଧବ...
13/11/2024

ପୋଢୁଆଁ ହେବେ ବଡ଼ଠାକୁର ପ୍ରାଚୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ତଥା ମହାପ୍ରଭୁଙ୍କ ମାମୁଘର ଶ୍ରୀ ଶ୍ରୀ ମାଧବାନନ୍ଦଜୀଉଙ୍କ ପବିତ୍ର ପୀଠ ନିଆଳି ମାଧବ ରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପୋଢୁଆଁ ଭାର ଯାତ୍ରାରେ ସାମିଲ ହୋଇ ବିଭୁ କୃପା ଲାଭ କରିବା ପାଇଁ ବିନମ୍ର ଅନୁରୋଧ।

ପୋଢୁଆଁ ହେବେ ବଡ଼ଠାକୁର ପ୍ରାଚୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ତଥା ମହାପ୍ରଭୁଙ୍କ ମାମୁଘର ଶ୍ରୀ ଶ୍ରୀ ମାଧବାନନ୍ଦଜୀଉଙ୍କ ପବିତ୍ର ପୀଠ ନିଆଳି ମାଧବ...
04/12/2023

ପୋଢୁଆଁ ହେବେ ବଡ଼ଠାକୁର ପ୍ରାଚୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ତଥା ମହାପ୍ରଭୁଙ୍କ ମାମୁଘର ଶ୍ରୀ ଶ୍ରୀ ମାଧବାନନ୍ଦଜୀଉଙ୍କ ପବିତ୍ର ପୀଠ ନିଆଳି ମାଧବ ରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପୋଢୁଆଁ ଭାର ଯାତ୍ରାରେ ସାମିଲ ହୋଇ ବିଭୁ କୃପା ଲାଭ କରିବା ପାଇଁ ବିନମ୍ର ଅନୁରୋଧ।

ପବିତ୍ର ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା। ମା' ସମସ୍ତଙ୍କ ଦୁଃଖ ହରଣ କରି ଜୀବନରେ ସୁଖ ଓ ଶାନ୍ତି ଭରି ଦିଅନ୍ତୁ।
24/10/2023

ପବିତ୍ର ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା। ମା' ସମସ୍ତଙ୍କ ଦୁଃଖ ହରଣ କରି ଜୀବନରେ ସୁଖ ଓ ଶାନ୍ତି ଭରି ଦିଅନ୍ତୁ।

ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l ଦୁର୍ଗତିନାଶିନୀ ମା' ସମସ୍ତଙ୍କ ଜୀବନକ...
22/10/2023

ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l ଦୁର୍ଗତିନାଶିନୀ ମା' ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିଦିଅନ୍ତୁ

64ତମ "ପୋଲିସ ଶହୀଦ ସ୍ମୃତି ଦିବସ"ରେ ଦେଶ ମାତୃକାର ସୁରକ୍ଷା ପାଇଁ, ଦେଶବାସୀଙ୍କ ଜୀବନ ରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସମସ୍ତ କର୍ତ୍ତବ୍ୟନିଷ...
21/10/2023

64ତମ "ପୋଲିସ ଶହୀଦ ସ୍ମୃତି ଦିବସ"ରେ ଦେଶ ମାତୃକାର ସୁରକ୍ଷା ପାଇଁ, ଦେଶବାସୀଙ୍କ ଜୀବନ ରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସମସ୍ତ କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l ସେମାନଙ୍କ ତ୍ୟାଗ, ଦକ୍ଷତା ଏବଂ ବୀରତ୍ୱ ଆମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ l ଏହି ବୀରପୁଅମାନଙ୍କ ଆବର୍ତ୍ତମାନରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ସହାୟ ହୁଅନ୍ତୁ l

ଯା ଦେବୀ ସର୍ବଭୂତେଷୁ କାଳରାତ୍ରି ରୂପେଣ ସଂସ୍ଥିତା,ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ llପବିତ୍ର ଶାରଦୀୟ ନବରାତ୍ରିର ସପ୍ତମ ଦିନରେ ଜଗତଜନନ...
21/10/2023

ଯା ଦେବୀ ସର୍ବଭୂତେଷୁ କାଳରାତ୍ରି ରୂପେଣ ସଂସ୍ଥିତା,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ll

ପବିତ୍ର ଶାରଦୀୟ ନବରାତ୍ରିର ସପ୍ତମ ଦିନରେ ଜଗତଜନନୀ ମା ଦୁର୍ଗାଙ୍କ ତ୍ରିନେତ୍ର ଧାରିଣୀ, ଚତୁର୍ଭୁଜା ମା କାଳରାତ୍ରି ସ୍ୱରୂପଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଉଛି l ସିଦ୍ଧିଦାତ୍ରୀ ମା'ଙ୍କ କରୁଣା ଏ ସମାଜରୁ କ୍ରୋଧ, ଅହଙ୍କାର ନାଶ କରିଦେଉ l

"ମୋ ଦେଶ -ମୋ ମାଟି" କାର୍ଯ୍ୟକ୍ରମନିଆଳୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତରେ ବିଜେପି ନେତା ସୁଶାନ ମଲ୍ଲିକ ଭାଇଙ୍କ ନେତୃତ୍ଵରେ...
24/09/2023

"ମୋ ଦେଶ -ମୋ ମାଟି" କାର୍ଯ୍ୟକ୍ରମ
ନିଆଳୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତରେ ବିଜେପି ନେତା ସୁଶାନ ମଲ୍ଲିକ ଭାଇଙ୍କ ନେତୃତ୍ଵରେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

15/09/2023

Address

Odisha
Bhubaneswar
NIALI

Telephone

+918763865106

Website

Alerts

Be the first to know and let us send you an email when Soumya Ranjan Biswal posts news and promotions. Your email address will not be used for any other purpose, and you can unsubscribe at any time.

Share