Deepak Bhai Fans Club

Deepak Bhai Fans Club Not all of us can do great things, but we can do small things with great love.

ଆପଣ ମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି. ମୋର ଆଗାମୀ କାର୍ଯ୍ୟକାଳରେ ମୁଁ ସବୁବେଳେ ତୁମ ସହିତ ଛିଡା ହେ...
07/03/2022

ଆପଣ ମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି. ମୋର ଆଗାମୀ କାର୍ଯ୍ୟକାଳରେ ମୁଁ ସବୁବେଳେ ତୁମ ସହିତ ଛିଡା ହେବି.

ଭରସା ଓ ବିଶ୍ୱାସର ନାଁ ବନି ଅପା ସଭିଙ୍କ ପ୍ରିୟ ଏବେ "କେଟିଲ" ଚିହ୍ନନେତା ନୁହେଁ,  ସାଥୀ ସାଜି ଆସିଛି
16/02/2022

ଭରସା ଓ ବିଶ୍ୱାସର ନାଁ ବନି ଅପା
ସଭିଙ୍କ ପ୍ରିୟ ଏବେ "କେଟିଲ" ଚିହ୍ନ
ନେତା ନୁହେଁ, ସାଥୀ ସାଜି ଆସିଛି

14/02/2022

ଦୀପକ ଭାଇ ଙ୍କ ମୁହଁରୁ ପଦେ ....

14/02/2022

ମା ମଙ୍ଗଳା କ୍ରିକେଟ ଟ୍ରୁର୍ଣ୍ଣମେଣ୍ଟ ଫାଇନାଲ ମ୍ୟାଚ ପୁରସ୍କାର ବିତରଣ ଅବସରରେ ପଞ୍ଚୂପାଳ ଭୋଇସାହିରେ ସମିତିସଭ୍ୟ କେଟିଲୀ ଚିହ୍ନ ପାର୍ଥି ଙ୍କ ପ୍ରତିନିଧି.

13/02/2022

🙏🙏

ବ୍ୟକ୍ତିଗତ ନୁହଁ ସାମୁହିକ ସ୍ୱାର୍ଥ କୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା  ପ୍ରାର୍ଥୀନୀ.
13/02/2022

ବ୍ୟକ୍ତିଗତ ନୁହଁ ସାମୁହିକ ସ୍ୱାର୍ଥ କୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ପ୍ରାର୍ଥୀନୀ.

12/02/2022

🙏🙏

Address

Baranga
Bhubaneswar
754005

Website

Alerts

Be the first to know and let us send you an email when Deepak Bhai Fans Club posts news and promotions. Your email address will not be used for any other purpose, and you can unsubscribe at any time.

Share

Category