Sankha Odisha - ଶଙ୍ଖ ଓଡିଶା

Sankha Odisha - ଶଙ୍ଖ ଓଡିଶା ଜନସେବାରେ ଜୀବନ
(3)

ଲୋକଙ୍କ ସରକାରରେ ଲୋକଙ୍କ ସାହାଯ୍ୟ, ସୁବିଧା ପାଇଁ କେହି ଶୁଣିବାକୁ ନାହିଁ....
03/09/2026

ଲୋକଙ୍କ ସରକାରରେ ଲୋକଙ୍କ ସାହାଯ୍ୟ, ସୁବିଧା ପାଇଁ କେହି ଶୁଣିବାକୁ ନାହିଁ....

ଡବଲ ଇଞ୍ଜିନ ସରକାରରେ ଓଡିଶାର ଅବସ୍ଥା ଏମିତି....
03/09/2026

ଡବଲ ଇଞ୍ଜିନ ସରକାରରେ ଓଡିଶାର ଅବସ୍ଥା ଏମିତି....

03/09/2026

ସବୁ ମିଥ୍ୟା ଅପପ୍ରଚାର ଏବଂ ଭିତ୍ତିହୀନ ଅଭିଯୋଗର ପର୍ଦ୍ଦାଫାସ ହୋଇଛି। ସତ୍ୟର ବିଜୟ ହୋଇଛି।

ମିଥ୍ୟା ଆରୋପର ଶେଷ, ସତ୍ୟର ବିଜୟ। ନବୀନ-ପାଣ୍ଡିଆନଙ୍କ ବିରୋଧରେ ହୋଇଥିବା ମାମଲାକୁ ମାନ୍ୟବର କୋର୍ଟଙ୍କ ଖାରଜ। ସତ୍ୟ ଆଜି ପୁଣି ପ୍ରମାଣିତ।   ...
02/09/2026

ମିଥ୍ୟା ଆରୋପର ଶେଷ, ସତ୍ୟର ବିଜୟ। ନବୀନ-ପାଣ୍ଡିଆନଙ୍କ ବିରୋଧରେ ହୋଇଥିବା ମାମଲାକୁ ମାନ୍ୟବର କୋର୍ଟଙ୍କ ଖାରଜ। ସତ୍ୟ ଆଜି ପୁଣି ପ୍ରମାଣିତ।

କାହା ସ୍ୱାର୍ଥପାଇଁ ଓଡ଼ିଶାର ଖଣିଜ ସମ୍ପଦକୁ କେନ୍ଦ୍ର ହାତକୁ ଟେକିଦେଇଛି ବିଜେପି ସରକାର??
02/09/2026

କାହା ସ୍ୱାର୍ଥପାଇଁ ଓଡ଼ିଶାର ଖଣିଜ ସମ୍ପଦକୁ କେନ୍ଦ୍ର ହାତକୁ ଟେକିଦେଇଛି ବିଜେପି ସରକାର??

ଖଣିରୁ ଆସୁଥିବା ରାଜସ୍ୱରେ ଓଡ଼ିଶାର ପିଲାଙ୍କ ପାଇଁ ଭଲ ସ୍କୁଲ, ପୁଷ୍ଟିକର ଖାଦ୍ୟ ଓ ଉନ୍ନତ ଶିକ୍ଷାର ବ୍ୟବସ୍ଥା ହୋଇପାରିଥାନ୍ତା।କିନ୍ତୁ ଓଡ଼ିଶ...
02/09/2026

ଖଣିରୁ ଆସୁଥିବା ରାଜସ୍ୱରେ ଓଡ଼ିଶାର ପିଲାଙ୍କ ପାଇଁ ଭଲ ସ୍କୁଲ, ପୁଷ୍ଟିକର ଖାଦ୍ୟ ଓ ଉନ୍ନତ ଶିକ୍ଷାର ବ୍ୟବସ୍ଥା ହୋଇପାରିଥାନ୍ତା।
କିନ୍ତୁ ଓଡ଼ିଶାର ଅଧିକାର କମାଇବା ଭଳି ଆଇନକୁ ସମର୍ଥନ କରିବା..ଏହା କେମିତି ଓଡ଼ିଶାର ସ୍ୱାର୍ଥର ସୁରକ୍ଷା?

ଯେଉଁ ରାଜସ୍ୱ ଓଡ଼ିଶା ହରାଇପାରେ, ସେହି ଅର୍ଥ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଭଳି ପ୍ରକଳ୍ପକୁ ଆହୁରି ଗତି ଦେଇପାରିଥାନ୍ତା।ଏହା ଅର୍ଥାତ୍ କେ...
02/09/2026

ଯେଉଁ ରାଜସ୍ୱ ଓଡ଼ିଶା ହରାଇପାରେ, ସେହି ଅର୍ଥ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଭଳି ପ୍ରକଳ୍ପକୁ ଆହୁରି ଗତି ଦେଇପାରିଥାନ୍ତା।
ଏହା ଅର୍ଥାତ୍ କେବଳ ଟଙ୍କାର କ୍ଷତି ନୁହେଁ, ଚାଷୀଙ୍କ ସ୍ୱପ୍ନ ଓ ଓଡ଼ିଶାର ବିକାଶରେ ମଧ୍ୟ ପ୍ରଭାବ।

ଓଡ଼ିଶାର ଖଣିଜ ସମ୍ପଦ ଓଡ଼ିଶାର ବିକାଶର ଆଧାର। ଏହି ସମ୍ପଦରୁ ଆସୁଥିବା ରାଜସ୍ୱରେ ଆହୁରି ଭଲ ହୋଇପାରିଥାନ୍ତା ହସ୍ପିଟାଲ, ଚିକିତ୍ସା ଓ ସ୍ୱାସ୍ଥ...
02/09/2026

ଓଡ଼ିଶାର ଖଣିଜ ସମ୍ପଦ ଓଡ଼ିଶାର ବିକାଶର ଆଧାର। ଏହି ସମ୍ପଦରୁ ଆସୁଥିବା ରାଜସ୍ୱରେ ଆହୁରି ଭଲ ହୋଇପାରିଥାନ୍ତା ହସ୍ପିଟାଲ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା। କିନ୍ତୁ ସଂଶୋଧିତ MMDR ଆଇନ ଯଦି ଓଡ଼ିଶାକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱରୁ ବଞ୍ଚିତ କରେ, ତେବେ ଏହା କେବଳ ଅର୍ଥର କ୍ଷତି ନୁହେଁ, ଏହା ଓଡ଼ିଶାର ବିକାଶ ଓ ଲୋକଙ୍କ ଅଧିକାର ଉପରେ ପ୍ରଶ୍ନ।

ଓଡ଼ିଶାର ଖଣିଜ ସମ୍ପଦରୁ ଆସୁଥିବା ରାଜସ୍ୱ ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଓ ବିକାଶରେ ଲାଗିବା କଥା। BSKY ଭଳି ଜନକଲ୍ୟାଣକାରୀ ବ୍ୟବସ୍ଥାକୁ ମଜବୁ...
02/09/2026

ଓଡ଼ିଶାର ଖଣିଜ ସମ୍ପଦରୁ ଆସୁଥିବା ରାଜସ୍ୱ ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଓ ବିକାଶରେ ଲାଗିବା କଥା। BSKY ଭଳି ଜନକଲ୍ୟାଣକାରୀ ବ୍ୟବସ୍ଥାକୁ ମଜବୁତ କରିବା ବଦଳରେ, ଓଡ଼ିଶାର ସମ୍ପଦ ଉପରେ ରାଜ୍ୟର ଅଧିକାରକୁ ଦୁର୍ବଳ କରିବା କାହା ସ୍ୱାର୍ଥରେ?

ଓଡିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ବ, ଓଡିଶା ବିକାଶର ଏବଂ ଓଡ଼ିଆଙ୍କ ରୋଜଗାରର ଏକ ସଫଳ ମାର୍ଗ ହୋଇପାରିଥାନ୍ତା କିନ୍ତୁ ସେ ଅର୍ଥକୁ ବିଜେପ...
02/09/2026

ଓଡିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ବ, ଓଡିଶା ବିକାଶର ଏବଂ ଓଡ଼ିଆଙ୍କ ରୋଜଗାରର ଏକ ସଫଳ ମାର୍ଗ ହୋଇପାରିଥାନ୍ତା କିନ୍ତୁ ସେ ଅର୍ଥକୁ ବିଜେପି, ଖୁସି ଖୁସି କେନ୍ଦ୍ରକୁ ଟେକିଦେଲା..

Address

Bhubaneswar
752001

Website

Alerts

Be the first to know and let us send you an email when Sankha Odisha - ଶଙ୍ଖ ଓଡିଶା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share