SICA Odisha

SICA Odisha Official account of State Institute of Consumer Awareness-SICA.

ନିଜ ଆଧାର ଓଟିପି ଅନ୍ୟ କାହା ସହ ସେୟାର କରନ୍ତୁ ନାହିଁ। ଏହା ଆପଣଙ୍କୁ ଠକେଇରେ ପକାଇପାରେ।ସତର୍କ ରୁହନ୍ତୁ, ଠକେଇକୁ ଏଡାନ୍ତୁ।           Foo...
02/09/2026

ନିଜ ଆଧାର ଓଟିପି ଅନ୍ୟ କାହା ସହ ସେୟାର କରନ୍ତୁ ନାହିଁ। ଏହା ଆପଣଙ୍କୁ ଠକେଇରେ ପକାଇପାରେ।
ସତର୍କ ରୁହନ୍ତୁ, ଠକେଇକୁ ଏଡାନ୍ତୁ।

Food Odisha Department of Consumer Affairs, Government of India Bureau of Indian Standards

ଲୋଭନୀୟ ଅଫର ଦେଇ ଆପଣଙ୍କ ଆକାଉଣ୍ଟ ଖାଲି କରିବାକୁ ବସିଛନ୍ତି ସାଇବର ଠକ। ସାବଧାନ ଗ୍ରାହକ ! "ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ"         ...
30/08/2026

ଲୋଭନୀୟ ଅଫର ଦେଇ ଆପଣଙ୍କ ଆକାଉଣ୍ଟ ଖାଲି କରିବାକୁ ବସିଛନ୍ତି ସାଇବର ଠକ।
ସାବଧାନ ଗ୍ରାହକ !
"ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ"

Department of Consumer Affairs, Government of India Food Odisha Cyber Dost

30/08/2026

ବର୍ଷାଦିନେ ବିଦ୍ୟୁତ୍ ସୁରକ୍ଷା — ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ
ବର୍ଷାଦିନେ ବିଦ୍ୟୁତ୍ ଉପକରଣ ବ୍ୟବହାର ସମୟରେ ଅଧିକ ସଚେତନତା ଓ ସତର୍କତା ଅବଲମ୍ବନ କରନ୍ତୁ। ଭିଜା ହାତରେ ସ୍ୱିଚ୍‌ କିମ୍ବା ବିଦ୍ୟୁତ୍ ଉପକରଣ ଛୁଅନ୍ତୁ ନାହିଁ ଏବଂ କ୍ଷତିଗ୍ରସ୍ତ ତାର କିମ୍ବା ଉପକରଣ ବ୍ୟବହାରରୁ ଦୂରେଇ ରୁହନ୍ତୁ।
ମନେରଖନ୍ତୁ—ଆପଣଙ୍କ ଗୋଟିଏ ସତର୍କ ପଦକ୍ଷେପ, ଦୁର୍ଘଟଣାକୁ ରୋକିପାରେ।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida SICA Odisha

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ

ଏଥର ରକ୍ଷାବନ୍ଧନରେ ନିଜ ଭଉଣୀଙ୍କୁ ସୁନା ଅଳଙ୍କାର ଗିଫ୍ଟ କରୁଛନ୍ତି କି? କିଣିବା ସମୟରେ BIS Hallmark ଓ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।...
25/08/2026

ଏଥର ରକ୍ଷାବନ୍ଧନରେ ନିଜ ଭଉଣୀଙ୍କୁ ସୁନା ଅଳଙ୍କାର ଗିଫ୍ଟ କରୁଛନ୍ତି କି? କିଣିବା ସମୟରେ BIS Hallmark ଓ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।



Food Odisha Bureau of Indian Standards Department of Consumer Affairs, Government of India

ସମାଧାନ ପାଇଁ ଅଧିକାର ଏହି ଅଧିକାର ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ ନ୍ୟାୟ ପ୍ରଦାନ କରେ।    Food Odisha Department of Consumer Affair...
22/08/2026

ସମାଧାନ ପାଇଁ ଅଧିକାର

ଏହି ଅଧିକାର ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ ନ୍ୟାୟ ପ୍ରଦାନ କରେ।

Food Odisha Department of Consumer Affairs, Government of India Bureau of Indian Standards

ସାମଗ୍ରୀ କିଣିବା ପୂର୍ବରୁ—✔️ ISI ଚିହ୍ନ ଯାଞ୍ଚ କରନ୍ତୁ✔️ ମାନକ ଲାଇସେନ୍ସ ବିବରଣୀ ଦେଖନ୍ତୁ✔️ ଉତ୍ପାଦର ଲେବେଲ୍ ପଢ଼ନ୍ତୁ✔️ ବିଲ୍ ନିଅନ୍ତୁଠ...
20/08/2026

ସାମଗ୍ରୀ କିଣିବା ପୂର୍ବରୁ—
✔️ ISI ଚିହ୍ନ ଯାଞ୍ଚ କରନ୍ତୁ
✔️ ମାନକ ଲାଇସେନ୍ସ ବିବରଣୀ ଦେଖନ୍ତୁ
✔️ ଉତ୍ପାଦର ଲେବେଲ୍ ପଢ଼ନ୍ତୁ
✔️ ବିଲ୍ ନିଅନ୍ତୁ
ଠିକ୍ ଉତ୍ପାଦ ବାଛନ୍ତୁ, ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।

Food Odisha Bureau of Indian Standards Department of Consumer Affairs, Government of India

ନିଜ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବା ସମୟରେ ସଚେତନ ରୁହନ୍ତୁ । କେବଳ ISI ସାର୍ଟିଫାଏଡ ସିମେଣ୍ଟ ହିଁ ବ୍ୟବହାର କରନ୍ତୁ। କାରଣ ଏହା ହିଁ ଆପଣଙ...
19/08/2026

ନିଜ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବା ସମୟରେ ସଚେତନ ରୁହନ୍ତୁ । କେବଳ ISI ସାର୍ଟିଫାଏଡ ସିମେଣ୍ଟ ହିଁ ବ୍ୟବହାର କରନ୍ତୁ। କାରଣ ଏହା ହିଁ ଆପଣଙ୍କ ଘରକୁ ସୁରକ୍ଷିତ ଆଉ ସୁଦୃଢ଼ ରଖିବ।




Food Odisha Department of Consumer Affairs, Government of India Bureau of Indian Standards

19/08/2026

ସଠିକ୍ ଔଷଧର ଚୟନ ହିଁ ସୁସ୍ଥ ଜୀବନର ପ୍ରଥମ ପଦକ୍ଷେପ। ସଚେତନ ହୁଅନ୍ତୁ, ନକଲି ଓ ନିମ୍ନମାନର ଔଷଧରୁ ନିଜକୁ ଓ ପରିବାରକୁ ସୁରକ୍ଷିତ ରଖନ୍ତୁ।



CMO Odisha Krushna Chandra Patra Information & Public Relations Department, Government of Odisha SICA Odisha

ଅଧିକ ଡିସକାଉଣ୍ଟ ଲୋଭରେ ଆଖିବୁଜି କୌଣସି ସାମଗ୍ରୀ କିଣନ୍ତୁନି। ସବୁବେଳେ ଛୋଟ ଅକ୍ଷରରେ ଲେଖା ହୋଇଥିବା ସର୍ତ୍ତାବଳୀକୁ ପଢ଼ିବା ପରେ ହିଁ କିଣନ୍...
17/08/2026

ଅଧିକ ଡିସକାଉଣ୍ଟ ଲୋଭରେ ଆଖିବୁଜି କୌଣସି ସାମଗ୍ରୀ କିଣନ୍ତୁନି। ସବୁବେଳେ ଛୋଟ ଅକ୍ଷରରେ ଲେଖା ହୋଇଥିବା ସର୍ତ୍ତାବଳୀକୁ ପଢ଼ିବା ପରେ ହିଁ କିଣନ୍ତୁ। ସତର୍କ ରହିଲେ ସୁରକ୍ଷିତ ରହିବେ।


Food Odisha Department of Consumer Affairs, Government of India

Address

Directorate Of Legal Metrology, Khandagiri
Bhubaneswar
754131

Alerts

Be the first to know and let us send you an email when SICA Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to SICA Odisha:

Shortcuts

Share