31/08/2025
Living Humanity is more than a platform — it’s a bridge between hearts. It connects those in need with those who care, not through charity or donation , but through meaningful contribution. It anchors the shapes with shuttles.
✨ Be the change. Touch a life.
Join hand to uplift 352 underprivileged girls by providing essentials like soap, shampoo, sanitary pads, toothpaste, brushes, detergent powder and more.
Your small act of kindness can bring dignity, hope, and transformation — not just for them, but for you too.
This isn’t just help or support— it’s humanity in action. It’s human values to be shared among others . It’s a repay towards society. With this process of self reformation, the life values and virtues will be added to your wallet in lieu of your small contribution which you can easily understand and feel upon.
’s grow together. Let’s coexist with compassion
*ଲିଭିଂଗ୍ ହ୍ୟୁମାନିଟି , ଏକ ପ୍ଲାଟଫର୍ମ ନୁହେଁ - ଏହା ହୃଦୟ ର ସେତୁ ବନ୍ଧ ଟିଏ । ଏହା ଅସୁବିଧା ସହ ସମାଧାନ କୁ ଯୋଡେ ଏବଂ ଏହି ପ୍ରକିୟା ରେ ସମସ୍ତେ ସ୍ବପରିବର୍ତ୍ତନ ହେବାର ସୁଯୋଗ ପାଆନ୍ତି , ଦାନ କିମ୍ବା ଧର୍ମ ମାଧ୍ୟମରେ ନୁହେଁ, ବରଂ ଅର୍ଥପୂର୍ଣ୍ଣ ଅବଦାନ ମାଧ୍ୟମରେ ।
ଆପଣନଂକ ଛୋଟ ଅବଦାନ ମାଧ୍ଯମରେ ତିନିଶହ ପଚାଶରୁ ଊର୍ଦ୍ଧ ଅବହେଳିତ ଝିଅଙ୍କୁ ଏକ ସ୍ବାସ୍ଥ୍ୟକର ଜୀବନ ବଂଚିବାକୁ ସୁଯୋଗ ଦିଅନ୍ତୁ ।
ସାବୁନ, ସାମ୍ପୁ, ସାନିଟାରୀ ପ୍ୟାଡ୍, ଟୁଥପେଷ୍ଟ, ବ୍ରଶ୍, ଡିଟରଜେଣ୍ଟ ପାଉଡର , ନଡିଆତେଲ ଏବଂ ଅନ୍ୟାନ୍ୟ ଜିନିଷ ପ୍ରଦାନ କରି ସହଭାଗିତାର ନିୟମ କୁ ନିଜେ ଗ୍ରହଣ କରନ୍ତୁ ଏବଂ ଅନ୍ୟ ମାନଂକୁ ଭାଗୀଦାର ହେବାର ସୁଯୋଗ ଦିଅନ୍ତୁ।
ଆପଣଙ୍କର ଛୋଟ ଅବଦାନ କେବଳ ସେମାନଙ୍କ ପାଇଁ ନୁହେଁ, ବରଂ ଆପଣଙ୍କ ପାଇଁ ମଧ୍ୟ ସ୍ବମାନ, ଆଶା ଏବଂ ପରିବର୍ତ୍ତନ ଆଣିପାରେ । ଏହା କେବଳ ସାହାଯ୍ୟ କିମ୍ବା ସମର୍ଥନ ନୁହେଁ - ଏହା ସମାଜ ପ୍ରତି ଏକ ପ୍ରତିଦାନ । ଆତ୍ମ ସଂସ୍କାରର ଏହି ପ୍ରକ୍ରିୟା ସହିତ, ଆପଣଙ୍କର ଛୋଟ ଅବଦାନ ବଦଳରେ ଜୀବନ ମୂଲ୍ୟବୋଧ ଏବଂ ସଦ୍ଗୁଣ ଆପଣଙ୍କ ଖାତାରେ ଯୋଡାଯିବ ଯାହାକୁ ଆପଣ ସହଜରେ ବୁଝିପାରିବେ ଏବଂ ଅନୁଭବ କରିପାରିବେ।
ଆସନ୍ତୁ ଏକାଠି ହେବା । ଆସନ୍ତୁ କରୁଣା ସହିତ ଆନନ୍ଦ ରେ ସହାବସ୍ଥାନ କରିବା ।
https://www.facebook.com/photo/?fbid=772667458477715&set=a.216826640728469
Visit website: www.livinghumanity.org
Visit to Like and Follow: https://www.facebook.com/livinghumanity
Visit to Join: https://www.facebook.com/groups/250542828752929