Santiniti Yuba Sebak - snys

Santiniti Yuba Sebak - snys Welcome to� '' SANTINITI YUBA SEBAK '' �

ଆମେ ଆପଙ୍କୁ '' SNYS'' କୁ ସ୍ବାଗତ ଜଣାଉଛୁ ���

ଏହି'' SNYS '' ମୁଖ୍ୟ ଲଖ୍ୟ - 1 - ହିସାଂ ଛାଡି ଶାନ୍ତିନିତି ରେ ନିଜେ ଚାଲିବା ଏବଂ ଅନ୍ୟକୁ ଶାନ୍ତିନିତି ରେ ଚାଲିବାକୁ ବାଟ ଦେଖାଇବା

2-ଶାନ୍ତିନିତି ର ପ୍ରତ୍ୟକ ସଦସ୍ୟ ପରିବେଶ କୁ ଶାନ୍ତ ଏବଂ ସୁନ୍ଦର ରଖୀବା

3- ପ୍ରତ୍ୟକ ଶାନ୍ତିନିତି ର ସଦସ୍ୟ ମିଶି ନିରିହ ଅସହାୟ ଲୋକ ମାନଙ୍କୁ ଶାନ୍ତିନିତି ରେ ସାହାର୍ୟ୍ୟ କରିବା

4- ଜଦି କୌଣସି ଶାନ୍ତିନିତି ର ସଦସ୍ୟ କୌଣସି ଅସୁବିଧା ର ସମୁଖୀନ ହୁଅନ୍ତି ସମସ୍ତ ଶାନ୍ତିନିତି ର ସଦସ୍ୟ

ମିଶି ତାଙ୍କୁ ଅସୁବିଧା ରୁ ଉଧାର କରିବା

5- ଅନାୟ ବିରୋଧ ରେ ଶାନ୍ତିନିତି ରେ ଶ୍ବର ଉତ୍ତୋଳନ କରିବା

6- ଗରିବ ପିଲାଙ୍କୁ ଶିଖ୍ୟା ବାଣ୍ଟିବା

7- ହିସାଂ ମୁକ୍ତ କରି ଶାନ୍ତିନିତି ଫେରାଇ ଆଣିବା

8- ମୁଁ ନୁହେଁ ଆମେ ଶାନ୍ତିନିତି ଯୁବ ସେବକ ସମ
ସ୍ତ ଅସହାୟ ଙ୍କ ସାହାରା ହେବା ଲୁହ ପୋଛି ହସ ବାଣ୍ଟିବା

9- phone pay, Google pay, 9438322453

Address

Bhubaneswar
751007

Telephone

+919438322453

Website

Alerts

Be the first to know and let us send you an email when Santiniti Yuba Sebak - snys posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Santiniti Yuba Sebak - snys:

Share

Category