Anisha Helping Hand

Anisha Helping Hand The best way to find yourself is to lose yourself in the service of others.

03/02/2026
03/02/2026
15/11/2025
14/11/2025
05/12/2024
ଭଦ୍ରକ ବସୁଦେବପୁରର ଅଭିଷେକ ମହାପାତ୍ର । ମାତ୍ର 33 ଦିନ ତଳେ ତାଙ୍କ ବାହାଘର ହେଇଥିଲା । ବାହାଘରର 8 ଦିନ ପରେ କରୋନାରେ ଆକ୍ରାନ୍ତ ହେବା ପରେ ଭ...
09/06/2021

ଭଦ୍ରକ ବସୁଦେବପୁରର ଅଭିଷେକ ମହାପାତ୍ର । ମାତ୍ର 33 ଦିନ ତଳେ ତାଙ୍କ ବାହାଘର ହେଇଥିଲା । ବାହାଘରର 8 ଦିନ ପରେ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ତାଙ୍କର ଏକମୋ ଚିକିତ୍ସା ନିହାତି ଭାବେ ଆବଶ୍ୟକ ପଡୁଛି । କୋଲକାତା ନେବାକୁ ଡାକ୍ତର କହିଛନ୍ତି । ଏଥିପାଇଁ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକ। ଆମ ପରି, ଆପଣଙ୍କ ପରି ପରିବାରର ପୁଅ ସେ । ଏତେ ଟଙ୍କା କୋଉଠୁ ଆଣିବେ । ତାଙ୍କ ପତ୍ନୀଙ୍କ ଆକୁଳ ନିବେଦନ, ସାଢ଼େ 4 କୋଟି ଓଡ଼ିଆ ଯଦି ଟଙ୍କାଏ ଲେଖାଏଁ ଦିଅନ୍ତି ତାହେଲେ ତାଙ୍କ ସ୍ୱାମୀ ବଞ୍ଚିଯିବେ । ଆସନ୍ତୁ ଆମେ ସଭିଏଁ ମିଶି ଅଭିଷେକକୁ ବଞ୍ଚାଇବା । ନିଜ କ୍ଷମତା ଅନୁଯାୟୀ ଖୋଲା ମନରେ ସାହାଯ୍ୟ କରିବା, ଅନ୍ୟକୁ ପ୍ରବାର୍ତ୍ତାଇବା । ନା କଣ କହୁଛନ୍ତି ?
ତଳ ନମ୍ବରରେ ସାହାଯ୍ୟ କରନ୍ତୁ ।
PHONE PAY/ GOOGLE PAY NO-9583596886, Name-Roshan Mohanty

Address

Bhubaneswar

Website

Alerts

Be the first to know and let us send you an email when Anisha Helping Hand posts news and promotions. Your email address will not be used for any other purpose, and you can unsubscribe at any time.

Share

Category