Dr.Bandana Harichandan

Dr.Bandana Harichandan Chairman, Dudnu Foundation Trust | Social Activist | Poet | Writer | Columnist

ଜନଜାତି ଜନନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ। ତାଙ୍କର ମହାନ ଆଦର୍ଶ ଜନଜାତି ସମ୍ପ୍ରଦାୟ...
09/06/2026

ଜନଜାତି ଜନନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ। ତାଙ୍କର ମହାନ ଆଦର୍ଶ ଜନଜାତି ସମ୍ପ୍ରଦାୟ ପାଇଁ ନୁହେଁ, ବରଂ ସମଗ୍ର ଦେଶର ଯୁବପିढ़ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ସ୍ୱାଧୀନତା, ନ୍ୟାୟ, ନିଜର ପରିଚୟ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସେ କରିଥିବା ସଂଗ୍ରାମ ଆମ ସମସ୍ତଙ୍କ ପାଇଁ ବଳିଷ୍ଠ ଦିଗ୍‌ଦର୍ଶନ।🙏

Parents play a pivotal role in molding the future, providing every child with a solid foundation in life. Through their ...
01/06/2026

Parents play a pivotal role in molding the future, providing every child with a solid foundation in life. Through their nurturing relationship, they establish the groundwork for a compassionate, resilient, and hopeful world. On Global Day of Parents, we acknowledge their selfless devotion and lifelong dedication to their children.

ପବିତ୍ର ସାବିତ୍ରୀ ଅମାବାସ୍ୟା ତଥା ସାବିତ୍ରୀ ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି। ମା' ସାବିତ୍ରୀ କେବଳ ଏକ ପୌରାଣି...
16/05/2026

ପବିତ୍ର ସାବିତ୍ରୀ ଅମାବାସ୍ୟା ତଥା ସାବିତ୍ରୀ ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି। ମା' ସାବିତ୍ରୀ କେବଳ ଏକ ପୌରାଣିକ ଚରିତ୍ର ନୁହଁନ୍ତି, ବରଂ ସେ ଆମ ନାରୀଶକ୍ତିର ଅମୋଘ ସଂକଳ୍ପ, ନିଷ୍ଠା ଓ ଆତ୍ମବଳର ସତୀତ୍ଵର ପ୍ରତୀକ। ଏହି ପବିତ୍ର ଅବସରରେ ମା' ସାବିତ୍ରୀଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରୁଛି।

ସେଦିନରୁ ଆଜି ପର୍ଯ୍ୟନ୍ତ ଅନେକ ମୂହୁର୍ତ୍ତ ସ୍ମୃତି ଭଳି ସାଇତ ହୋଇ ରହିଛି, କେବେ କାନ୍ଥର ପଟ୍ଟଚିତ୍ରରେ ତ କେବେ ମନର ସୁକ୍ଷ୍ମ କୋଣରେ ଆଉ କିଛି...
13/05/2026

ସେଦିନରୁ ଆଜି ପର୍ଯ୍ୟନ୍ତ ଅନେକ ମୂହୁର୍ତ୍ତ ସ୍ମୃତି ଭଳି ସାଇତ ହୋଇ ରହିଛି, କେବେ କାନ୍ଥର ପଟ୍ଟଚିତ୍ରରେ ତ କେବେ ମନର ସୁକ୍ଷ୍ମ କୋଣରେ ଆଉ କିଛି ପ୍ରତିଛବି ଭଳି ଜୀବନର ସାଧା କାଗଜରେ ପ୍ରେମୀରୁ ପତି, ପତ୍ନୀ ଏହିଟା ଆରମ୍ଭ ମାତ୍ର, ଏବେ ତ ୨୩ ବର୍ଷ କାଟିବାକୁ ବାକି ଅଛି, ୧୦୦ଟି ବୈଶାଖର ତାତି, ବରଷାର ଛିଟା,ଓ ଶୀତ ଭୋଗିବାକୁ ଅନେକ ଫାଲଗୁନ ସାଙ୍ଗ ହୋଇ ଲାଲି ରଙ୍ଗର ଫଗୁ ସହ ହାତଧରି ହାତ ସାଥେ ନିଶ୍ୱାସ କୁ ଆବୋରି ଜୀବନ ଯାତ୍ରାରେ; ୨୩ତମ ବିବାହ ବାର୍ଷିକୀ ଅବସରରେ ସମସ୍ତଙ୍କ ଶୁଭକାମନା ଓ ଆଶୀର୍ବାଦ।

On  , we extend our heartfelt appreciation to all devoted mothers. A mother's love is the most selfless and precious gif...
10/05/2026

On , we extend our heartfelt appreciation to all devoted mothers. A mother's love is the most selfless and precious gift in life. We salute every mother for being the first educator, confidante, and lifelong support of their children.



Dudnu Foundation Trust Dudnu TV

On World Red Cross Day, we pay tribute to the millions of   who serve as the frontline responders during disasters, conf...
08/05/2026

On World Red Cross Day, we pay tribute to the millions of who serve as the frontline responders during disasters, conflicts, and humanitarian crises, demonstrating extraordinary altruism and compassion by prioritizing the protection, healing, and salvation of others even in the face of personal adversity, thereby keeping the spirit of humanity vibrant even in its darkest moments.


Dudnu Foundation Trust Dudnu TV

A free press is the fundamental pillar of democracy, and the preservation of press freedom is essential to maintaining a...
03/05/2026

A free press is the fundamental pillar of democracy, and the preservation of press freedom is essential to maintaining all other freedoms.

On World Press Freedom Day, we pay tribute to the unbiased press as the guardian of truth and the representative of the people's voice.

Let us commit to safeguarding this liberty, protecting journalists, and ensuring their unwavering dedication to revealing the truth continues to fortify justice and liberty.



Dudnu Foundation Trust Dudnu TV

ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି । ବିଶ୍ୱବନ୍ଦିତ ଭଗବାନ ବୁଦ୍ଧଙ୍କ ଦର୍ଶନରେ ...
01/05/2026

ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି । ବିଶ୍ୱବନ୍ଦିତ ଭଗବାନ ବୁଦ୍ଧଙ୍କ ଦର୍ଶନରେ ଓଡ଼ିଶାର ସଂସ୍କୃତି ଓ ମାଟି ସଦା ଦୀପ୍ତିମାନ । ଆମ ରାଜ୍ୟର ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ପୁଷ୍ପଗିରି ଭଳି ପ୍ରାଚୀନ ବୌଦ୍ଧ ବିହାରଗୁଡ଼ିକ ବିଶ୍ୱ ଶାନ୍ତି ଏବଂ ଜ୍ଞାନର କେନ୍ଦ୍ର ଭାବେ ଓଡ଼ିଶାର ଗୌରବମୟ ଇତିହାସକୁ ପ୍ରତିପାଦିତ କରେ । ଭଗବାନ ବୁଦ୍ଧଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଆସନ୍ତୁ ଆମ ଜୀବନରେ କରୁଣା, ମୈତ୍ରୀ ଓ ମାନବିକତାକୁ ଶ୍ରେଷ୍ଠ ସ୍ଥାନ ଦେବା ଏବଂ ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା ।




Dudnu Foundation Trust Dudnu TV

ଶ୍ରମିକମାନେ ଦେଶ ଓ ରାଜ୍ୟ ବିକାଶର ମେରୁଦଣ୍ଡ। ଶ୍ରମିକମାନଙ୍କର ଅତୁଳନୀୟ ତ୍ୟାଗ ଓ ନିଷ୍ଠା ପ୍ରତି ଆମ୍ଭେ ଆନ୍ତରିକ ସମ୍ମାନ ଜ୍ଞାପନ କରୁଛୁ। ବି...
01/05/2026

ଶ୍ରମିକମାନେ ଦେଶ ଓ ରାଜ୍ୟ ବିକାଶର ମେରୁଦଣ୍ଡ। ଶ୍ରମିକମାନଙ୍କର ଅତୁଳନୀୟ ତ୍ୟାଗ ଓ ନିଷ୍ଠା ପ୍ରତି ଆମ୍ଭେ ଆନ୍ତରିକ ସମ୍ମାନ ଜ୍ଞାପନ କରୁଛୁ। ବିଜୁ ଜନତା ଦଳ ସରକାର ଶ୍ରମିକମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ କଲ୍ୟାଣ ପାଇଁ ନୂତନ ଇତିହାସ ରଚିଛି। ବିକାଶର ଧାରାରେ ଶ୍ରମିକମାନଙ୍କ ସୁଖ ଓ ସୁବିଧା ନିଶ୍ଚିତ କରିବା ପ୍ରତି ଆମ୍ଭେମାନେ ସର୍ବଦା ସମର୍ପିତ।



Dudnu Foundation Trust Dudnu TV

ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାପୂତ ଶ୍ରଦ୍ଧାଞ୍ଜଳି। ସେ କେବଳ ଜଣେ ବ୍ୟକ୍ତି...
28/04/2026

ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାପୂତ ଶ୍ରଦ୍ଧାଞ୍ଜଳି। ସେ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଜାଗ୍ରତ ଅନୁଷ୍ଠାନ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳ ସୂତ୍ରଧର। ତାଙ୍କର ଅକୁତୋଭୟ ସାହସ ଏବଂ ସ୍ୱଦେଶୀ ଚିନ୍ତାଧାରା ଆଜି ବି ପ୍ରତିଟି ଓଡ଼ିଆଙ୍କ ଅନ୍ତରରେ ଶିହରଣ ସୃଷ୍ଟି କରେ। ଆସନ୍ତୁ, ମଧୁବାବୁଙ୍କ ଜୟନ୍ତୀରେ ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିବାକୁ ପୁନଃ ସଂକଳ୍ପବଦ୍ଧ ହେବା।



Dudnu Foundation Trust Dudnu TV

Address

Bhubaneswar
751006

Telephone

+919438077544

Website

Alerts

Be the first to know and let us send you an email when Dr.Bandana Harichandan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Dr.Bandana Harichandan:

Share

Category