OBC Morcha, BJP Odisha

OBC Morcha, BJP Odisha Official Page of BJP OBC Morcha, Odisha Pradesh.

06/05/2025

ମୋଦି ସରକାରଙ୍କ ଜାତି ଜନଗଣନା ନିଷ୍ପତି, ଏକ ଯୁଗାନ୍ତକାରୀ ପଦକ୍ଷେପ ।

16/09/2024
୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ଦେଶ ବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.ଭାରତ ମାତା କି ଜୟ 🙏🙏🙏
15/08/2024

୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ଦେଶ ବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.
ଭାରତ ମାତା କି ଜୟ 🙏🙏🙏



ଓଡ଼ିଶା କୁ 2036 ସୁଦ୍ଧା $500 ବିଲିଅନ ଅର୍ଥନୀତି ଓ 2047 ସୁଦ୍ଧା $1.5 ଟ୍ରିଲିଅନ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି ମୋହନ ସରକା...
08/08/2024

ଓଡ଼ିଶା କୁ 2036 ସୁଦ୍ଧା $500 ବିଲିଅନ ଅର୍ଥନୀତି ଓ 2047 ସୁଦ୍ଧା $1.5 ଟ୍ରିଲିଅନ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର.

ବିଜେଡି ସରକାର ଦ୍ଵାରା ପ୍ରତାରିତ OBC ଓ SCBC ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଯୋଗାଇଦେବା ପାଇଁ ଆଜି OBC ମୋର୍ଚ୍ଚା ରାଜ୍ୟ ସଭାପତ...
08/08/2024

ବିଜେଡି ସରକାର ଦ୍ଵାରା ପ୍ରତାରିତ OBC ଓ SCBC ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଯୋଗାଇଦେବା ପାଇଁ ଆଜି OBC ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ Surath Biswal ଭାଇଙ୍କ ନେତୃତ୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ OBC ମୋର୍ଚ୍ଚା ପ୍ରତିନିଧି ଦଳ ।

ଦେଶବାସୀ ଙ୍କ ମଧ୍ୟରେ ରାଷ୍ଟ୍ରବାଦର ଭାବନା ଉଦ୍ଜିବିତ କରିବା ପାଇଁ ବିଜେପି ପକ୍ଷରୁ ପ୍ରତି ଅଗଷ୍ଟ ମାସରେ ପାଳନ ହେଉଥିବା ତ୍ରିରଙ୍ଗା ଅଭିଯାନରେ...
08/08/2024

ଦେଶବାସୀ ଙ୍କ ମଧ୍ୟରେ ରାଷ୍ଟ୍ରବାଦର ଭାବନା ଉଦ୍ଜିବିତ କରିବା ପାଇଁ ବିଜେପି ପକ୍ଷରୁ ପ୍ରତି ଅଗଷ୍ଟ ମାସରେ ପାଳନ ହେଉଥିବା ତ୍ରିରଙ୍ଗା ଅଭିଯାନରେ ଆସନ୍ତୁ ସମସ୍ତେ ସାମିଲ ହେବା।

25/07/2024
25/07/2024

ଏମଏସଏମଇ ମାଧ୍ୟମରେ ଦେଶର ଆର୍ଥିକ କ୍ଷେତ୍ରକୁ ମଜଭୁତ କରୁଛନ୍ତି ମୋଦୀ ସରକାର ।

25/07/2024

ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ମୋଦୀ ସରକାର ସଦାସର୍ବଦା ଆଗଭର

25/07/2024

ୟୁନିଅନ ବଜେଟ 2024

ଟିକସରୁ ଓଡ଼ିଶା ପାଇବ ₹୫୬୪୩୭ କୋଟି

- ଟିକସ ଓ ଶୁଳ୍କ ବାବଦରେ ଓଡ଼ିଶାକୁ ମିଳିବ ₹୫୬,୪୩୭ କୋଟି ୭୪ ଲକ୍ଷ ଟଙ୍କା
- ଗତ ବଜେଟ ତୁଳନାରେ ₹୬୪୬୨ କୋଟି ୭ ଲକ୍ଷ ଅଧିକ

25/07/2024

ସଶକ୍ତ କୃଷକ, ସମୃଦ୍ଧ ଭାରତ..

25/07/2024

ଗରିବ କଲ୍ୟାଣ ଆମର ପ୍ରାଥମିକତା

Address

BJP State Office
Bhubaneswar
751001

Alerts

Be the first to know and let us send you an email when OBC Morcha, BJP Odisha posts news and promotions. Your email address will not be used for any other purpose, and you can unsubscribe at any time.

Share