04/06/2026
ଆପଣଙ୍କ ଟ୍ରେଡ ଲାଇସେନ୍ସର ନବୀକରଣ କିମ୍ବା ନୂଆ ଲାଇସେନ୍ସ ପାଇଁ ଅସୁବିଧା ଭୋଗୁଛନ୍ତି କି ? ଏଣିକି ଚୁଟକିରେ ଯେକୌଣସି ସମୟରେ, ଯେକୌଣସି ଠାରେ ଆପଣ ଅତି ସହଜରେ ଏବଂ ଶୀଘ୍ର Bhubanswar.me ଆପ୍ ଜରିଆରେ ଆବେଦନ କରିପାରିବେ।
Bhubaneswar Municipal CorporationBhubaneswar Development Authority - BDAHousing & Urban Development Department, Govt. of Odisha