16/09/2025
ସାରା ରାଜ୍ୟରୁ ଉଠିବ ପ୍ରତିବାଦର ସ୍ବର, ମହିଳାଙ୍କ ସୁରକ୍ଷା ପାଇଁ ସବୁ ଜିଲ୍ଲାରେ ହେବ ବିକ୍ଷୋଭ।
ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ୧୭ ତାରିଖରେ ସବୁ ଜିଲ୍ଲାର ଏସପିଙ୍କ କାର୍ଯ୍ୟାଳୟରେ ଧାରଣା ଦେବ ବିଜୁ ମହିଳା ଜନତା ଦଳ।
ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି। ୧୪ ମାସର ବିଜେପି ଶାସନରେ ମହିଳାମାନେ ସବୁଠୁ ଅସୁରକ୍ଷିତ।
ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା ଏହାର ସଦ୍ୟତମ ଉଦାହରଣ।
#ହଟାଅବିଜେପି