BJP KISAN Morcha Odisha

BJP KISAN Morcha Odisha Official page of BJP Kisan Morcha, Odisha Pradesh Agriculture Information

04/09/2026

ଚଳିତ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ବିଷୟରେ ସୂଚନା।

Bharatiya Janata Party (BJP)
भाजपा किसान मोर्चा
BJP Odisha
Nitin Nabin Banshilal Gurjar
Manmohan Samal
Subhransu Mohan Padhi

04/09/2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଡିବିଟି ମାଧ୍ୟମରେ ସିଏମ୍ କିଷାନ ଯୋଜନାର ପଞ୍ଚମ କିସ୍ତି ହସ୍ତାନ୍ତର କରିଛନ୍ତି

Mohan Charan Majhi
Bharatiya Janata Party (BJP)
BJP Odisha
Nitin Nabin Banshilal Gurjar
Manmohan Samal
Subhransu Mohan Padhi

04/09/2026

ଆଜି କଟକ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କୃଷି ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରାଯାଇଛି।

ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ, କଟକ ସଦର ବିଧାନସଭା ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠି, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ମୁଖ୍ୟ କୃଷି ଅଧିକାରୀ ଯୋଗଦାନ ଦେଇଥିଲେ।

Bharatiya Janata Party (BJP)
भाजपा किसान मोर्चा
BJP Odisha
Nitin Nabin Banshilal Gurjar
Manmohan Samal
Subhransu Mohan Padhi

ଆଜି କଟକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା 'ସିଏ...
04/09/2026

ଆଜି କଟକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ
ଠାରେ ଆୟୋଜିତ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା 'ସିଏମ୍ - କିଷାନ' ଯୋଜନା (ରବି ୨୦୨୬-୨୭) ଅଧୀନରେ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଯୋଗ ଦେଇଥିଲେ ।

ଏହି ଯୋଜନା ମାଧ୍ୟମରେ ରାଜ୍ୟର ୪୧ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର, ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ଓ ଭୂମିହୀନ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର (DBT) ମାଧ୍ୟମରେ ୮୩୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ସିଧାସଳଖ ହସ୍ତାନ୍ତର କରାଗଲା। ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେଇ ସେମାନଙ୍କୁ ସଶକ୍ତ କରିବା ସହ କୃଷି କାର୍ଯ୍ୟରେ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ।
ଆମ ସରକାର ସର୍ବଦା ଚାଷୀର ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି କହିଥିଲେ ଶ୍ରୀ ପାଢ଼ୀ।

ଏହି ଅବସରରେ କଟକ ସଦର ବିଧାନସଭା ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠି, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ମୁଖ୍ୟ କୃଷି ଅଧିକାରୀ ଅତିଥି ଭାବେ ଯୋଗଦାନ ଦେଇଥିଲେ।

Bharatiya Janata Party (BJP)
BJP Odisha
भाजपा किसान मोर्चा
Nitin Nabin Banshilal Gurjar
Manmohan Samal
Subhransu Mohan Padhi

04/09/2026

କଟକ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ 'ସିଏମ କିଷାନ ରବି ୨୦୨୬-୨୭ ସହାୟତା ରାଶି' ହସ୍ତାନ୍ତର କାର୍ଯ୍ୟକ୍ରମ ରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ଅଭିଭାଷଣ।



Bharatiya Janata Party (BJP)
भाजपा किसान मोर्चा
BJP Odisha
Nitin Nabin Banshilal Gurjar
Manmohan Samal
Subhransu Mohan Padhi

ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ ପାଇଁ ଖୁସି ଖବର!ଭୁବନେଶ୍ବରସ୍ଥିତ OUAT କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମ...
04/09/2026

ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ ପାଇଁ ଖୁସି ଖବର!

ଭୁବନେଶ୍ବରସ୍ଥିତ OUAT କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ସିଏମ କିଷାନ ରବି ୨୦୨୬-୨୭ ସହାୟତା ରାଶି' ହସ୍ତାନ୍ତର ହୋଇଛି।

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 'ସିଏମ୍-କିସାନ୍' (ରବି ୨୦୨୬-୨୭) ଯୋଜନା ଅଧୀନରେ ରାଜ୍ୟର ଚାଷୀଙ୍କ ଖାତାକୁ ସିଧାସଳଖ ଆସିଛି ଆର୍ଥିକ ସହାୟତା।

ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (DBT ମାଧ୍ୟମରେ) ₹୨,୦୦୦ ଟଙ୍କା ପଠା ଯାଇଛି। ଏହି କିସ୍ତି ମାଧ୍ୟମରେ ମୋଟ ୮୩୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥକ ସହାୟତା ବଣ୍ଟନ ହୋଇଛି।
ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର, ଭୂମିହୀନ କୃଷକ ପରିବାର ଏବଂ ବିଶେଷ ଭାବେ ଅନୁନ୍ନତ ଜନଜାତି (PVTG) ସମୁଦାୟ ଉପକୃତ ହେବେ।

ଭୁବନେଶ୍ବରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଯୋଗଦେଇ ଚାଷୀଙ୍କୁ 'ସିଏମ୍-କିସାନ୍' କିସ୍ତି ପ୍ରଦାନ କରିବେ । ଏହାଦ୍ବାରା ଜିଲ୍ଲାସ୍ତରରେ ମଧ୍ୟ ଯୋଜନାର ଲାଭ ହିତାଧୂକାରୀଙ୍କ ପାଖରେ ପହଞ୍ଚିବ ।

ରବି ଫସଲ ସମୟରେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ ଆବଶ୍ୟକୀୟ କୃଷି ସାମଗ୍ରୀ କିଣିବା ପାଇଁ ଏହି ସହାୟତା ଚାଷୀମାନଙ୍କ ଆର୍ଥିକ ବୋଝ ହାଲୁକା କରିବ। କୃଷି କ୍ଷେତ୍ରର ବିକାଶ, ସ୍ୱଚ୍ଛତା ଏବଂ କୃଷକଙ୍କ ସଶକ୍ତିକରଣ ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ।



Mohan Charan Majhi
Bharatiya Janata Party (BJP)
भाजपा किसान मोर्चा
BJP Odisha
Nitin Nabin Banshilal Gurjar
Manmohan Samal
Subhransu Mohan Padhi

ସିଏମ୍ କିଷାନ ରବି ୨୦୨୬-୨୭ ସହାୟତା ରାଶି ହସ୍ତାନ୍ତର || Disbursement of CM...

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ସିଏମ କିଷାନ ରବି ୨୦୨୬-୨୭ ସହାୟତା ରାଶି' ହସ୍ତାନ୍ତର।Bharatiya Janata Party (BJP) भ...
04/09/2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ସିଏମ କିଷାନ ରବି ୨୦୨୬-୨୭ ସହାୟତା ରାଶି' ହସ୍ତାନ୍ତର।

Bharatiya Janata Party (BJP)
भाजपा किसान मोर्चा
BJP Odisha
Nitin Nabin Banshilal Gurjar
Manmohan Samal
Subhransu Mohan Padhi

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।  #ଜନ୍ମାଷ୍ଟମୀ
04/09/2026

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

#ଜନ୍ମାଷ୍ଟମୀ

04/09/2026

କୃଷକଙ୍କ କଲ୍ୟାଣ ଓ ସଶକ୍ତିକରଣ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୨୦୨୬ ରବି ଋତୁ ପାଇଁ ‘ସିଏମ୍ କିଷାନ’ ସହାୟତା ପ୍ରଦାନ କରାଯିବ ।

କୃଷକଙ୍କୁ ସାରର ସୁଗମ ଯୋଗାଣ ସୁନିଶ୍ଚିତ କରୁଛନ୍ତି ବିଜେପି ସରକାର ।Bharatiya Janata Party (BJP) भाजपा किसान मोर्चा BJP Odisha Nit...
04/09/2026

କୃଷକଙ୍କୁ ସାରର ସୁଗମ ଯୋଗାଣ ସୁନିଶ୍ଚିତ କରୁଛନ୍ତି ବିଜେପି ସରକାର ।

Bharatiya Janata Party (BJP)
भाजपा किसान मोर्चा
BJP Odisha
Nitin Nabin Banshilal Gurjar
Manmohan Samal
Subhransu Mohan Padhi

Address

BJP State Office, Odisha Pradesh
Bhubaneswar
751001

Alerts

Be the first to know and let us send you an email when BJP KISAN Morcha Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJP KISAN Morcha Odisha:

Shortcuts

Share