Commerce & Transport Department Government of Odisha

Commerce & Transport Department Government of Odisha Commerce & Transport Department, Government of Odisha. http://ct.odisha.gov.in/

https://twitter.com Directorate of Ports & Inland Water Transport, Bhubaneswar.

The Commerce & Transport is an independent Department of the Commerce & Transport Department in the Secretariat Administration of Government of odisha, The department looks after development of PORTS and RAILWAYS in Odisha. Along with these, it has two Heads of Departments under its administrative control, namely:

1. Directorate of Printing, Stationery & Publication, Odisha, Cuttack.

2. The Depa

rtment oversees the Odisha State Road Transport Corporation (OSRTC) for offering public transport in the State. And also, the department, through Transport Commissioner office, Cuttack and RTO offices, administers the functions of Vehicular Revenue Collection, Registration of Vehicles, Issue of permits and licenses related to transport sector.

31/08/2026

ରଙ୍ଗ୍-ରୁଟ୍ ଜୀବନର ରଙ୍ଗ ଛଡ଼େଇ ନିଏ, ସର୍ଟକଟ୍ ନାଁରେ ଜୀବନକୁ ସର୍ଟକଟ୍ କରନ୍ତୁ
ନାହିଁ।
'ଶୂନ୍ୟ ମୃତ୍ୟୁ ସପ୍ତାହ'ରେ ସଂକଳ୍ପ ନିଅନ୍ତୁ,ସଡ଼କ ସୁରକ୍ଷା ନିୟମ ମାନି ସୁରକ୍ଷିତ ଘରକୁ ଫେରନ୍ତୁ।

29/08/2026

How to check Which Vehicle Classification Does Your Vehicle Fall Under?

Easily check your vehicle classification online through the official Parivahan website in just a few quick steps.

Website- https://parivahan.gov.in

27/08/2026

ରାଜ୍ୟର ମାତୃଶକ୍ତିଙ୍କ ଆର୍ଥିକ ସଶକ୍ତୀକରଣ ଓ ସ୍ୱାବଲମ୍ବନ ପାଇଁ ଉଦ୍ଦିଷ୍ଟ 'ସୁଭଦ୍ରା' ଯୋଜନାର ପରବର୍ତ୍ତୀ କିସ୍ତି ଆସନ୍ତାକାଲି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି (DBT) ମାଧ୍ୟମରେ ହସ୍ତାନ୍ତର କରାଯିବ।

ନାରୀ ସଶକ୍ତୀକରଣକୁ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ସଂକଳ୍ପ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବ।


27/08/2026
ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା

25/08/2026

ଏଥର ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ କରନ୍ତୁ ଏକ ସ୍ୱତନ୍ତ୍ର 'ସୁରକ୍ଷା ଚୁକ୍ତି' ଏବଂ ପାଆନ୍ତୁ ସାର୍ଟିଫିକେଟ୍। ଏଥିପାଇଁ ପୋଷ୍ଟରରେ ଦିଆଯାଇଥିବା ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ। ରାଜ୍ୟ ପରିବହନ ପ୍ରାଧିକରଣର ଏହି ଅଭିନବ ତଥା ସ୍ଵତନ୍ତ୍ର ଅଭିଯାନରେ ସାମିଲ ହୁଅନ୍ତୁ। ନିଜର ସାର୍ଟିଫିକେଟ୍‌କୁ ସୋସିଆଲ୍ ମିଡ଼ିଆ ପେଜ୍‌ରେ ପୋଷ୍ଟ କରିବା ସହିତ STA, Odisha ର ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ଟ୍ୟାଗ୍ କରନ୍ତୁ।

ୱେବସାଇଟ୍-https://odishatransport.gov.in



fans

25/08/2026

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ମାଧ୍ୟମରେ ଲୋକଙ୍କ ସମସ୍ୟାର ହେଉଛି ତ୍ୱରିତ ସମାଧାନ ।

୨୦ତମ ପାଳିରେ ୬୦୦ରୁ ଊର୍ଦ୍ଧ୍ୱ ଅଭିଯୋଗପତ୍ର ଗ୍ରହଣ କରାଯାଇଛି । ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥାରେ ୧୬ ଜଣଙ୍କୁ ଚିକିତ୍ସା ପାଇଁ ₹୧୪.୫୦ ଲକ୍ଷର ସହାୟତା ପ୍ରଦାନ କରାଯାଇଛି । ୧୯ ତମ ପାଳି ସୁଦ୍ଧା ଗ୍ରହଣ ହୋଇଥିବା ଅଭିଯୋଗ ମଧ୍ୟରୁ ୯୫ % ଅଭିଯୋଗର ହୋଇଛି ସମାଧାନ ।

22/08/2026

Address

Orissa State Secretariat
Bhubaneswar
751001

Alerts

Be the first to know and let us send you an email when Commerce & Transport Department Government of Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Commerce & Transport Department Government of Odisha:

Shortcuts

Share