SUCI Liberation

SUCI Liberation STRUGGLE UNITY PROGRESS

12/02/2026

Suci(c) ତଥା ସର୍ବହରା ମଠର ମହାନ୍ ଅଳସୁଆ ଓ ସୁବିଧା ବାଦି ବିପ୍ଳବୀ ହେଉଛନ୍ତି, ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ।

STRUGGLE UNITY PROGRESS

12/02/2026

Suci (c) ର ଓଡ଼ିଶା ରାଜ୍ୟ ଅଫିସ ରେ ପୁରୁଷ ଓ ମହିଳା ବିପ୍ଳବୀ ଆବଶ୍ୟକ।ଯେଉଁ ବେକାର ଯୁବକ ଓ ଯୁବତୀ ମାନେ ବେକାର ଅଛନ୍ତି,suci(c) ତଥା ସର୍ବହାର ପାର୍ଟି ତଥା ସର୍ବହରା ମଠରେ ଯୋଗଦାନ କରିବା ପାଇଁ ଇଛୁକ ଅଟନ୍ତି।ଦୟା କରି ଯୋଗା ଯୋଗ କରନ୍ତୁ। ସର୍ବହରା ମହାନ୍ ଅଳସୁଆ ଓ ସୁବିଧାବାଦୀ ବିବ୍ଲବି ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ଙ୍କୁ।ଫୋନ ନ.9337088307। ରହିବା ଏ ବଙ୍ଗ ଖାଇବା ସମ୍ପୂର୍ଣ୍ଣ ମାଗଣା।

24/12/2025

ଶିଶୁପାଳ ଗଡ ଜୟଗୁରୁରେ ପୁଣି ଲଜ୍ଜ୍ୟା ଏହି ଘଟଣା ଘଟିଛି ଶିଶୁପାଳ ଗଡ ରେ। ଶିଶୁପାଳ ଗଡ ର ବ୍ରାମନନିଯୋଗ ସମିତି ର ପ୍ରାୟ ସତୁରି ହଜାରରୁ ଅସି ହଜାର ଟଙ୍କା କୁ ଶିଶୁପାଳ ଗଡ ର ଜୟଗୁର ଯୁବରାଜ ସଞ୍ଜୟ କୁମାର ନନ୍ଦ ଓରଫ ପାପୁ ଖାଇ ଚଲୁ କରିଦେଇଛି । ବ୍ରାହ୍ମଣ ସମିତି ଟଙ୍କା ମାଗିବାରୁ ମୁଁ କି ଟଙ୍କା ଜାଣି ନାହିଁ।ତେଣୁ ଏହି ମହାନ୍ ଠକକୁ ଭଲ ଭାବରେ ଚିହ୍ନ ତୁ।

09/04/2025

ଓଡିଶା ରେ SUCI communist ର ବିପ୍ଳବ ଏବେ ଘରମୁଁହା.....
ଅଫିସ ରେ ଅବସ୍ଥାପିତ କର୍ମୀ ଏବଂ ନେତା ପରସ୍ପର ମଧ୍ୟରେ ବିବାହ କରିବେ ଏବଂ ସନ୍ତାନ ଜନ୍ମ ଓ ଲାଳନପାଳନ କରିବା ମଧ୍ୟରେ ସୀମିତ, ଏହାହିଁ ସର୍ବହରା ଏକାନାୟକତ୍ୱ ର ଅନିବାର୍ଯ୍ୟ ଚିହ୍ନ

09/04/2025

Address

PLOT NO./68/3415, SISUPALGARH CHAKA
Bhubaneswar

Website

Alerts

Be the first to know and let us send you an email when SUCI Liberation posts news and promotions. Your email address will not be used for any other purpose, and you can unsubscribe at any time.

Share