Leadership Bytes

Leadership Bytes Contact information, map and directions, contact form, opening hours, services, ratings, photos, videos and announcements from Leadership Bytes, Social service, Odisha, Bhubaneswar.

ପଦ୍ମପୁର ଉପ ନିର୍ବାଚନରେ ସଫଳ ପ୍ରଦର୍ଶନ ପରେ ଏବେ ଝାରସୁଗୁଡା ପାଇଁ ବାଲେଶ୍ୱର ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସଙ୍କ ଉପରେ ...
20/04/2023

ପଦ୍ମପୁର ଉପ ନିର୍ବାଚନରେ ସଫଳ ପ୍ରଦର୍ଶନ ପରେ ଏବେ ଝାରସୁଗୁଡା ପାଇଁ ବାଲେଶ୍ୱର ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସଙ୍କ ଉପରେ ଗୁରୁ ଦାୟିତ୍ୱ l

ବାଲେଶ୍ୱର ଉପ ନିର୍ବାଚନରେ ବିଧାୟକ ସ୍ୱରୂପ ଦାସଙ୍କ ପାଇଁ ସ୍ବର୍ଗତ ନବ ଦାସ ପ୍ରଚାର ଦାୟିତ୍ୱ ନେଇଥିବା ବେଳେ ଏବେ ଝିଅ ଦୀପାଳି ଦାସଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ଦାୟିତ୍ୱ ନେଇଛନ୍ତି ବିଧାୟକ ସ୍ୱରୂପ କୁମାର ଦାସ l

20/08/2022

ବାଲେଶ୍ଵର ସହରର ଆକତପୁର ସ୍ଥିତ ଇସ୍କନ ମନ୍ଦିରରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ ଉତ୍ସବରେ ଯୋଗଦାନ ଶ୍ରୀକୃଷ୍ଣ ଲୀଳାର ଦିବ୍ୟ ମୁହୂର୍ତ୍ତକୁ ଉପଭୋଗ କରିଛନ୍ତି ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ l



ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ : ଖୁବଶୀଘ୍ର ବାଲେଶ୍ୱର ଚାନ୍ଦିପୁରରେ ହେବ ପ୍ରତିରକ୍ଷା ସଂଗ୍ରହାଲୟ l
20/08/2022

ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ : ଖୁବଶୀଘ୍ର ବାଲେଶ୍ୱର ଚାନ୍ଦିପୁରରେ ହେବ ପ୍ରତିରକ୍ଷା ସଂଗ୍ରହାଲୟ l



19/08/2022

‘ #ମୋ_ପାଇଁ_ପ୍ରତିଟି_ଜୀବନ_ମୂଲ୍ୟବାନ’
ଭୟଭୀତ ହୁଅନ୍ତୁ ନାହିଁ, ପ୍ରଶାସନର ନିର୍ଦ୍ଦେଶ ପାଳନ କରନ୍ତୁ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ନିଜେ ସୁରକ୍ଷିତ ରୁହନ୍ତୁ, ନିଜ ପରିବାରର ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ: ନବୀନ ପଟ୍ଟନାୟକ

19/08/2022

ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ସଦର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ବନ୍ୟା ପାଇଁ ପ୍ରଶାସନ ତରଫରୁ ହୋଇଥିବା ବ୍ୟାପକ ପ୍ରସ୍ତୁତି ଏବଂ ନଦୀ କୂଳିଆ ଅଞ୍ଚଳ ଉପରେ କଡ଼ା ନଜର ରଖିବା ସହ ଜୀବନ ଜୀବିକା ଉପରେ କିଛିବି ବିପଦ ସଂକେତ ଆସିଲେ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତରଣ କରିବା ବାବଦରେ ଆଲୋଚନା କରିଛନ୍ତି l



18/08/2022

ବାଲେଶ୍ୱରରେ ଅତ୍ୟାଧୁନିକ ଲଣ୍ଡ୍ରି #ମିଷ୍ଟର_ବ୍ଲୁ

ମିଷ୍ଟର୍ ବ୍ଲୁ’କୁ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।

ଆଗୁଆ ବୁକିଂ କଲେ ଦୁଇଘଂଟା ମଧ୍ୟରେ ସଂସ୍ଥାର କର୍ମଚାରୀ ଲୋକଙ୍କ ଘରୁ ଏସବୁ ଜିନିଷ ଆଣି ମାଗଣାରେ ଡେଲିଭରି ଦେଇପାରିବେ ।

ଅତିକମ୍‌ରେ ୫କିଲୋ ଓଜନର ଲୁଗାପଟା ଦେଲେ ପୃଥକ୍ ଭାବେ ସଫେଇ କରାଯାଇପାରିବ । ୫କିଲୋ ପାଇଁ ୩୦୦ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ।



18/08/2022

ଆଶା କରୁଛୁ #ବିକ୍ରମ_ଭାଇ ସମସ୍ତ ଉତ୍ତର ପାଇ ସନ୍ତୁଷ୍ଟି ଲାଭ କରିଥିବେ l

ବାଲେଶ୍ୱର ବିକାଶର ଅନିୟମିତତା ପ୍ରସଙ୍ଗ ଉପରେ ବିକ୍ରମ ପଣ୍ଡା ଉଠାଇଥିବା ପ୍ରଶ୍ନର ଗୋଟି ଗୋଟି ଉତ୍ତର ଦେଇଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଏବଂ କହିଛନ୍ତି କି ବାଲେଶ୍ୱର ବିକାଶର ସାରଥୀ ହୁଅନ୍ତୁ ବାଧକ ନୁହଁ l

18/08/2022

ଚାନ୍ଦିପୁର ଓ ତରଫରୁ ଅନୁଷ୍ଠିତ ସ୍ୱଛତା ଅଭିଯାନରେ ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି l



17/08/2022

ଆଜି ବାଲେଶ୍ବର ଗସ୍ତରେ ଆସିଥିବା ଓଡିଶାର ମାନ୍ୟବର ଆଇଟି, କ୍ରୀଡ଼ା, ଯୁବ ବ୍ୟାପାର ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କୁ ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସଙ୍କ ଦ୍ୱାରା ବାଲେଶ୍ବର ସର୍କିଟ ହାଉସରେ ସ୍ୱାଗତ ସମ୍ବର୍ଦ୍ଧନା ।

16/08/2022

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ହେବ l
ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ଆହ୍ୱାନ କ୍ରମେ ବାଲେଶ୍ୱର ଟାଉନ ବିଜୁ ଯୁବ ଜନତା ଦଳ ଆନୁକୂଲ୍ୟରେ ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ବାଲେଶ୍ୱର ସହର ବାରବାଟୀ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ l


@25

16/08/2022

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସାରା ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ l ଏହି ଅବସରରେ ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ବିଭିନ୍ନ ଅନୁଷ୍ଠାନରେ ଯୋଗଦାନ କରି ପତାକା ଉତ୍ତୋଳନ କରିବା ସହ ସମସ୍ତଙ୍କୁ #ସ୍ୱାଧୀନତାଦିବସ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l



Address

Odisha
Bhubaneswar

Website

Alerts

Be the first to know and let us send you an email when Leadership Bytes posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Leadership Bytes:

Share

Category