ସଂଗଠିତ ହିନ୍ଦୁ ସମାଜ, AIIMS

ସଂଗଠିତ ହିନ୍ଦୁ ସମାଜ, AIIMS गर्व से कहो,
हम हिन्दू है। 🚩

17/07/2026

ଗୋ ସମ୍ମାନ ଆହ୍ୱାନ ଅଭିଯାନ ନିମନ୍ତେ ଅରିସଲ ଓ ରେତଙ୍ଗ ଗ୍ରାମରେ ହସ୍ତାକ୍ଷର ସଂଗ୍ରହ ଅଭିଯାନ।

#ଜୟଶ୍ରୀରାମ 🙏🏻
#ଗୋସମ୍ମାନଆହ୍ୱାନଅଭିଯାନ 🚩

 #ଏପ୍ରିଲ_୨୭_ତହସିଲ୍‌_ଚାଲ ଆଜି ଆମ ସଂଗଠନର ଭାଇମାନଙ୍କୁ ନେଇ  #ଗୋସମ୍ମାନଆହ୍ୱାନଅଭିଯାନ  ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। #ଜୟଗୋମା...
25/04/2026

#ଏପ୍ରିଲ_୨୭_ତହସିଲ୍‌_ଚାଲ
ଆଜି ଆମ ସଂଗଠନର ଭାଇମାନଙ୍କୁ ନେଇ #ଗୋସମ୍ମାନଆହ୍ୱାନଅଭିଯାନ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

#ଜୟଗୋମାତା 🚩
#ଜୟଶ୍ରୀରାମ 🙏🏻
#ସଂଗଠିତହିନ୍ଦୁସମାଜ_ଏମ୍ସ 🚩

ଆସନ୍ତା ଶନିବାର ସଂଧ୍ୟାରେ, ଏମ୍ସ ଅଞ୍ଚଳରେ ବସବାସ କରୁଥିବା ତଥା ସମସ୍ତ ଗ୍ରାମର ହିନ୍ଦୁ ମାନଙ୍କୁ ନେଇ ଦାମୋଦରପୁର ମହାଦେବ ମନ୍ଦିର ଠାରେ ଏକ ବ...
22/01/2026

ଆସନ୍ତା ଶନିବାର ସଂଧ୍ୟାରେ, ଏମ୍ସ ଅଞ୍ଚଳରେ ବସବାସ କରୁଥିବା ତଥା ସମସ୍ତ ଗ୍ରାମର ହିନ୍ଦୁ ମାନଙ୍କୁ ନେଇ ଦାମୋଦରପୁର ମହାଦେବ ମନ୍ଦିର ଠାରେ ଏକ ବିଶାଳ 'ହିନ୍ଦୁ ସମ୍ମିଳନୀ' ହେବାକୁ ଯାଉଛି। ଏଥିରେ ସମସ୍ତ ହିନ୍ଦୁ ପରିବାର ମାନଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ।

ଜୟ ଶ୍ରୀରାମ 🙏🏻

Address

AIIMS Bhubaneswar
Bhubaneswar
751019

Website

Alerts

Be the first to know and let us send you an email when ସଂଗଠିତ ହିନ୍ଦୁ ସମାଜ, AIIMS posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category