BKS Odisha

BKS Odisha Contact information, map and directions, contact form, opening hours, services, ratings, photos, videos and announcements from BKS Odisha, Social service, Saheed Nagar, OD, Bhubaneswar.

07/10/2022

Farmers strike reached 100 days. They are in contract partnership with the Poultry Companies.Bigger partner is Integrator Poultry Companies which are profiteering but the junior partner is loosing.
Poultry Companies have been imposing complex irrational terms & conditions on Growing Charge,Administration Charge,FCR,Rate Incentives, Supervising etc. on farmers.

15/06/2022

ଭାରତୀୟ କିସାନ୍ ସଂଘ ଅଭ୍ୟାସ ଶିବିର
''''' ''' ''' '''' ''' '' '''’ '' ''' ''''
ପୂରୀ,ତା ୧୪-୦୬-୨୦୨୨ ରିଖ।
ଭାରତୀୟ କିସାନ୍ ସଂଘ ର ପ: ବଙ୍ଗଳା ଓ ଓଡ଼ିଶା ରାଜ୍ୟ କମିଟି କାର୍ଯ୍ୟକର୍ତ୍ତା ମାନଙ୍କର ଏକ ଜରୁରୀ ଅଭ୍ୟାସ ଶିବିର ହରଚଣ୍ଡି ସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ
ଅନୁଷ୍ଠିତ ହୋଇଯାଇଛି। ଜୁନ୍ ୧୨ ଓ ୧୩ ତାରିଖ ଧରି ଚାଲିଥିବା ଏହି ଶିବିରର ଲକ୍ଷ୍ୟ ପୂର୍ବ ଭାରତର କୃଷକମାନଙ୍କର ଜାଗରଣ । ଏହି କାର୍ଯ୍ୟକ୍ରମରେ ପଚାଶ ଜଣ କୃଷକ ନେତା କିସାନ ସଂଘର ଆଦର୍ଶ, ସଂଗଠନ କୌଶଳ ଓ କାର୍ଯ୍ୟପନ୍ଥା ସହ ସାମ୍ପ୍ରତିକ କୃଷି ସମସ୍ୟା
ସହ ଭବିଷ୍ୟତର ଆହ୍ବାନ ସମ୍ପର୍କରେ ଅବଗତ ହେଲେ। କୃଷକ ହିତ ପାଇଁ ବିହନ,ଜଳସେଚନ,କୃଷି ରସାୟନ,ଗୋ ବଂଶ ସମ୍ବର୍ଦ୍ଧନ, ଜୈବିକ କୃଷି,ମଣ୍ଡି ତଥା ସରକାରୀ ଯୋଜନା ଓ ପର୍ଯାବରଣ ସୁରକ୍ଷା ସମ୍ବନ୍ଧରେ ଆଲୋଚନା ଓ ଅଭ୍ୟାସ ହୋଇଥିଲା।
ଶିବିରର ମାର୍ଗଦର୍ଶକ ଭାବେ ଭା:କି:ସଂ ର
ଅଖିଳ ଭାରତୀୟ ସଂଗଠନ ସମ୍ପାଦକ ଶ୍ରୀମାନ ଦିନେଶ କୂଲକର୍ଣ୍ଣୀ ଓ କ୍ଷେତ୍ର ସଂ ସମ୍ପାଦକ ଶ୍ରୀନିବାସ ଜୀ ଥିଲେ । ଓଡ଼ିଶା ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ସମ୍ପାଦକ ଆଡ୍ଭୋକେଟ୍ ଜାନକୀ ବଲ୍ଲଭ ସ୍ବାଇଁ,ବଙ୍ଗ ସଭାପତି କଲ୍ୟାଣ କୁମାର ମଣ୍ଡଳ ଓ ସଂଗଠନ ସମ୍ପାଦକ ଅନିଲ୍ ରାୟ ଶିବିର ପରିଚାଳନା କରିଥିଲେ।
(Reported by Asim Ranjan Das,Odisha State Prachar Prasar Pramukh )

Eight years Back...This meeting was held in Aug 20th 1914 for Odisha Potato mission which was flopped badly.Without cold...
14/05/2022

Eight years Back...
This meeting was held in Aug 20th 1914 for Odisha Potato mission which was flopped badly.
Without cold chain & food processing plants potato farmers failed to proceed in this "much a do about nothing" of Odisha State Govt.

Address

Saheed Nagar, OD
Bhubaneswar
751007

Website

Alerts

Be the first to know and let us send you an email when BKS Odisha posts news and promotions. Your email address will not be used for any other purpose, and you can unsubscribe at any time.

Share

Category