Sasakta Bhubaneswar

Sasakta Bhubaneswar Contact information, map and directions, contact form, opening hours, services, ratings, photos, videos and announcements from Sasakta Bhubaneswar, Social service, Bhubaneswar.

ସଶକ୍ତ ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ବଡ଼ ଭାଇ ସୁବାଷ ଭାଇ ଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମହାପ୍ରଭୁ ଜଗନ୍ନାଥ ଏବ...
01/06/2023

ସଶକ୍ତ ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ବଡ଼ ଭାଇ ସୁବାଷ ଭାଇ ଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୂ ଲିଙ୍ଗରାଜ ଙ୍କ ଆଶ୍ରିବାଦ୍ ଆପଣ ଙ୍କ ଉପରେ ସଦାସର୍ବଦା ଥାଉ...🎂💐💐💐

ଆଜି ସଶକ୍ତ ଭୁବନେଶ୍ଵର ତରଫ ରୁ ସ୍ମୃତି ଭାଇ ଙ୍କ ଜନ୍ମଦିନ ପାଳନ କରାଗଲା ଏବଂ ଆଗାମୀ ହନୁମାନ ଜୟନ୍ତୀ (ପଣା ସଂକ୍ରାନ୍ତି)ପାଇଁ  କାର୍ଯ୍ୟକ୍ରମ ...
11/04/2023

ଆଜି ସଶକ୍ତ ଭୁବନେଶ୍ଵର ତରଫ ରୁ ସ୍ମୃତି ଭାଇ ଙ୍କ ଜନ୍ମଦିନ ପାଳନ କରାଗଲା ଏବଂ ଆଗାମୀ ହନୁମାନ ଜୟନ୍ତୀ (ପଣା ସଂକ୍ରାନ୍ତି)ପାଇଁ କାର୍ଯ୍ୟକ୍ରମ ର ବିଶେଷ ଆଲୋଚନା କରାଗଲା...।🙏🏻

ଗତକାଲି ସଶକ୍ତ ଭୁବନେଶ୍ଵର ତରଫ ରୁ କୁନା ଭାଇ ଙ୍କ ଜନ୍ମଦିନ ସବୁ ଭାଇ ମାନେ ମିଶି ପାଳନ କରାଗଲା ତତ୍ ସହିତ ଆଗାମୀ ଦିନର ପୋଗ୍ରାମ୍ ବିଷୟ ରେ ମଧ...
11/04/2023

ଗତକାଲି ସଶକ୍ତ ଭୁବନେଶ୍ଵର ତରଫ ରୁ କୁନା ଭାଇ ଙ୍କ ଜନ୍ମଦିନ ସବୁ ଭାଇ ମାନେ ମିଶି ପାଳନ କରାଗଲା ତତ୍ ସହିତ ଆଗାମୀ ଦିନର ପୋଗ୍ରାମ୍ ବିଷୟ ରେ ମଧ୍ଯ ଆଲୋଚନା କରାଗଲା...🙏🏻

ଗତକାଲି Sasakta Bhubaneswar ତରଫ ରୁ Laxmidhar Pradhan ଭାଇ ଙ୍କ ଜନ୍ମଦିନ ପାଳନ କରାଯାଇଥିଲା...🎂💐💐💐
01/04/2023

ଗତକାଲି Sasakta Bhubaneswar ତରଫ ରୁ Laxmidhar Pradhan ଭାଇ ଙ୍କ ଜନ୍ମଦିନ ପାଳନ କରାଯାଇଥିଲା...🎂💐💐💐

ଆଜି ସଶକ୍ତ ଭୁବନେଶ୍ୱର ନେତୃତ୍ବ ରେ ୟୁନିଟ୍ 8 ଠାରେ ପ୍ରଥମ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇ ଅଛି ଏଥିରେ ଆମ ପ୍ରିୟ ଓଡ଼ିଆ ଖାଦ୍ୟ ପଖାଳ ଭୋଜନ ର...
26/03/2023

ଆଜି ସଶକ୍ତ ଭୁବନେଶ୍ୱର ନେତୃତ୍ବ ରେ ୟୁନିଟ୍ 8 ଠାରେ ପ୍ରଥମ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇ ଅଛି ଏଥିରେ ଆମ ପ୍ରିୟ ଓଡ଼ିଆ ଖାଦ୍ୟ ପଖାଳ ଭୋଜନ ର ମଧ୍ଯ ଆୟୋଜନ କରା ଯାଇଥିଲା।।
ତତ୍ ସହିତ ଆଗାମୀ ଦିନରେ କିପରୀ ସଙ୍ଗଠନ ମଜଭୂତ୍ ହେବ ତାହା ମଧ୍ୟ ଆଲୋଚନା ହୋଇଥିଲା...

ଧନ୍ୟବାଦ୍ ସମସ୍ତ ଭାଇ ଏବଂ ଭଉଣୀ ମାନଙ୍କୁ ଆପଣ ମାନଙ୍କ ନେତୃତ୍ବ ରେ ଆଗାମୀ ଦିନରେ ସୁନ୍ଦର ଭୁବନେଶ୍ୱର ଗଢ଼ିବା ସହାୟକ ହେବ...🙏🏻

ଗତକାଲି ତା ୧୨:୦୩:୨୦୨୩ ସଂଧ୍ୟା ରେ ଆମ ସଶକ୍ତ ଭୁବନେଶ୍ଵର ର ଆଗାମୀ ଦିନର ପୋଗ୍ରାମ୍ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି....🙏🏻ଆମ ସୁନ୍ଦର ଭୁ...
13/03/2023

ଗତକାଲି ତା ୧୨:୦୩:୨୦୨୩ ସଂଧ୍ୟା ରେ ଆମ ସଶକ୍ତ ଭୁବନେଶ୍ଵର ର ଆଗାମୀ ଦିନର ପୋଗ୍ରାମ୍ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି....🙏🏻
ଆମ ସୁନ୍ଦର ଭୁବନେଶ୍ୱର ଗଢ଼ିବା ପାଇଁ ଦୟାକରି ଆମ ସହିତ ଯୋଡ଼ି ହୋଇ ଆମ ହାତ ମୁଠାକୁ ଟାଣ କରିବା ପାଇଁ ଅନୁରୋଧ..🙏🏻

ସ୍ନେହ,ପ୍ରେମ ଭାଇଚାରା ର ପର୍ବ ଦୋଳ ପୁର୍ଣିମା ଏବଂ ହୋଲି ର ରଙ୍ଗ ମହୋତ୍ସବ ରେ ସସକ୍ତ ଭୁବନେଶ୍ୱର ର  ପ୍ରଥମ ବୈଠକ ତଥା ହୋଲି ମହୋତ୍ସବ ପାଳନ ହ...
09/03/2023

ସ୍ନେହ,ପ୍ରେମ ଭାଇଚାରା ର ପର୍ବ ଦୋଳ ପୁର୍ଣିମା ଏବଂ ହୋଲି ର ରଙ୍ଗ ମହୋତ୍ସବ ରେ ସସକ୍ତ ଭୁବନେଶ୍ୱର ର ପ୍ରଥମ ବୈଠକ ତଥା ହୋଲି ମହୋତ୍ସବ ପାଳନ ହୋଇ ଯାଇଛି..🙏🏻
ସମସ୍ତ ନେତୃବୃନ୍ଦ ମାନଙ୍କୁ ହୂର୍ଦୟ ରୁ ସାଧୁବାଦ୍ ଏବଂ ଆଗାମୀ ଦିନର ସଙ୍ଗଠନ କିପରି ସୁନ୍ଦର ଭୁବନେଶ୍ୱର ଗଢିବାରେ ସହାୟକ ହେବ ଏଥିପାଇଁ ଅଭିନନ୍ଦନ...🙏🏻

Address

Bhubaneswar

Website

Alerts

Be the first to know and let us send you an email when Sasakta Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Share

Category