Dhauli youth Bjd

Dhauli youth Bjd ଆମ ଓଡ଼ିଆ ନବୀନ ଓଡିଶା
ଜୟ ଏକାମ୍ର... ଜୟ ଅଶୋକ ଭାଇନା....

ଶଙ୍ଖ ବାଜିବ ଘରେ ଘରେ ଅଶୋକ ଭାଇନା ପୁଣି ଥରେ ଏକାମ୍ର ବିଧାୟକ ଜୟ ଅଶୋକ ଭାଇନା
15/05/2024

ଶଙ୍ଖ ବାଜିବ ଘରେ ଘରେ ଅଶୋକ ଭାଇନା ପୁଣି ଥରେ ଏକାମ୍ର ବିଧାୟକ ଜୟ ଅଶୋକ ଭାଇନା

ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଶ୍ରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଙ୍କ ଦ୍ଵାରା ଶ୍ରୀଯୁକ୍ତ ଅଶୋକ ଚନ୍ଦ...
15/05/2024

ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଶ୍ରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଙ୍କ ଦ୍ଵାରା ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଓ ମନ୍ମଥ ରାଉତରାୟଙ୍କ ନିମନ୍ତେ ଆଶୀର୍ବାଦ ସଭା ଆୟୋଜିତ ହୋଇଥିଲା। ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗ, ପୋଖରୀପୁଟ କାରଗିଲ ପଡିଆ ଓ ଜାଗମରା ପଡିଆ ଠାରେ ତିନୋଟି ସଭା ରେ ୧୫୦୦୦ ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ଗୋଟିଏ କଥା
ଅଶୋକ ପଣ୍ଡା ଆମରି ନେତା।

#ପୁଣି_ଥରେ #ଅଶୋକ_ପଣ୍ଡା

CMO Odisha Naveen Patnaik

15/05/2024

ନବୀନ ଗ୍ୟାରେଣ୍ଟି, ‘ଶଙ୍ଖ’ ଚିହ୍ନର ଗ୍ୟାରେଣ୍ଟି ଜୁନ ୦୯ ତାରିଖ ଶପଥ ଗ୍ରହଣ ପରେ ସର୍ବପ୍ରଥମ ଘୋଷଣା ୯୦% ଲୋକଙ୍କ ପାଇଁ ମାଗଣା ବିଜୁଳି ଏବଂ ସମସ୍ତଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁଖଦୁଃଖର ସାଥିକୁ ବାଛନ୍ତୁ ‘ଶଙ୍ଖ’ ଚିହ୍ନରେ ଭୋଟ ଦିଅନ୍ତୁ

15/04/2024

ଯାଜପୁର ଜିଲ୍ଲା କୁଆଖିଆ ନିକଟସ୍ଥ ବାରବାଟୀ ପୋଲରୁ ଭାରସାମ୍ୟ ହରାଇ ବସ ତଳକୁ ଖସିପଡିବା ଘଟଣା ଶୁଣି ମୁଁ ମର୍ମାହତ l ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସମସ୍ତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି l ଭଗବାନ ଏହି ଭଳି ବିପତ୍ତି ସମୟରେ ସମସ୍ତଙ୍କୁ ସହାୟ ହୁଅନ୍ତୁ, ସମସ୍ତ ଧନଜୀବନ ସୁରକ୍ଷିତ ହେଉ l

09/04/2024
ସିଲଭର ସିଟିରେ ସମୃଦ୍ଧିର 'ନବୀନ' ସ୍ବାକ୍ଷର... କଟକ ବିକାଶକୁ ମିଳିଲା ବୁଷ୍ଟରଡୋଜ୍।
16/09/2023

ସିଲଭର ସିଟିରେ ସମୃଦ୍ଧିର 'ନବୀନ' ସ୍ବାକ୍ଷର... କଟକ ବିକାଶକୁ ମିଳିଲା ବୁଷ୍ଟରଡୋଜ୍।

ବିଶିଷ୍ଟ ଲେଖିକା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଦିଲ୍ଲୀ ବାସଭବନରେ ୮୦ ବର୍ଷ ବୟସରେ ପରଲୋକ l...
16/09/2023

ବିଶିଷ୍ଟ ଲେଖିକା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଦିଲ୍ଲୀ ବାସଭବନରେ ୮୦ ବର୍ଷ ବୟସରେ ପରଲୋକ lଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି l🙏🙏🙏

ସିଏମଓ ପହଞ୍ଚିଥିଲା ଗାଁ ଗାଁରେ, ମିଳିଥିବା ଅଭିଯୋଗର ସମାଧାନ ହେଉଛି ରକେଟ ବେଗରେ। ୫-ଟି ପ୍ରକରଣରେ କାମ କେମିତି ହୁଏ ବିରୋଧୀ ଟିକେ ଆଖି ପୂରାଇ...
14/09/2023

ସିଏମଓ ପହଞ୍ଚିଥିଲା ଗାଁ ଗାଁରେ, ମିଳିଥିବା ଅଭିଯୋଗର ସମାଧାନ ହେଉଛି ରକେଟ ବେଗରେ। ୫-ଟି ପ୍ରକରଣରେ କାମ କେମିତି ହୁଏ ବିରୋଧୀ ଟିକେ ଆଖି ପୂରାଇ ଦେଖନ୍ତୁ। CMO Odisha Naveen Patnaik

14/09/2023

ଦକ୍ଷତା ବିକାଶ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ । ଦକ୍ଷତା ବିକାଶ କେନ୍ଦ୍ରରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ । Naveen Patnaik CMO Odisha Mo Sarkar 5T
Biju Janata Dal Odisha Odisha Skill Development Authority Tusharkanti Behera

ସମସ୍ତଙ୍କ ପୁଷ୍ଟି ସାଧନ ସୁନିଶ୍ଚିତ କରିବା ଦିଗରେ ଆଗକୁ ବଢୁଛି   । ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik  ରାଜ୍ୟର କିଶୋରୀ, ଗର୍ଭବତୀ ତଥା ସ...
14/09/2023

ସମସ୍ତଙ୍କ ପୁଷ୍ଟି ସାଧନ ସୁନିଶ୍ଚିତ କରିବା ଦିଗରେ ଆଗକୁ ବଢୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ରାଜ୍ୟର କିଶୋରୀ, ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମା' ଓ ପିଲାମାନଙ୍କ ପାଇଁ 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା'ର ଶୁଭାରମ୍ଭ କରିବାକୁ ଯାଉଛନ୍ତି।

14/09/2023

ଏଇତ ଆରମ୍ଭ ହେଲା l କଟକ ନେତାଜୀ ବସ ଟର୍ମିନାଲ ଦେଖିବା ପରେ କୁଚକ୍ରୀ ଗୋଷ୍ଠୀଙ୍କ ରାତିର ନିଦ ହଜିଯିବ l ଓଡ଼ିଶାର ବିକାଶକୁ ଯିଏ ଯେତେ ବିରୋଧ କରିବ, ଆମ ପ୍ରତିବଦ୍ଧତା ସେତେ ମଜଭୁତ ହେବ l ଜୟ ଜଗନ୍ନାଥ🙏

Address

Dhauli
Bhubaneswar
751002

Website

Alerts

Be the first to know and let us send you an email when Dhauli youth Bjd posts news and promotions. Your email address will not be used for any other purpose, and you can unsubscribe at any time.

Share