PIB Odisha

PIB Odisha Contact information, map and directions, contact form, opening hours, services, ratings, photos, videos and announcements from PIB Odisha, Government Organization, Chandrasekharpur, Bhubaneswar.

PIB Odisha is the branch office of , which serves as the official communication wing of the Ministry of Information & Broadcasting, Government of India.

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତପର୍ଯ୍ୟଟନ କ୍ଷେତ୍ରରେ ନିରନ୍ତରତା, ଦକ୍ଷତା ଏବଂ ଯାତ୍ରାରେ ସହଜତାରେ ସହଯୋଗକୁ...
20/08/2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ

ପର୍ଯ୍ୟଟନ କ୍ଷେତ୍ରରେ ନିରନ୍ତରତା, ଦକ୍ଷତା ଏବଂ ଯାତ୍ରାରେ ସହଜତାରେ ସହଯୋଗକୁ ଆଗକୁ ବଢାଇବା ଉପରେ ଗୁରୁତ୍ୱ

https://pib.gov.in/PressReleaseDetail.aspx?PRID=2301411®=48&lang=2

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’ପ୍ରଧାନମନ୍ତ୍ରୀଙ୍କୁ ଭେଟି 'ବିକଶିତ ଭାରତ' ପାଇଁ ନିଜ ଆଇଡ...
20/08/2026

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

ପ୍ରଧାନମନ୍ତ୍ରୀଙ୍କୁ ଭେଟି 'ବିକଶିତ ଭାରତ' ପାଇଁ ନିଜ ଆଇଡିଆ ଦେବେ ଯୁବପିଢ଼ି

https://pib.gov.in/PressReleaseDetail.aspx?PRID=2301410®=48&lang=2

କ୍ୟାବିନେଟ୍ ମଞ୍ଜୁରୀ: ବିହାରର ମୁଜାଫରପୁର-ସୀତାମଢ଼ୀ-ସୋନବର୍ଷା ଏନ୍‌ଏଚ୍‌-୨୨ ସଡ଼କ ୩,୫୯୦.୭୩ କୋଟି ଟଙ୍କା ବ୍ୟୟରେ ହେବ ୪ ଲେନ୍ pib.gov.in...
19/08/2026

କ୍ୟାବିନେଟ୍ ମଞ୍ଜୁରୀ: ବିହାରର ମୁଜାଫରପୁର-ସୀତାମଢ଼ୀ-ସୋନବର୍ଷା ଏନ୍‌ଏଚ୍‌-୨୨ ସଡ଼କ ୩,୫୯୦.୭୩ କୋଟି ଟଙ୍କା ବ୍ୟୟରେ ହେବ ୪ ଲେନ୍

pib.gov.in/PressReleasePa…

19/08/2026

⚒️ India's Mining Reforms: MMDR Amendment Act, 2026

💰 No revenue loss to States. States keep about 90% of mining revenue. State mineral revenue rose 354% in a decade touching ₹82,366 crore in 2025–26.

🏛️ Around 14 taxes and levies give way to one stable tax structure. Investors get certainty. Steel, cement and power get cheaper inputs.

⛏️ Since 2015, 723 mineral blocks and 141 coal mines were auctioned transparently. States earned over ₹7 lakh crore.

🪨 Minor minerals stay with States. Nearly 50 minerals, including sand, gravel and granite, remain under State control.

Read More👇
pib.gov.in/FaqDetails.asp…

ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରିଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବ...
19/08/2026

ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ

https://pib.gov.in/PressReleasePage.aspx?PRID=2301246

19/08/2026

✅Cabinet approves 4th Line in Kharagpur – Bhadrak (Ranital) Section in West Bengal and

✅The project covers 173 km at a total cost of ₹3,352 crore

~Union Minister Ashwini Vaishnaw


ଶିଳ୍ପ ଅବଶିଷ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନରୁଦ୍ଧାର ନିମନ୍ତେ ନାଲକୋ ଏବଂ ଗବେଷଣା ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ସହଭାଗିତାଫ୍ଲାଏ ଆସ୍ ରୁ ...
19/08/2026

ଶିଳ୍ପ ଅବଶିଷ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନରୁଦ୍ଧାର ନିମନ୍ତେ ନାଲକୋ ଏବଂ ଗବେଷଣା ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ସହଭାଗିତା

ଫ୍ଲାଏ ଆସ୍ ରୁ ଉପଯୋଗୀ ଉତ୍ପାଦ ଏବଂ ରେୟାର ଆର୍ଥ ଏଲିମେଣ୍ଟ ପୁନରୁଦ୍ଧାର ପାଇଁ ପ୍ରଥମ ସ୍ୱଦେଶୀ ପାଇଲଟ୍ ପ୍ଲାଣ୍ଟ ସ୍ଥାପନ

https://pib.gov.in/PressReleasePage.aspx?PRID=2300988®=48&lang=2

🚨 ଠକେଇ ସତର୍କତା!ଏକ ଋଣ ଅନୁମୋଦନ ପତ୍ର ପ୍ରସାରିତ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ 'ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା' ଅଧୀନରେ ₹3,250 ଟ...
19/08/2026

🚨 ଠକେଇ ସତର୍କତା!

ଏକ ଋଣ ଅନୁମୋଦନ ପତ୍ର ପ୍ରସାରିତ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ 'ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା' ଅଧୀନରେ ₹3,250 ଟଙ୍କା ଚୁକ୍ତିନାମା ଶୁଳ୍କ ଭାବରେ ପ୍ରଦାନ କଲେ ₹20 ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ।

18/08/2026

#ଫେସବୁକ୍ ହ୍ୟାଣ୍ଡେଲ 'yojana alert 17' ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ Narendra Modi ସମସ୍ତ ନାଗରିକଙ୍କ ପାଇଁ ତିନି ମାସର ମାଗଣା ମୋବାଇଲ୍ ରିଚାର୍ଜ ଘୋଷଣା କରିଛନ୍ତି।

Address

Chandrasekharpur
Bhubaneswar
751017

Opening Hours

Monday 10am - 6am
Tuesday 10am - 6am
Wednesday 10am - 6am
Thursday 10am - 6am
Friday 10am - 6am

Alerts

Be the first to know and let us send you an email when PIB Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share