ସ୍ୱାଭିମାନୀ ଓଡ଼ିଆ

ସ୍ୱାଭିମାନୀ ଓଡ଼ିଆ Contact information, map and directions, contact form, opening hours, services, ratings, photos, videos and announcements from ସ୍ୱାଭିମାନୀ ଓଡ଼ିଆ, Political organisation, JANPATH, Bhubaneswar.

25/08/2026

Dharmendra Pradhan

ପୂଜ୍ୟ ସ୍ୱାମୀଜୀଙ୍କ ତ୍ୟାଗ ଓ ସେବା ଆମ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ! 🙏🌼ତାଳଚେର ଗୁରୁଜଙ୍ଗ ଠାରେ ଆୟୋଜିତ ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ...
21/08/2026

ପୂଜ୍ୟ ସ୍ୱାମୀଜୀଙ୍କ ତ୍ୟାଗ ଓ ସେବା ଆମ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ! 🙏🌼

ତାଳଚେର ଗୁରୁଜଙ୍ଗ ଠାରେ ଆୟୋଜିତ ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ସାମିଲ ହେବାର ସୌଭାଗ୍ୟ ଲାଭ କରିଛନ୍ତି ଆମ ସମସ୍ତଙ୍କର ପ୍ରିୟ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ।

ଏହି ପବିତ୍ର ଅବସରରେ ସେ ସ୍ୱାମୀଜୀଙ୍କ ଅମୂଲ୍ୟ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମହାଯଜ୍ଞରେ ଆହୁତି ପ୍ରଦାନ କରିଛନ୍ତି। ସ୍ୱାମୀଜୀଙ୍କର ଜୀବନବ୍ୟାପୀ ତ୍ୟାଗ, ନିଷ୍ଠାପର ସେବା, ବନବାସୀ ଭାଇଭଉଣୀଙ୍କ କଲ୍ୟାଣ ଏବଂ ସନାତନ ସଂସ୍କୃତି ତଥା ରାଷ୍ଟ୍ରରକ୍ଷାର ଆଦର୍ଶ ଆମ ସମାଜକୁ ସଦାସର୍ବଦା ସତ୍‌ମାର୍ଗ ଦେଖାଉଥିବ।

ଧନ୍ୟବାଦ ପ୍ରଧାନ ଜୀ, ସବୁବେଳେ ଆମ ମାଟି, ଆମ ସଂସ୍କୃତି ଓ ସନ୍ଥମାନଙ୍କର ବିଚାରକୁ ସମ୍ମାନର ସହ ଆଗକୁ ନେଉଥିବାରୁ। ✊✨

Dharmendra Pradhan Narendra Modi Amit Shah
Nitin Nabin bjp odisha BJP - Bharatiya Janata Party SevaAndSacrifice

19/08/2026
14/08/2026
କଟକ ଟାଙ୍ଗୀ କାର୍ଯ୍ୟକର୍ତ୍ତାଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ।
14/08/2026

କଟକ ଟାଙ୍ଗୀ କାର୍ଯ୍ୟକର୍ତ୍ତାଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ।

🇮🇳 ଆମର ସ୍ୱାଭିମାନ, ଆମର ତ୍ରିରଙ୍ଗା! ✨"ହର ଘର ତ୍ରିରଙ୍ଗା" ଅଭିଯାନ ଅନ୍ତର୍ଗତ ନିଜ ବାସଭବନରେ ଜାତୀୟ ପତାକା ଉଡ଼ାଇଲେ ମାନ୍ୟବର ସାଂସଦ ଶ୍ରୀ ...
14/08/2026

🇮🇳 ଆମର ସ୍ୱାଭିମାନ, ଆମର ତ୍ରିରଙ୍ଗା! ✨

"ହର ଘର ତ୍ରିରଙ୍ଗା" ଅଭିଯାନ ଅନ୍ତର୍ଗତ ନିଜ ବାସଭବନରେ ଜାତୀୟ ପତାକା ଉଡ଼ାଇଲେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅଭିଯାନ ଆମ ସମସ୍ତଙ୍କ ମନରେ ଦେଶପ୍ରେମ ଓ ଏକତାର ଭାବନାକୁ ଆହୁରି ସୁଦୃଢ଼ କରେ।

ଆସନ୍ତୁ, ଆମେ ସମସ୍ତେ ଏହି ମହାନ ଅଭିଯାନରେ ସାମିଲ ହେବା ଏବଂ ନିଜ ନିଜ ଘରେ ଗର୍ବର ସହ ଆମ ଜାତୀୟ ପତାକା ଉଡ଼ାଇବା। ଜୟ ହିନ୍ଦ୍! 🚩🙏
Dharmendra Pradhan Narendra Modi Amit Shah Nitin Nabin BJP - Bharatiya Janata Party bjp odisha
ProudIndian Odisha

Address

JANPATH
Bhubaneswar
751003

Website

Alerts

Be the first to know and let us send you an email when ସ୍ୱାଭିମାନୀ ଓଡ଼ିଆ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share