ମୋ ଗାଁ ମୋ ସମ୍ମାନ

ମୋ ଗାଁ ମୋ ସମ୍ମାନ social work, social organisation, food drive, cloth drive,to facilitate the marginaliz Love every one

ପ୍ରଣାମ 🙏*ବିଶେଷ ସୂଚନା:-*ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ଶା ପ୍ରସିଦ୍ଧ ଅସୁରେଶ୍ୱର ମଲ୍ଲୀପୁର ବିଜେ ...
22/03/2026

ପ୍ରଣାମ 🙏
*ବିଶେଷ ସୂଚନା:-*
ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ଶା ପ୍ରସିଦ୍ଧ ଅସୁରେଶ୍ୱର ମଲ୍ଲୀପୁର ବିଜେ *ଶ୍ରୀ ଶ୍ରୀ ରଘୁନାଥ ଙ୍କ ପୀଠ ରେ ଶ୍ରୀ କୌଶଲ୍ୟା ନନ୍ଦନ* ଙ୍କର ଜନ୍ମୋତ୍ସବ ପାଳନ କରାଯିବ ।
ପ୍ରାୟ 500 ବର୍ଷ ରୁ ଅଧିକ ହେବ ପାଳନ ହେଉଥିବା ଉକ୍ତ ଉତ୍ସବରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ ତେଣୁ ଏହି ପୀଠରେ *ଅଭଡ଼ା ପାଣି* ର ପରମ୍ପରା ବହୁ ପୁରାତନ ।
ଉକ୍ତ ପବିତ୍ର ଶ୍ରୀରାମ ନବମୀ ତିଥିରେ ଆପଣଙ୍କ ଆଶିଷ କୁ ପାଥେୟ କରି ଓଡ଼ିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ *ଓଡ଼ିଶା ଆକୁୱା କେୟାର ଚାରିଟେବୁଲ ଟ୍ରଷ୍ଟ* ତରଫରୁ *ସମଗ୍ର ଓଡ଼ଶା ସେବା ଅଭିଯାନ ରେ ସାମିଲ ହୋଇ ମୋ ଗାଁ ମୋ ସମ୍ମାନ* ଆହ୍ବାନ ମାଧ୍ୟମରେ ଏକ ଦୀନ ବ୍ୟାପି ଆଗନ୍ତୁକ ଭକ୍ତ ମାନଙ୍କ ତୃଷା ନିବାରଣ ଉଦ୍ଦେଶ୍ୟରେ *ଅମୃତ ଧାରା* କାଯ୍ୟକ୍ରମ ଅୟୋଜନ କରାଯାଉଅଛି ।
ସବିନୟ ଅନୁରୋଧ ରକ୍ଷାକରି ଉକ୍ତ ଜଳଦାନ ଉତ୍ସବ ରେ ଉପସ୍ଥିତ ରହି ପ୍ରଭୁ ଶ୍ରୀ ରଘୁନାଥ ଙ୍କ କରୁଣା ଲାଭ କରିବା ସହିତ ଆମ୍ଭକୁ ଉତ୍ସାହିତ କରିବା ହେବେ ।🙏

14/02/2026
10/02/2026

ଉଠ ଉଠ ଆରେ ଉତ୍କଳ ସନ୍ତାନ ଉଠିବୁ ଆଉ ତୁ କେତେଦିନେ
ପୂରୁବ ଗୌରବ ପୂରୁବ ଗାରିମା ପଡୁନାହିଁ କିରେ ତୋର ମନେ

https://youtu.be/xOXtnlyud1I?si=ezro97nWK3x8MLho
31/12/2025

https://youtu.be/xOXtnlyud1I?si=ezro97nWK3x8MLho

ଯଦି ଆମେ ଆମ ଗାଁ ରେ ହେଉଥିବା ଛୋଟ ଛୋଟ ଅସୁବିଧା କୁ ଅଣ ଦେଖା କରିବା ତେବେ ସର୍ବ ପ୍ରଥମେ ଆମେ ଅସୁବିଧା ରେ ପଡିବା ତାହା ସହିତ ଅନ୍ୟ ମାନ....

https://youtu.be/xOXtnlyud1I?si=pkM5rE8cWp0aiA_G
30/12/2025

https://youtu.be/xOXtnlyud1I?si=pkM5rE8cWp0aiA_G

ଯଦି ଆମେ ଆମ ଗାଁ ରେ ହେଉଥିବା ଛୋଟ ଛୋଟ ଅସୁବିଧା କୁ ଅଣ ଦେଖା କରିବା ତେବେ ସର୍ବ ପ୍ରଥମେ ଆମେ ଅସୁବିଧା ରେ ପଡିବା ତାହା ସହିତ ଅନ୍ୟ ମାନ....

21/12/2025

Save Aravali Mission from julukipada Cuttack Orissa .
Aie ese sare India pe nara lagie or Aravali jese mahan hill ko bachaie .
#ସମଗ୍ର_ଓଡ଼ିଶା_ସେବା_ଅଭିଯାନର
#ମୋ_ଗାଁ_ମୋ_ସମ୍ମାନ






01/12/2025

ପ୍ରତ୍ୟେକ ଗ୍ରାମବାସୀଙ୍କ ମନରେ ଯଦି ଏଇ ମନୋଭାବ ରହିବ ତେବେ ହୁଏତ ସବୁ ଗାଁ ବିକଶିତ,ଶିକ୍ଷିତ ଆଉ ସମ୍ମାନିତ ହେବ ।

ମୋ ଗାଁ ମୋ ସମ୍ମାନ
ସମଗ୍ର ଓଡ଼ିଶା ସେବା ଅଭିଯାନ

ମୋ ଗାଁ ମୋ ସମ୍ମାନ

Address

NANDAN VIHAR , NADAN KANAN Road , PATIA, BBSR, KHURDHA , ODISHA
Bhubaneswar
751024

Website

Alerts

Be the first to know and let us send you an email when ମୋ ଗାଁ ମୋ ସମ୍ମାନ posts news and promotions. Your email address will not be used for any other purpose, and you can unsubscribe at any time.

Share

Category