MU BJD

MU BJD BJD

ଡବଲ ଇଞ୍ଜିନ ସରକାରରେ ଲୋକଙ୍କ ଜୀବନର ମୂଲ୍ୟକିଛି ନାହିଁ.... ଜୀବନ ଚାଲିଗଲେ ବି ଏମାନେ ଉପହାସ କରିବା ବନ୍ଦ କରିବେନି
29/05/2026

ଡବଲ ଇଞ୍ଜିନ ସରକାରରେ ଲୋକଙ୍କ ଜୀବନର ମୂଲ୍ୟକିଛି ନାହିଁ.... ଜୀବନ ଚାଲିଗଲେ ବି ଏମାନେ ଉପହାସ କରିବା ବନ୍ଦ କରିବେନି

"ଜନପ୍ରିୟ ନେତା, ଦୂରଦର୍ଶୀ ପ୍ରଶାସକ ତଥା ଯୁବ ସମାଜର ପ୍ରେରଣା ସ୍ରୋତ V Kartikeyan Pandian ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନ...
29/05/2026

"ଜନପ୍ରିୟ ନେତା, ଦୂରଦର୍ଶୀ ପ୍ରଶାସକ ତଥା ଯୁବ ସମାଜର ପ୍ରେରଣା ସ୍ରୋତ V Kartikeyan Pandian ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ସଦା ସୁସ୍ଥ, ଖୁସି ଓ ଦୀର୍ଘାୟୁ ହୁଅନ୍ତୁ।
ଓଡ଼ିଶାର ଉନ୍ନତି ଓ ଜନସେବାରେ ଆପଣଙ୍କ ଅବଦାନ ଆହୁରି ଉଜ୍ଜ୍ୱଳ ହେଉ।”

ଶେଷରେ ଗଞ୍ଜାମରେ ଗୋଟେ ଶୌଚାଳୟ ଖୋଲା ହେଲା। କଣ କହିଲେ, ହଁ ଶୌଚାଳୟ ଆମ ଓଡ଼ିଆ ହିରୋ କଲେ, ଆପଣମାନେ ଖୁସି ତ?
26/05/2026

ଶେଷରେ ଗଞ୍ଜାମରେ ଗୋଟେ ଶୌଚାଳୟ ଖୋଲା ହେଲା। କଣ କହିଲେ, ହଁ ଶୌଚାଳୟ ଆମ ଓଡ଼ିଆ ହିରୋ କଲେ, ଆପଣମାନେ ଖୁସି ତ?

ରାଜ୍ୟ ସଭା MP ସୁଲତାଙ୍କୁ ଡରିଗଲା ଡବଲ୍ ଇଂଜିନ୍ ଅଯୋଗ୍ୟ ସରକାର। 😀 ଏକ ନାରୀ ସବ ପେ ଭାରି 👍
26/05/2026

ରାଜ୍ୟ ସଭା MP ସୁଲତାଙ୍କୁ ଡରିଗଲା ଡବଲ୍ ଇଂଜିନ୍ ଅଯୋଗ୍ୟ ସରକାର। 😀
ଏକ ନାରୀ ସବ ପେ ଭାରି 👍

ପେଟ୍ରୋଲ 150 ହୋଇଯିବ
26/05/2026

ପେଟ୍ରୋଲ 150 ହୋଇଯିବ

26/05/2026

ସାଧାରଣ ମା ମାଉସୀ ଙ୍କ ର କଥା 🙏

ଡବଲ ଇଞ୍ଜିନ ଦେଉଛି ଉପହାର। ଆଖି ଖୋଲିଲେ ଶୁଣିବାକୁ ମିଳୁଛି ବଢିଲା ତେଲଦର। ୧୦ଦିନରେ ୪ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ ଦର।
25/05/2026

ଡବଲ ଇଞ୍ଜିନ ଦେଉଛି ଉପହାର। ଆଖି ଖୋଲିଲେ ଶୁଣିବାକୁ ମିଳୁଛି ବଢିଲା ତେଲଦର। ୧୦ଦିନରେ ୪ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ ଦର।

25/05/2026
ପେଟ୍ରୋଲ–ଡିଜେଲ ଦରରେ ପୁଣି ଜନତାଙ୍କୁ ଝଟକା! 🚨ଆଜି ପୁଣି ବଢିଲା ତେଲ ଦର — ସାଧାରଣ ଲୋକଙ୍କ ଉପରେ ବଢୁଛି ବୋଝ! #ପେଟ୍ରୋଲ_ଡିଜେଲ_ଦର_ବୃଦ୍ଧି #...
25/05/2026

ପେଟ୍ରୋଲ–ଡିଜେଲ ଦରରେ ପୁଣି ଜନତାଙ୍କୁ ଝଟକା! 🚨
ଆଜି ପୁଣି ବଢିଲା ତେଲ ଦର — ସାଧାରଣ ଲୋକଙ୍କ ଉପରେ ବଢୁଛି ବୋଝ!
#ପେଟ୍ରୋଲ_ଡିଜେଲ_ଦର_ବୃଦ୍ଧି
#ମହଙ୍ଗା_ମାଡ଼
#ଜନତାଙ୍କୁ_ଝଟକା

Address

Bhubaneswar

Alerts

Be the first to know and let us send you an email when MU BJD posts news and promotions. Your email address will not be used for any other purpose, and you can unsubscribe at any time.

Share