AAPO BBSR Central Constitution

AAPO BBSR Central Constitution Aam Aadmi Party Odisha is a Party with a Difference : Revolution-cum- Political Party to fight Corrup

ବିଶିଷ୍ଠ ସମାଜସେବୀ ଡଃ ଅରୁନ କୁମାର ନାୟକ ନିଜ ସହଯୋଗୀ ମାନଙ୍କ ସହିତ ଆମ୍ ଆଦ୍‌ମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ...
18/04/2024

ବିଶିଷ୍ଠ ସମାଜସେବୀ ଡଃ ଅରୁନ କୁମାର ନାୟକ ନିଜ ସହଯୋଗୀ ମାନଙ୍କ ସହିତ ଆମ୍ ଆଦ୍‌ମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଏବଂ ମଧ୍ୟମ ବିଧାନସଭାର ପ୍ରଭାରୀ ଶ୍ରୀଧର ସାହୁଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ପାର୍ଟି ରେ ଯୋଗଦେଲେ 🔥🔥🔥

ଆମ୍ ଆଦ୍‌ମୀ ପାର୍ଟି, ଓଡିଶା ତରଫରୁ ସମ୍ବିଧାନ ବଞ୍ଚାଅ, ତାନାଶାହା ହଟାଅ' କାର୍ଯ୍ୟକ୍ରମରେ ରାଜ୍ୟସଭାପତି ଶ୍ରୀଯୁକ୍ତ Nishikanta Mohapatra ...
14/04/2024

ଆମ୍ ଆଦ୍‌ମୀ ପାର୍ଟି, ଓଡିଶା ତରଫରୁ ସମ୍ବିଧାନ ବଞ୍ଚାଅ, ତାନାଶାହା ହଟାଅ' କାର୍ଯ୍ୟକ୍ରମରେ ରାଜ୍ୟସଭାପତି ଶ୍ରୀଯୁକ୍ତ Nishikanta Mohapatra ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ସଫଳ ହେଲା,

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କେଣ୍ଟ୍ ବିଧାୟକ ଶ୍ରୀଯୁକ୍ତ Virender Singh Kadian ମହୋଦୟ ଯୋଗଦେଇଥିଲେ...

ଦୁଇ ଦିବସୀୟ ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ପ୍ରଭାରୀ ଶ୍ରୀ ବୀରେନ୍ଦ୍ର ସିଂ କାଡିଆନ୍ ମହୋଦୟଙ୍କୁ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ସହ ରା...
13/04/2024

ଦୁଇ ଦିବସୀୟ ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ପ୍ରଭାରୀ ଶ୍ରୀ ବୀରେନ୍ଦ୍ର ସିଂ କାଡିଆନ୍ ମହୋଦୟଙ୍କୁ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ସହ ରାଜ୍ୟ ନେତୃତ୍ୱ ତରଫରୁ ଭୁବନେଶ୍ୱର ବିମାନ ବନ୍ଦର ଠାରେ ଭବ୍ୟସ୍ଵାଗତ...

ଦିଲ୍ଲୀ-ପଞ୍ଜାବ ଭଳି ଦେଶରେ ମଧ୍ୟ 24 ଘଣ୍ଟା ମାଗଣା ବିଜୁଳି ମିଳିପାରିବକେବଳ ଇଚ୍ଛାଶକ୍ତିର ଅଭାବ ଅଛି
01/03/2024

ଦିଲ୍ଲୀ-ପଞ୍ଜାବ ଭଳି ଦେଶରେ ମଧ୍ୟ 24 ଘଣ୍ଟା ମାଗଣା ବିଜୁଳି ମିଳିପାରିବ

କେବଳ ଇଚ୍ଛାଶକ୍ତିର ଅଭାବ ଅଛି

ଲୋକତନ୍ତ୍ର ର ହତ୍ୟାକାରୀ BJP ବିରୁଦ୍ଧରେ AAP ର ବିରାଟ ପ୍ରଦର୍ଶନ🗓️ 2 ଫେବୃୟାରୀ📍 BJP ମୂଖ୍ୟାଳୟ, ଦିଲ୍ଲୀପ୍ରଥମେ ଲଢ଼ିଲୁ ଗୋରା ଙ୍କ ସହଏବେ ...
01/02/2024

ଲୋକତନ୍ତ୍ର ର ହତ୍ୟାକାରୀ BJP ବିରୁଦ୍ଧରେ AAP ର ବିରାଟ ପ୍ରଦର୍ଶନ

🗓️ 2 ଫେବୃୟାରୀ
📍 BJP ମୂଖ୍ୟାଳୟ, ଦିଲ୍ଲୀ

ପ୍ରଥମେ ଲଢ଼ିଲୁ ଗୋରା ଙ୍କ ସହ
ଏବେ ଲଢ଼ିବୁ ଚୋର ଙ୍କ ସହ

ଚଣ୍ଡୀଗଡ଼ ମେୟର ନିର୍ବାଚନରେ BJP ଦ୍ୱାରା ଲୋକତନ୍ତ୍ର ର ହତ୍ୟା ର ସମ୍ପୂର୍ଣ୍ଣ ଷଡଯନ୍ତ୍ରକୁ ବୁଝନ୍ତୁ‼️
31/01/2024

ଚଣ୍ଡୀଗଡ଼ ମେୟର ନିର୍ବାଚନରେ BJP ଦ୍ୱାରା ଲୋକତନ୍ତ୍ର ର ହତ୍ୟା ର ସମ୍ପୂର୍ଣ୍ଣ ଷଡଯନ୍ତ୍ରକୁ ବୁଝନ୍ତୁ‼️

ଦେଶରେ ଦିଲ୍ଲୀ ପ୍ରଥମ ରାଜ୍ୟ ହେବଯେଉଁଠାରେ ସମସ୍ତଙ୍କ ବିଜୁଳି ବିଲ୍ ଆସିବ Zero❤️
30/01/2024

ଦେଶରେ ଦିଲ୍ଲୀ ପ୍ରଥମ ରାଜ୍ୟ ହେବ
ଯେଉଁଠାରେ ସମସ୍ତଙ୍କ ବିଜୁଳି ବିଲ୍ ଆସିବ Zero❤️

କେଜରିୱାଲ ସରକାର ଙ୍କର Solar Policy 2024 🔥
29/01/2024

କେଜରିୱାଲ ସରକାର ଙ୍କର Solar Policy 2024 🔥

ରାମ ରାଜ୍ୟର ଚତୁର୍ଥ ସିଦ୍ଧାନ୍ତ:24 ଘଣ୍ଟା ବିଜୁଳି ଆସିବା ଉଚ଼ିତ,ଯଦି ଗରିବ ପାଖରେ ପଇସା ନାହିଁ ତେବେ ମଧ୍ୟ ତାକୁ ବିଜୁଳି ମିଳିବା ଉଚ଼ିତରାମ ...
28/01/2024

ରାମ ରାଜ୍ୟର ଚତୁର୍ଥ ସିଦ୍ଧାନ୍ତ:

24 ଘଣ୍ଟା ବିଜୁଳି ଆସିବା ଉଚ଼ିତ,
ଯଦି ଗରିବ ପାଖରେ ପଇସା ନାହିଁ ତେବେ ମଧ୍ୟ ତାକୁ ବିଜୁଳି ମିଳିବା ଉଚ଼ିତ

ରାମ ରାଜ୍ୟର ସିଦ୍ଧାନ୍ତରେ ଚାଲିଛି କେଜରିୱାଲ ସରକାର✨

ରାମ ରାଜ୍ୟର ତୃତୀୟ ସିଦ୍ଧାନ୍ତ :ସମସ୍ତଙ୍କୁ ଏକ ସମାନ ଉତ୍ତମ ଏବଂ ମାଗଣା ଚିକିତ୍ସା ମିଳିବା ଉଚ଼ିତରାମ ରାଜ୍ୟର ସିଦ୍ଧାନ୍ତରେ ଚାଲିଛି କେଜରିୱା...
26/01/2024

ରାମ ରାଜ୍ୟର ତୃତୀୟ ସିଦ୍ଧାନ୍ତ :
ସମସ୍ତଙ୍କୁ ଏକ ସମାନ ଉତ୍ତମ ଏବଂ ମାଗଣା ଚିକିତ୍ସା ମିଳିବା ଉଚ଼ିତ

ରାମ ରାଜ୍ୟର ସିଦ୍ଧାନ୍ତରେ ଚାଲିଛି କେଜରିୱାଲ ସରକାର✨

ଆମ ଦାୟିତ୍ୱ, ଆମ ଅଧିକାର !ଜାତୀୟ ମତଦାତା ଦିବସ ଅବସରରେ ଶୁଭେଚ୍ଛା ଏବଂ ଅଭିନନ୍ଦନ 🙏
25/01/2024

ଆମ ଦାୟିତ୍ୱ, ଆମ ଅଧିକାର !

ଜାତୀୟ ମତଦାତା ଦିବସ ଅବସରରେ ଶୁଭେଚ୍ଛା ଏବଂ ଅଭିନନ୍ଦନ 🙏

Address

MIG A/19, BRIT COLONY, India, Odisha
Bhubaneswar
751012

Opening Hours

Monday 7am - 10am
Tuesday 7am - 10am
Wednesday 7am - 10am
Thursday 7am - 10am
Friday 7am - 10am
Saturday 7am - 10am
Sunday 7am - 10am

Telephone

+918280247257

Alerts

Be the first to know and let us send you an email when AAPO BBSR Central Constitution posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to AAPO BBSR Central Constitution:

Share