ଓଡ଼ିଶା ଲୋକ ଦଳ

ଓଡ଼ିଶା ଲୋକ ଦଳ Youth Political Party of Odisha | ଓଡ଼ିଶାର ଯୁବ କୈନ୍ଦ୍ରିକ ଆଞ୍ଚଳିକ ରାଜନୈତିକ ଦଳ।
(1)

ଆଜି ପ୍ରଚଣ୍ଡ ଖରା ସତ୍ତ୍ୱେ ଓଡ଼ିଶା ଲୋକ ଦଳ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ MMDR ACT 2026 ବିରୋଧରେ ଦ୍ୱିତୀୟ ଥର ପ୍ରତିବାଦ କର...
07/09/2026

ଆଜି ପ୍ରଚଣ୍ଡ ଖରା ସତ୍ତ୍ୱେ ଓଡ଼ିଶା ଲୋକ ଦଳ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ MMDR ACT 2026 ବିରୋଧରେ ଦ୍ୱିତୀୟ ଥର ପ୍ରତିବାଦ କରିବା ସହ ରାଜ୍ୟର ସ୍ୱାର୍ଥ ପାଇଁ ଅନ୍ୟ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ଦଳର ନେତୃବୃନ୍ଦ ଙ୍କ ଉଦେଶ୍ୟରେ MMDR ଆକ୍ଟ ବିରୋଧରେ ଦୃଢ଼ ପ୍ରତିବାଦ କରିବା ପାଇଁ ଏକ ଦଳର ଆଭିମୁଖ୍ୟ ପତ୍ର ପ୍ରଦାନ କଲୁ।

MMDR ACT 2026 ଓଡ଼ିଶା ଓ ଓଡ଼ିଆମାନଙ୍କ ସପକ୍ଷରେ କଦାପି ନୁହେଁ। ଏହା ସାମ୍ବିଧାନିକ ନୀତି ନିୟମ ମଧ୍ୟରେ ଓଡ଼ିଶାର ଖଣିଜ ସମ୍ପଦ ଲୁଣ୍ଠନ କରିବା ପାଇଁ ଏକ ନିୟମ ଅଟେ।

#ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆସ୍ୱାଭିମାନ #ଓଡ଼ିଆପାଇଁଓଡ଼ିଶା #ଆମଖଣିଜସମ୍ପଦଆମଅଧିକାର

ଓଡ଼ିଶା ଲୋକ ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ MMDR ACT 2026 ବିଷୟରେ ଜନସାଧାରଣଙ୍କ ସହ ଆଲୋଚନା ଓ ସଚେତନ କରିଛନ୍ତି।...
07/09/2026

ଓଡ଼ିଶା ଲୋକ ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ MMDR ACT 2026 ବିଷୟରେ ଜନସାଧାରଣଙ୍କ ସହ ଆଲୋଚନା ଓ ସଚେତନ କରିଛନ୍ତି। #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶା_ଲୋକ_ଦଳ

05/09/2026

ଆସନ୍ତା ସୋମବାର 07 ତାରିଖ ଦିନ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ MMDR Bill 2026 ର ବିରୋଧ କରିବା। ଆମ ରାଜ୍ୟ ପାଇଁ ଓ ଆମ ଆଗାମୀ ପିଢ଼ି ପାଇଁ ଏକାଠି ହୋଇ ଲଢ଼ିବା।

ନୁଆ MMDR Bill 2026 କଦାପି ଆମ ରାଜ୍ୟର ଜନସାଧାରଣଙ୍କ ସପକ୍ଷରେ ନୁହେଁ।ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏହାକୁ ବିରୋଧ କରିବା। ଆମ ରାଜ୍ୟର ଖଣି...
03/09/2026

ନୁଆ MMDR Bill 2026 କଦାପି ଆମ ରାଜ୍ୟର ଜନସାଧାରଣଙ୍କ ସପକ୍ଷରେ ନୁହେଁ।

ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏହାକୁ ବିରୋଧ କରିବା। ଆମ ରାଜ୍ୟର ଖଣିଜ ସମ୍ପଦରେ ଆମର ପ୍ରଥମେ ଅଧିକାର ରହିବା ଉଚିତ।

ଆମ ସହ ହ୍ୱଆଟସଆପ ଗ୍ରୁପ ରେ ଯୋଡ଼ି ହୁଅନ୍ତୁ।

#ସର୍ବାଗ୍ରେଓଡ଼ିଆ #ସର୍ବାଗ୍ରେଓଡ଼ିଶା #ଆମଖଣିଜସମ୍ପଦଆମଅଧିକାର #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ

Address

Bhubaneswar
Bhubaneswar
751011

Alerts

Be the first to know and let us send you an email when ଓଡ଼ିଶା ଲୋକ ଦଳ posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଓଡ଼ିଶା ଲୋକ ଦଳ:

Shortcuts

Share